ହେୟାର ଷ୍ଟାଇଲ ପାଇଁ ଏହି ପାକିସ୍ତାନୀ ଅଭିନେତ୍ରୀଙ୍କୁ ଯିବାକୁ ପଡିଲା ଜେ-ଲ,ଜାଣନ୍ତୁ କଣ ଥିଲା କାରଣ ?

ପାକିସ୍ତାନର ଆବୁଜାର ମଧୁକୁ ନିଜ ବାଳ ପାଇଁ ଅଜବ ପ୍ରକାରର ପରିସ୍ଥିତି ସାମ୍ନା କରିବାକୁ ପଡୁଛି। ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଜନ୍ମ ହୋଇଥିବା ୨୮ ବର୍ଷୀୟ ମଧୁ ଜଣେ ନାଟ୍ୟଶାଳାର ଜଣେ ଅଭିନେତ୍ରୀ ଅଟନ୍ତି ଏବଂ ପିଲାଙ୍କୁ ପଢନ୍ତି। ନିଜ ବାଳକୁ ନେଇ ସର୍ବଦା ପୋ-ଲି-ସ-ଙ୍କ ନଜରରେ ଥାଆନ୍ତି।

୫ ଜୁନ ଦ୍ଵିପ୍ରହର ସମୟରେ ଲାହୋର ଠାରେ ପୋ-ଲି-ସ ମଧୁଙ୍କୁ ଜେ-ଲ-ରେ ଭର୍ତି କରାଇଥିଲେ। ସେହି ସମୟରେ ସେ ଗୋଟେ ରିକ୍ସାର ଅପେକ୍ଷା କରୁଥିଲେ। ପୋ-ଲି-ସ ଅଧିକାରୀଙ୍କ କହିବା କଥା ଯେ ମଧୁ କାହିଁକି ତାଙ୍କର ଅବସ୍ଥା ଏପରି କରୁଥିଲେ। ମଧୁ କହିଥିଲେ ଯେ ସେ ହାତରେ ଚୁଡି ଭଳି କଡ଼ା ପିନ୍ଧିଥିଲେ ଓ ନିଜ ବାଳକୁ ପଛପଟୁ ବନ୍ଧିଥିଲି।

ମଧୁ ବାଇଶି ବିଶ୍ବ ସମାଚାରଙ୍କ( ନିୟୂଜ୍ ) ସହ କଥା ହୋଇ କହିଛନ୍ତି ଯେ ମୋତେ ମୋର ବାଳ ପାଇଁ ରାସ୍ତାରେ ରୋକିଦିଅନ୍ତି। ପୋଲିସ ସବୁବେଳେ ମୋର ତଲାସ କରନ୍ତି। ପୋ-ଲି-ସ ମାନେ ଅତିକମ୍ ରେ ୩ ଥର ରୋକି ଦିଅନ୍ତି। ମୋ ସହ ସର୍ବଦା ଜଣେ ଦୋଷୀ ଭଳି ବ୍ୟବହାର କରନ୍ତି କିନ୍ତୁ ଏହା ପ୍ରଥମ ଥର ପାଇଁ ହେଲା ଯେ ପୋ-ଲି-ସ ମୋତେ ଗି-ର-ଫ କଲେ।

ମଧୁ କହିଲେ ଯେ – ପୋ-ଲି-ସ ତାଙ୍କୁ ପଚାରିଥିଲେ ଯେ କଣ ତୁମେ ନିଜର ଅବସ୍ଥା ଦେଖିଛ? ତମର ଏହି ଲୁକ୍ ଏବଂ ବାଳ ସହିତ ପିଲାମାନଙ୍କୁ କିପରି ପଢେଇ ପରୁଛ? ମୁଁ ତାଙ୍କୁ କହିଥିଲି ଯେ ମୁଁ ଜଣେ ଅଭିନେତ୍ରୀ ଅଟେ ଏବଂ ମୁଁ ମୋର ସମସ୍ତ ଜିନିଷ ତାଙ୍କୁ ଦେଖାଇଥିଲି। କିନ୍ତୁ ସେମାନେ କହିଥିଲେ କି ସେମାନେ ମୋତେ ସିଧା କରିବାକୁ ଚାହାଁନ୍ତି।

ପୋ-ଲି-ସ ଏହି କାରଣରୁ ମଧୁଙ୍କୁ ଗି-ର-ଫ କରିଥିଲେ। ଏହିଭଳି ବେସ କ୍ରାଇମ୍ ସହ ଜଡ଼ିତ। କିନ୍ତୁ ମଧୁ କହିଥିଲେ ଯେ ଇଂରେଜ ଶାସନ ସମୟରେ ଦେଶର ଲୋକମାନଙ୍କ ଉପରେ ନିୟନ୍ତ୍ରଣ କରୁଥିଲେ ଲୋକମାନଙ୍କ କାର୍ଯ୍ୟ କଳାପ ଉପରେ କିନ୍ତୁ ଦୁଃଖିତ ଯେ ଏହି କାନୁନ୍ ଏବେ ବି ଆମ ଦେଶରେ ଲାଗୁଅଛି।

ମଧୁ କହିଛନ୍ତି ଯେ ଲମ୍ବା ଚୁଟି ପାଇଁ ମୋତେ ଗି-ର-ଫ କରିବା ଏହା ସୂଚିତ କରାଉଛି ଯେ ପାକିସ୍ତାନରେ ବର୍ଗ ବାଦି ସମାଜ ଓ ଅସମାନତା ବହୁତ୍ ଅଛି। ମସଲନରେ ଅନେକ ଲୋକ ଯାହାଙ୍କ ପାଖରେ ନିଜର କାର୍ ଅଛି ସେମାନେ ଯେଉଁ ପ୍ରକାର ଚୁଟି ରଖିପାରିବେ କିନ୍ତୁ ଯାହା ପାଖରେ ନିଜର କାର ନାହିଁ, ଯିଏ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରୁଛି ସେମାନେ ହିଁ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ମାମଲାକୁ କରାଚିର କଲଚର କମେଣ୍ଟେଟର ଅହମର ନକବି କହିଛନ୍ତି ଯେ ୨୨ ବିଶ୍ବ ନିୟୁଜ୍ ସହ କଥା ବାର୍ତ୍ତା ହୋଇ କହିଛନ୍ତି ଯେ ୯୦ ଦଶକରେ ପିଏମ୍ ନୱାଜ ଶରିଫି ଟିଭି ଓ ପପ୍ ସଂଗ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଓ ପୁରୁଷମାନଙ୍କ ଲମ୍ବା ବାଳ ପାଇଁ ଆଲୋଚନା କାରିକି କହିଥିଲେ କି ପକ୍ କଲଚର୍ କୁ ଯୋକେଟ୍ କଲାଚର ର ବିପଦ ଅଛି।

ସେ ଆଗକୁ ମଧ୍ୟ କହିଛନ୍ତି ଯେ ସୁରକ୍ଷା କାରଣରୁ ପାକିସ୍ତାନର ଲମ୍ବା ବାଳ ଲୋକଙ୍କ ଶରୀର ନଜରରେ ରଖା ଯାଇଥାଏ। କାରଣ କେତେ ତାଲିବାନି ପ୍ରଥମେ ଲମ୍ବା ବାଳ ରଖୁଥିଲେ କିଛି ବର୍ଷ ପରେ ତାଲିବାନୀ ଙ୍କ ବିପଦ କମ୍ ଅଛି।

ଏହି ମାମଲାରେ ମଧୁଙ୍କ କହିବା କଥା ଯେ ସେ ତାଙ୍କ ଚୁଟି କଟିବେନି ଏବଂ ବିରୋଧ କରୀକି ନିଜ ଚୁଟିକୁ ଲମ୍ବା କରିବା ପସନ୍ଦ କରିବେ। ସେ କହିଛନ୍ତି ଯଦି ମୁଁ ଭବିଷ୍ୟତରେ ନିଜ ଚୁଟି କଟିବେ ଏଥି ପାଇଁ କରିବି ଯେ କାରଣ ମୋତେ ହେ୍ୟାର ଷ୍ଟାଇଲ ରେ ବଦଳାଇବାକୁ ଚାହିଁବି କିନ୍ତୁ ମୋ ଚୁଟି କାହାର ଭୟରେ କରିବି ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *