ମ-ଦ ଦୋକାନ ଖୋଲିବାରୁ ଖୁସିରେ ଝୁମି ଉଠିଲା ବ୍ୟକ୍ତି ଜଣକ,ରାସ୍ତାରେ ବୋତଲ ରଖି ଏମିତି ଭାବରେ ପୂଜା କରିବା ଆରମ୍ଭ କରିଦେଲା, ଦେଖନ୍ତୁ ଭିଡ଼ିଓ

ତାମିଲନାଡ଼ୁ ରେ କରୋନା ପାଇଁ ଲକଡାଉନ ଘୋଷଣା କରାଯିବାପରେ ଏବେ ଟିକେ କୋହଳ କରାଯାଇଛି ଓ ମ-ଦ ଦୋକାନ ଖୋଲିବା ପାଇଁ ଆଦେଶ ଦିଆଯାଇଛି। ଏହାକୁ କର୍ଫ୍ୟୁ ପରେ ବର୍ତ୍ତମାନ ସୋମବାର ଦିନ ଖୋଲାଯାଇଛି। କରୋନାର ସଂଖ୍ୟା ବର୍ତ୍ତମାନ ଟିକେ କମୁଥିବାରୁ ଏହାକୁ ଦେଖି ରାଜ୍ୟରେ ମ-ଦ ଦୋକାନ ଖୋଲାଯାଇଥିଲା ଓ ହଠାତ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା।

ଏହାମଧ୍ୟରେ ଏକ ଭିଡ଼ିଓ ବହୁତ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଜଣେ ଲୋକ ଏତେ ଖୁସି ହୋଇଯାଇଥିଲା କି, ସେ ପ୍ରଥମେ ଦୋକାନ ସମ୍ମୁଖରେ ଦ୍ୱୀପ ଜଳାଇଥିଲା। ଏହାପରେ କାଉଣ୍ଟରକୁ ଯାଇ ଦୁଇଟି ବୋତଲ ଚଢାଇଥିଲେ ଓ ଅଗ୍ନି ଦେବତାଙ୍କୁ ମଧ୍ୟ ଚଢାଇ ପ୍ରଣାମ କଲେ। ଏହାପରେ ସେ ମ-ଦ-ର ଆନନ୍ଦ ନେଇଥିଲେ। ଏହାପରେ ଦ୍ଵିତୀୟ ଲୋକ ମଧ୍ୟ ସେଠାକୁ ଆସି ପୂଜାରେ ଭାଗ ନେଇଥିଲେ।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓକୁ ସମାଚାର ଏଜେନ୍ସି ଏଏନଆଇ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଶେୟର କରିଥିଲେ। ଆପଣଙ୍କୁ ଜଣାଇଦେଉଛୁ କି, ତାମିଲନାଡ଼ୁରେ 35 ଦିନର ବ୍ୟବଧାନ ପରେ 27ଟି ଜିଲ୍ଲାରେ ସେଲୁନ, ପାର୍କ, ମ-ଦ ଦୋକାନ ଇତ୍ୟାଦି ଜୁନ 14 ତାରିଖରେ ଖୋଲିଯାଇଛି। ରାଜ୍ୟ ସରକାର ଶୁକ୍ରବାର ଦିନ ଏହିପରି ଛାଡ଼ ଘୋଷଣା କରିଥିଲେ। ଏହାସହ ଜୁନ 21 ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *