ସପିଂ ମଲରେ ମାସ୍କ ପିନ୍ଧିବାକୁ ନେଇ ବ୍ୟକ୍ତିଜଣକ ଦେଲେ ବଡ ବୟାନ,କହିଲେ ମାସ୍କ ଲଗାଇକି ମୋ ପ୍ରା-ଇ-ଭେ-ଟ ପାର୍ଟ ଛୋଟ ହୋଇଗଲାଣି

କରୋନା ଭାଇରସ କାରଣରୁ ଦୁନିଆରେ କେତେକ ପରିବର୍ତ୍ତନ ଆସିଛି। ମାସ୍କ ଓ ସାମାଜିକ ଦୂରତା ବହୁତ ଜରୁରୀ ହୋଇଯାଇଛି। ମାସ୍କ ଲଗାଇବା ଦ୍ୱାରା କରୋନାରୁ ସୁରକ୍ଷା ମିଳିଥାଏ। ଏବେ ପ୍ରତ୍ୟେକ ପବ୍ଲିକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। କିନ୍ତୁ ଦୁନିଆରେ ଏମିତି କିଛି ଅବହେଳା କରୁଥିବା ଲୋକ ରହିଛନ୍ତି ଯିଏକି ମାସ୍କ ପିନ୍ଧିବାକୁ ନାରାଜ। ମାସ୍କ ନପିନ୍ଧିବାକୁ ନେଇ ୟୁକେରେ ଜଣେ ବ୍ୟକ୍ତି ଏମିତି କାରନାମା କଲେ ଯାହାକୁ ଦେଖିଲାପରେ ଆପଣ ନହସି ରହିପାରିବେ ନାହିଁ।

ୟୁକେର ଡର୍ବୀଶୟର ଠାରେ ଯେତେବେଳେ ଜଣେ ଦୋକାନୀ ଗ୍ରାହକଙ୍କୁ ମାସ୍କ ପିନ୍ଧିବାପାଇଁ କହିଥିଲେ ସେତେବେଳେ ସେ ରୋକଠୋକ ମନା କରିଦେଇଥିଲେ। ସେ କହିଥିଲେ, ମାସ୍କ ପିନ୍ଧିବା ଦ୍ୱାରା ତାଙ୍କର ପ୍ରା-ଇ-ଭେ-ଟ ପାର୍ଟ ଛୋଟ ହୋଇଯାଉଛି। ଏହି କାରଣ ପାଇଁ ସେ ମାସ୍କ ପିନ୍ଧୁ ନାହାଁନ୍ତି। ସେ ମଲରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ମାସ୍କ ନଲଗେଇବା ପାଇଁ କହିଥିଲେ ଏହି କାରଣରୁ ମଲ ଅଥରିଟି ପୋ-ଲି-ସ-ଙ୍କୁ ଏହାର ସୂଚନା ଦେଇ ଦେଇଥିଲେ ଓ ଏହାପରେ ତାଙ୍କୁ ବାହାର କରିଦିଆଯାଇଥିଲା।

ୟୁକେର ଅଫିସର୍ସ ମାନେ ମାସ୍କ ନଲଗାଇବାର କାରଣ ଲିଷ୍ଟକୁ ଆଣିଥିଲେ। ଏହି ଲିଷ୍ଟରେ ପ୍ରା-ଇ-ଭେ-ଟ ପାର୍ଟ ଶୁଖିଯିବା ଘଟଣା ଏକ ନମ୍ବରରେ ରହିଥିଲା। ଆପଣଙ୍କୁ ଜଣାଇଦେଉଛୁ କି, ଜୁନ 21 ତାରିଖରେ ବ୍ରିଟେନରେ ଲକଡାଉନ ହେବାକୁ ଯାଉଛି କାରଣ ଭାରତୀୟ ଭ୍ୟାରିଏଣ୍ଟ ଡେ଼ଲ୍ଟା ବହୁତ ଚିନ୍ତାର ବିଷୟ ହୋଇଗଲାଣି। ଏଥିପାଇଁ ସେଠାରେ ଲକଡାଉନ ଏକସପ୍ତାହପର୍ଯ୍ୟନ୍ତ ବଢ଼ିପାରେ। କାରଣ ଭ୍ୟାକ୍ସିନେସନ ପରେ ମଧ୍ୟ ଡେ଼ଲ୍ଟା ଭ୍ୟାରିଏଣ୍ଟ ଲୋକଙ୍କର ଜୀବନ ନେଇଯାଉଛି। ଏଥିପାଇଁ ମାସ୍କ ଲାଗାଇବା ସବୁଠାରୁ ଗୁରୁତର ହୋଇଛି।

ଅଜବ ବାହାନା:-

ମାସ୍କ ନଲଗାଇବାର କାରଣରେ ଜଣେ ବ୍ୟକ୍ତି କୁହନ୍ତି କି, ତାଙ୍କର ଆଇକ୍ୟୁ କମ ହୋଇଯାଉଛି ସେଥିପାଇଁ ସେ ମାସ୍କ ଲଗାଉନାହାନ୍ତି। ପୋ-ଲି-ସ ସହିତ ଏହାକୁ ନେଇ ସେ ବହୁତ ଯୁକ୍ତିତର୍କ କରିଥିଲେ। ଏହାବ୍ୟତୀତ ଜଣେ ମହିଳା ଏଥିପାଇଁ ଭ୍ୟାକ୍ସିନ ଲଗାଇବାକୁ ମନାକଲେ କାରଣ ସେ ଭ୍ୟାକ୍ସିନେଟେଡ଼ ଥିଲେ ତଥାପି ଏହାପରେ ମାସ୍କ ଲାଗାଇବା ବାହିତ ଜରୁରୀ ଅଟେ। ୟୁକେ ରେ ସାର୍ଵଜନିକ ସ୍ଥାନରେ ମାସ୍କ ଲଗାଇବା ବହୁତ ଜରୁରୀ ଅଟେ କିନ୍ତୁ କିଛି ଲୋକ ଏହି ନିୟମକୁ ଅବହେଳା କରୁଛନ୍ତି। ଏମିତିରେ ପୋ-ଲି-ସ ଲୋକଙ୍କୁ ମାସ୍କ ଲଗାଇବା ପାଇଁ ଅପିଲ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *