କନ୍ୟା ସାମ୍ନାରେ ବର ସହିତ କରୁଥିଲା ଏମିତି ମଜାକ,ତାପରେ ହେଲା ମା-ଡ ବର୍ଷା, ଦେଖନ୍ତୁ ମଜାଳିଆ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ ମଜାଳିଆ ଭିଡିଓ ଭାଇରଲ ହୋଇଥାଏ | ଏଥିମଧ୍ୟରୁ କିଛି ଭିଡିଓ ହସାଇବା ଭଳି ହୋଇଥାଏ ତ ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥାଏ | ସେହିପରି, କିଛି ଭିଡିଓକୁ ଦେଖି ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ | ଏହି ପରିପ୍ରେକ୍ଷୀରେ ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି | କାରଣ ଏହି ଭିଡିଓରେ ଜଣେ ବରକୁ ଏତେ ରାଗ ଲାଗିଲା ଯେ ସେ ସିଧା ପି-ଟି-ବା-କୁ ଉଠିପଡ଼ିଲା | ବରକୁ ଏପରି କରିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ |

ବିବାହରେ ମଧ୍ୟ ଗୋଟିଏରୁ ଗୋଟିଏ ମଜାଳିଆ ଘଟଣା ଦେଖିବାକୁ ମିଳିଯାଏ | କେଉଁଠି ବରର ଷ୍ଟାଇଲ ଲୋକମାନଙ୍କର ଆକର୍ଷଣୀୟ କେନ୍ଦ୍ର ପାଲଟିଯାଏ ତ ଆଉ କେଉଁଠି କନ୍ୟାର ଏପରି କିଛି କାର୍ଯ୍ୟକଳାପ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି | ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କର ଅନେକ ଭିଡିଓ ଭାଇରଲ ହୋଇଥାଏ | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବର କିପରି ଭାବେ ରାଗିଯାଉଛି | ବାସ୍ତବରେ ଷ୍ଟେଜ ଉପରେ ବର ଏବଂ କନ୍ୟା ବସିଛନ୍ତି | ଠିକ ସେତିକିବେଳେ ଜଣେ ବ୍ୟକ୍ତି ପଛରୁ ବର ସହିତ ମଜାକ କରିବାକୁ ଲାଗିଲା | ଏହିପରି ବ୍ୟବହାର ବରକୁ ଭଲ ଲାଗିଲାନାହିଁ ଏବଂ ସେ ପି-ଟି-ବା-ପାଇଁ ଉଠିପଡ଼ିଲା | ଦୁହେଁ ପରସ୍ପର ମଧ୍ୟରେ ଖୁବ ମାରପିଟ ମଧ୍ୟ ହେଲେ |

ଦେଖନ୍ତୁ ମଜାଳିଆ ଭିଡିଓ :-

ଏହି ଭିଡିଓକୁ ଦେଖିବାପରେ ବିଶ୍ୱାସ କରନ୍ତୁ ଆପଣଙ୍କୁ ହସ ଲାଗିଥିବ | ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘official_niranjanm87’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଭିଡ଼ିଓଟି ଲୋକମାନଙ୍କୁ ଖୁବ ଭଲ ଲାଗୁଛି ଏବଂ ଏହି ଭିଡିଓ ଉପରେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *