ଇଏ କେମିତିକା କାମ : ବିବାହ ସମୟରେ ସାଙ୍ଗମାନେ ବର ଓ କନ୍ୟା ସହ କଲେ କିଛି ଏମିତି,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ନୂଆ ନୂଆ ଭିଡ଼ିଓ ଶେୟର ହେଉଥାଏ। କିଛି ଭିଡ଼ିଓ ମଜାଳିଆ ଥିବାସହ କିଛି ହଇରାଣ କରିଦେବା ପରି ରହିଥାଏ। ସେହିପରି କିଛି ଭିଡ଼ିଓକୁ ବାରମ୍ବାର ଦେଖିବାକୁ ମନ କରିଥାଏ କେବଳ ଏତିକି ନୁହେଁ ଏହି ଭିଡ଼ିଓରେ ଲୋକମାନେ ଥଟା କରିବାର ମଧ୍ୟ ଦେଖାଯାଇଛନ୍ତି। ଏହାମଧ୍ୟରେ ବିବାହର ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବାପରେ ଆପଣ ନିଜର ହସ ଅଟକାଇ ପାରିବେନାହିଁ।

ଆମେ ସଭିଏଁ ଜାଣିଛେ କି, ବିବାହରେ ବିଭିନ୍ନ ପ୍ରକାରର କାର୍ଯ୍ୟ ସବୁ ହୋଇଥାଏ। କେତେ ପ୍ରକାରର ମଜା ଓ ହସ ସବୁ ହୋଇଥାଏ। କେବେକେବେ ବିବାହରେ ଏମିତି ଘଟଣା ଘଟି ଯାଇଥାଏ ଯାହା ଉପରେ ବିଶ୍ୱାସ କରିବାକୁ ପଡିନଥାଏ। ସୋସିଆଲ ମିଡିଆରେ ଏହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି। ଏବେ ଏହି ଭିଡ଼ିଓ ଦେଖନ୍ତୁ କେମିତି ବିବାହ ସମୟରେ କିଛି ଲୋକ ମସ୍ତି କରିବାକୁ ଲାଗୁଛନ୍ତି। ମସ୍ତି କରୁଥିବା ସମୟରେ ବର ଓ କନ୍ୟା ଉପରେ ଦୁଇଜଣ ପଡ଼ି ଯାଉଛନ୍ତି। ଏହାକୁ ଦେଖିବାପରେ ଲୋକମାନେ ଚକିତ ହୋଇଯାଉଛନ୍ତି ଓ ହସିବାକୁ ଲାଗୁଛନ୍ତି।

ଭିଡ଼ିଓଟି ବହୁତ ମଜାଦାର ଅଟେ:-

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

ଏହି ଭିଡ଼ିଓ ଦେଖିବାପରେ ଆପଣଙ୍କୁ ମଧ୍ୟ ବହୁତ ହସ ଲାଗିଥିବ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଭିଡ଼ିଓକୁ ‘official_niranjanm87 ଆକାଉଣ୍ଟ ଶେୟର କରିଥିଲେ। ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି ଓ ଲୋକମାନେ ଏଥିରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *