୬ ବର୍ଷର ଏହି କୁନି ଝିଅ ବହୁତ ସୁନ୍ଦର କ୍ରିକେଟ ଖେଳୁଛି,ଦେଖନ୍ତୁ ଭିଡିଓ

ଛୋଟ ପିଲାମାନେ ଯେଉଁ ଜିନିଷ କରିଦିଅନ୍ତି କେହି ତାହାକୁ କରିପାରନ୍ତି ନାହିଁ। ଏମିତି ହିଁ ଏକ ଦୃ-ଶ୍ୟ କୋଝିକୋଡ଼ରେ ରହୁଥିବା ଛୋଟ ପିଲାଟି ଭିତରୁ ଦେଖିବାକୁ ମିଳିଛି। 6 ବର୍ଷର ଏହି କୁନି ଝିଅ ଫାତିମା ଯେତେବେଳେ ବ୍ୟାଟ ନେଇ ଆସିଥାଏ ସେତେବେଳେ କେହି ବିଶ୍ୱାସ କରିପାରିନଥାନ୍ତି ଏହି ଛୋଟ ପିଲାଟିର ଏହି କା-ରନା-ମା ଅଟେ। ସୋସିଆଲ ମିଡିଆରେ ତାଙ୍କର ବ୍ୟାଟିଂ ଷ୍ଟାଇଲ ହୃଦୟ ଜିତୁଛନ୍ତି।

କେରଳର କୋଝିକୋଡ଼ରେ ରହୁଥିବା 6 ବର୍ଷର ଝିଅ ମହକ ଫତିମା ଏମିତି ବ୍ୟା-ଟିଂ କରିଥାନ୍ତି ଯାହାକୁ ଦେଖିଲାପରେ ବଡ଼ ବଡ଼ ମଧ୍ୟ ଆ-ଶ୍ଚ-ର୍ଯ୍ୟ ଚକିତ ହୋଇଯାଇଥାନ୍ତି। ତାଙ୍କର ଷ୍ଟାଇଲ ଓ ସ୍କିଲ କୁ ଦେଖିବାପରେ କାହାକୁ ମଧ୍ୟ ବିଶ୍ୱାସ ହେଉନାହିଁ କି, ସେ 6 ବର୍ଷର ଅଟନ୍ତି। କ୍ରିକେଟରେ ମହକ ଙ୍କ ଇଛା ସେବେ ଜାଗ୍ରତ ହୋଇଥିଲା ଯେତେବେଳେ ସେ ନିଜର ପିତାଙ୍କୁ ଦେଖିଥିଲେ ନିଜର ଛୋଟ ଭାଇକୁ ଖେଳ ଶିଖାଉଥିଲେ। ଏହାପରେ ସେ ନିଜର ବାପାଙ୍କୁ ପଚାରିଥିଲେ ମୁଁ ଝିଅଟି ହୋଇଥିବାରୁ ମୋତେ ବ୍ୟା-ଟିଂ ଶିଖାଉନାହଁ। ଝିଅଟିର କଥା ଶୁଣି ପିତା ମଧ୍ୟ ଚକିତ ହୋଇଗଲେ ଓ ଶେଷରେ ସେ ନିଜର ଝିଅକୁ ବ୍ୟାଟ ଦେଇଥିଲେ ଓ ଏହାପରେ ତାଙ୍କର ଦକ୍ଷତା ଯେକେହି ବି ଦେଖୁଛି ଚକିତ ହୋଇଯାଉଛି।

ମହକ ଙ୍କ ଏହି ବ୍ୟା-ଟିଂ ଭିଡ଼ିଓ the better india ଇଂଷ୍ଟାଗ୍ରାମରେ ଶେୟର କରିଥିଲେ। ଯେଉଁଥିରେ ସେ ପ୍ରତ୍ୟେକ ବଲ ରେ ଭଲ ଭଲ ଶ-ର୍ଟ ଖେଳୁଥିଲେ। ବ୍ୟା-ଟିଂ କରୁଥିବା ସମୟରେ ଫତିମାଙ୍କ ଦ୍ଵାରା ଏକ ବଲ ମଧ୍ୟ ମିସ ହୋଇନଥିଲା। ଲୋକମାନେ ନାକି ଏହି ଭିଡ଼ିଓକୁ ଶେୟର କରୁଛନ୍ତି ବରଂ ଏଥିରେ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *