ବାହାଘର ହେବା ପାଇଁ କି ଡ୍ୟାନ୍ସ ! ମାଆ ରାଗରେ ମାରିଲା ଚାପୁଡ଼ା, ୩୦ ଲକ୍ଷରୁ ଅଧିକଥର ଦେଖାଗଲାଣି ଭିଡିଓ

ସୋସିଆଲ ମିଡିଆରେ ଗୋଟିଏ ଝିଅର ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି, ଯେଉଁଥିରେ ବିବାହ କରାଇବା ପାଇଁ ସେ ମା ସାମ୍ନାରେ ଧମାକାଦାର ଡ୍ୟାନ୍ସ କଲେ | ଗୋବିନ୍ଦଙ୍କ ଫିଲ୍ମ ‘ଦୁଲହେ ରାଜା’ ର ଫେମସ ଗୀତ ‘ସୁନୋ ଶଶୁର ଜି…’ ର ଗୀତରେ ଡ୍ୟାନ୍ସ କରୁଛନ୍ତି | ମା ସାମ୍ନାରେ ଝିଅଟି ଡ୍ୟାନ୍ସ କରିବାକୁ ଆରମ୍ଭ କରିବାମାତ୍ରେ ସେ ରାଗରେ ଆସିଲେ ଏବଂ ତାଙ୍କୁ ହସି ହସି ମାରୁଥିବାର ଦେଖାଯାଉଛନ୍ତି | ଇନ୍ସଟାଗ୍ରାମ ରିଲରେ ଏହି ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩ ମିଲିୟନ ଲୋକ ଦେଖି ସାରିଲେଣି |

ଭିଡିଓରେ ଦେଖାଯାଇପାରେ ଯେ ଝିଅଟି ବସିଥିଲା | ଠିକ ସେତିକିବେଳେ ଗୀତ ବାଜିଲା ଏବଂ ସେ ଉଠିଯାଇ ଡ୍ୟାନ୍ସ କରିବାକୁ ଲାଗିଲା | ମମି ପାଖରେ ସେ ଠିଆ ହୋଇ ଡ୍ୟାନ୍ସ କରିବାମାତ୍ରେ ମା ଦେଖିକି ହସିବାକୁ ଲାଗିଲେ | ମା କାମରେ ବ୍ୟସ୍ତ ଥିଲେ, ଝିଅ ମଝିରେ ଆସିବାରୁ ସେ ହସି ହସି ଚାପୁଡ଼ା ମାରିଲେ ଏବଂ ଠେଲିଦେଲେ | କିନ୍ତୁ ଝିଅଟି ଡ୍ୟାନ୍ସ ଜାରି ରଖିଥିଲା |

ଭିଡିଓରେ ଡ୍ୟାନ୍ସ କରୁଥିବା ଝିଅର ନାମ ସୁଷମା ଯାଦବ ଅଟେ | ସେ ଏହି ଭିଡିଓକୁ ଇନ୍ସଟାଗ୍ରାମରେ ସେୟାର କରିଛନ୍ତି | ଏହାସହିତ କ୍ୟାପ୍ସନରେ ଲେଖିଛନ୍ତି, ‘ ମା ମୋର ମଧ୍ୟ ବିବାହ କରାଇଦିଅ ‘ |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ସେ ମେ ୨୪ ତାରିଖରେ ସେୟାର କରିଥିଲେ, ଯାହାକୁ ବର୍ତ୍ତମାନ ସୁଦ୍ଧା ୩.୨ ମିଲିୟନ ଲୋକ ଦେଖିଲେଣି | ଏହାସହିତ ଦେଢ଼ ଲକ୍ଷରୁ ଅଧିକ ଲାଇକ ହୋଇସାରିଛି | ଅନେକ ଲୋକଙ୍କୁ ଏହି ଭିଡିଓ ବହୁତ ମଜାଳିଆ ଲାଗିଲା | କମେଣ୍ଟ ସେକ୍ସନରେ ଲୋକମାନେ ବହୁତ ମଜାଳିଆ ରିଆକ୍ସନ ମଧ୍ୟ ଦେଇଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବ

Leave a Reply

Your email address will not be published. Required fields are marked *