ସାରା ଜେନ ଡ଼ାୟସଙ୍କ ପ୍ରେମରେ ଧୋକା ଖାଇଥିଲେ ବିରାଟ କୋହଲି,ଜାଣନ୍ତୁ କିଏ ଏହି ସାରା ଜେନ ?

2007 ମସିହାରେ ସାରା ଜେନ ଡ଼ାୟସ ମିସ ଇଣ୍ଡିଆ ଫେମିନା ଆୱାର୍ଡ ଜିତିଥିଲେ। ସେ ସୈଫ ଅଲ୍ଲୀ ଖାଁଙ୍କ ସହିତ ତାଣ୍ଡବରେ ମଧ୍ୟ କାମ କରିସାରିଛନ୍ତି।

ବିରାଟ ଓ ସାରା ପରସ୍ପରକୁ ଡେଟ କରୁଥିଲେ:-

ରିପୋର୍ଟସ ମୁତାବିକ, ବିରାଟ କୋହଲି ଓ ସାରା ଜେନ ଡ଼ାୟସ ଏକ ପାର୍ଟିରେ ଭେଟ ହୋଇଥିଲେ ଓ ଉଭୟ ରିଲେସନସିପରେ ଥିଲେ।

ବିରାଟ ଓ ସାରାଙ୍କ ବ୍ରେକଅପ:-

ଜନସତାରେ ଛପିଥିବା ଏଓ ରିପୋର୍ଟ ମୁତାବିକ, ସେମାନଙ୍କ ମଧ୍ୟରେ କିଛି ଠିକ ଠାକ ଚାଲୁନଥିଲା। ଏହି କାରଣ ପାଇଁ ସାରା ବିରାଟଙ୍କୁ ଛାଡ଼ି ଦେଇଥିଲେ।

ସାରା ଜେନ ଡ଼ାୟାସ କିନ୍ତୁ ଏକ ବୟାନ ମାଧ୍ୟମରେ କହିଥିଲେ କି, ଏହା ସମ୍ପୂର୍ଣ୍ଣ ଗୁଜବ ଅଟେ ଓ ସେ ତାଙ୍କ ଜୀବନରେ କେବେବି କୋହଲିଙ୍କୁ ଡେଟ କରିନାହାଁନ୍ତି।

2 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା କୋହଲି ଓ ଇସାବେଲଙ୍କ ସମ୍ପର୍କ:-

2012 ମସିହାରୁ 2014 ପର୍ଯ୍ୟନ୍ତ ବିରାଟ କୋହଲି ବ୍ରାଜିଲିୟାନ ମଡେଲ ଓ ଅଭିନେତ୍ରୀ ଇସବେଲ ଲେଇଟିଙ୍କୁ ଡେଟ କରୁଥିଲେ। ଉଭୟଙ୍କ ରିଲେସନସିପ ବିଷୟରେ ମିଡ଼ିଆ ମଧ୍ୟ ଜାଣିଥିଲା। ଉଭୟଙ୍କ ରିଲେସନର ପର୍ଦାଫାଶ 2013 ମସିହାରେ ହୋଇଥିଲା। ବିରାଟ କୋହଲି ଏକ ଇଣ୍ଟରଭୟୁ ମାଧ୍ୟମରେ କହିଥିଲେ, ହଁ ଆମେ ଦୁହେଁ ରିଲେସନସିପ ରେ ବର୍ଷ ତମାମ ରହିଥିଲୁ ଓ ଏହି ସମ୍ପର୍କ ଆପଣଙ୍କ ସହମତିରେ ଶେଷ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *