ଚାରି ବର୍ଷର ଝିଅକୁ ଖତରନାକ୍ ଦ-ଣ୍ଡ ଦେଲା ମାଆ, ଝିଅର ମୃ-ତ୍ୟୁ ପରେ ବଡ଼ ଭଉଣୀ କଲା ଏହାର ଖୁଲାସା

ମାଆ ଠୁ କିଏ ନିଜ ପିଲାଙ୍କୁ ଅଧିକା ଭଲ ପାଇ ପାରିବ, କିନ୍ତୁ ଆମେରିକାର ନର୍ଥ କାରୋଲିନାରେ ଏକ ମାଆ ନିଜ ଝିଅ ସହ ଯାହା କଲା, ତାହା ଜାଣିଲେ ଆପଣ ଆଶ୍ଚଜ୍ୟ ହୋଇଯିବେ। ୱେବ ସାଇଡ ରିପୋର୍ଟ ଅନୁସାରେ ମାଆ ଜଣକ ନିଜ ଚରିବର୍ଷର ଝିଅକୁ ଏମିତି ସଜା ଦେଲା, ଯାହାକୁ ଶୁଣିଲା ପରେ ନିଜର ରୋମ ଟାଙ୍କୁରି ଉଠିବ। ୩ ଦିନ ପର୍ଯ୍ୟନ୍ତ ଝିଅକୁ ଲଣ୍ଡରି ରେ ଛିଡ଼ା କରାଇଲା ଯାହାଫଳରେ ଝିଅର ମୃ-ତ୍ୟୁ ଘଟିଲା ତଥାପି ମାଆର କଲିଜା ଥଣ୍ଡା ପଡିଲା ନାହିଁ।

ଏହି ପୁରା ଘଟଣା ନର୍ଥ କେରୋଲିନର ଶାରଲୋଟ ର ଅଟେ। ଏଠାରେ ଜଣେ ମାଆ ନିଜର ଝିଅ କୁ ଲଣ୍ଡରି ରେ ୩ ଦିନ ପର୍ଯ୍ୟନ୍ତ ଛିଡକରାଇଲା ଏବଂ ଝିଅଟିର ମୃତ୍ୟୁ ହେବାପରେ ଶବ କୁ ନେଇ ଘର ପଛପଟେ ପୋତିଦେଲା।

ରିପୋର୍ଟ୍ ଅନୁସାରେ ୪ ବର୍ଷର ଝିଅ ମଜୋଲିକ ୟଙ୍ଗ ର ମୃତ୍ୟୁ ପରେ ପୋ-ଲି-ସ ହାତରେ କିଛି ଖାସ୍ ପ୍ରମାଣ ଲାଗିନଥିଲା। ପୂର୍ବବର୍ଷ ହୋଇଥିବା ଘଟଣାକୁ ନେଇକି ପୋଲିସ ଲଗାତାର ଭାବେ ସାକ୍ଷୀ ଯୋଗାଡ଼ କରୁଥିଲା। ମଇ ୨୦୨୧ ରେ ଏହି ଘଟଣାକୁ ନେଇକି ପୋ-ଲି-ସ କିଛି ସାକ୍ଷୀ ମିଳିଥିଲା।

WSOC-TV ଅନୁସାରେ ଏକ ସାମାଜିକ କାର୍ଯ୍ୟକର୍ତ୍ତା ଏହି ବିଷୟରେ ସୂଚନା ପୋଲିସକୁ ଦେଇଥିଲେ। ଯାହା ଫଳରେ ମହିଳା ବ୍ୟବହାର କରିଥିବା ଅସ୍ତ୍ର ନିଜ ଝିଅକୁ ପୋତିବା ପାଇଁ ପୋ-ଲି-ସ ସେସବୁ ଜବତ କରିଥିଲା।

ମୃ-ତ ଝିଅ ମଜୋଲିକା ର ୧୩ ବର୍ଷୀୟ ଭଉଣୀ ଏହି ଆ-ରୋ-ପ ଲଗେଇଥିଲା କି ତାଙ୍କ ମାଆ ମଲିକା ବେନେଟ୍ ଅଗଷ୍ଟ ୨୦୨୦ ରେ ୩ ଦିନ ପର୍ଯ୍ୟନ୍ତ ମଜୋଲିକାକୁ ଲଣ୍ଡରୀରେ ଛିଡ଼ା ହେବା ପାଇଁ ବାଧ୍ୟ କରିଥିଲେ। ସେଠାରେ ବସିବା କି କୁଆଡେ ଯିବାପାଇଁ ମଧ୍ୟ ଅନୁମତି ନଥିଲା।

ସେ କହିଛି ଯେ ମାଆ ଏତେ କଠୋର ହୋଇଯାଇଥିଲେ ଯେ ଛୋଟ ଭଉଣୀର ଦୁଃଖକୁ ବୁଝିପରିନଥିଲେ। ସେ ଦୁର୍ବଳ ହେବାକୁ ଲାଗିଲା ଏବଂ ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲା।

ସେ ପୋଲିସ କୁ ଏହି କଥା କହିଥିଲେ ଯେ ମଜୋଲିକା ପ୍ୟାଣ୍ଟରେ ମଳ ତ୍ୟାଗ କରିଦେଇଥିଲେ। ଶେଷରେ ଥକି ପଡି ଚଟାଣରେ ପଡିଯାଇଥିଲେ। ସେହି ଦିନ ମଜୋଲିକାର ମୃତ୍ୟୁ ଘଟିଥିଲା। ଭଉଣୀର ମୃ-ତ୍ୟୁ ପରେ ମାଆ ସେହି ଶ-ବ-କୁ ଧୋଇଲେ ଏବଂ ଏକ ପ୍ଲାଷ୍ଟିକ ଥଳୀ ରେ ଭର୍ତି କଲେ ତାକୁ ନେଇକି ନିଜ କାର ରେ ରଖିଦେଲେ।

ଛୋଟ ଭଉଣୀର ଶବ ପାଖା ପାଖି ୫ ଦିନ ପର୍ଯ୍ୟନ୍ତ କାର ରେ ପଡି ରହିଲା। ଏହାପରେ ମହିଳା ଜଣକ ଘର ପଛପଟେ ପୋତି ଦେଲେ। ଏହିକାମ କରିବା ପାଇଁ ୧୩ ବର୍ଷୀୟ ଭଉଣୀକୁ ବାଧ୍ୟ କଲେ। ୯ ମାସପରେ ଯେତେବେଳେ ପୋଲିସ ୨୧ ମେଇ ୨୦୨୧ କୁ ବାରିପଟ ଖୋଜିଲା, ସେଠାରେ ତାଙ୍କୁ କୋଦାଳ ମିଳିଥିଲା।

ପୂର୍ବ ମାସରେ ମଜୋଲିକା ପାଇଁ ଶାନ୍ତି ସଭା ଆୟୋଜନ କରାଯାଇଥିଲା। ମହମ ବତୀ, ଫୁଲ ଏବଂ ବାଇଗେଣି ରଙ୍ଗର ବୁର୍ଖ ଅର୍ପଣ କରାଗଲା। ମଜୋଲିକାର ପିତା ଏବଂ ଜେଜେମା ମଜୋଲିକା ପାଇଁ ମହମ ବତୀ ଜଳାଇ ଥିଲେ।

୩୧ ବର୍ଷୀୟ ବେନେଟ ଉପରେ ଝିଅର ହତ୍ୟା, ଛୋଟ ପିଲାଙ୍କୁ ଦୁର୍ବ୍ୟବହାର କରିବା, ଶା-ରୀ-ରି-କ କ୍ଷତି ପହଞ୍ଚାଇବା ଏବଂ ହ-ତ୍ୟା-କୁ ଲୁଚେଇବି ଆ-ରୋ-ପ ଲଗାଯାଇଥିଲା। ବେନେଟଙ୍କ ମାଆ ୫୩ ବର୍ଷୀୟ ଟୋମି ଟେଲର ମଧ୍ୟ ଏହି ଏହି କାର୍ଯ୍ୟରେ ସାହାଯ୍ୟ କରିଥିବା ମାମଲାରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବ

Leave a Reply

Your email address will not be published. Required fields are marked *