ପ୍ରେମିକାର ଗ-ର୍ଭ-ପା-ତ ପାଇଁ ନଥିଲା ପଇସା, ବୃଦ୍ଧ ମହିଳାଙ୍କ ନିକଟରୁ କଲେ ଲୁଟ, କିନ୍ତୁ ଏମିତି ଭାବରେ ସବୁ ସତ ଆସିଲା ସାମ୍ନା

ଝାଡଖଣ୍ଡର ରାଜଧାନୀ ରାଞ୍ଚୀରେ ଲୁଟର ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ଲୁଟ ଏଥିପାଇଁ କରାଗଲା କାରଣ ଏକ ଝିଅର ଗ-ର୍ଭ-ପା-ତ କରାଯାଇପାରିବ। ମାମଲାରେ ପୋ-ଲି-ସ ଏକ ପ୍ରେମୀ ଯୋଡିଙ୍କୁ ଗି-ର-ଫ କରିଛି। ପଡନ୍ତୁ ପୁରା ରିପୋର୍ଟ…

ବୃଦ୍ଧ ମହିଳାଙ୍କ ସହିତ ଲୁ-ଟ:-

୨୧ ଏପ୍ରିଲ ଦିନ ବୃଦ୍ଧ ମହିଳାଙ୍କ ସହିତ ଲୁଟର ଘଟଣାକୁ ଅଞ୍ଜାମ ଦିଆଗଲା। ବୃଦ୍ଧ ମହିଳାଙ୍କ ଠାରୁ ୧୯ହଜାର ଟଙ୍କା, ମୋବାଇଲ ଓ ପଇସା ଲୁ-ଟି ନିଆଗଲା। ଲୁ-ଟ କରିବା ପାଇଁ ୨ଜଣ ଲୋକ ସାମିଲ ଥିଲେ, ଯେଉଁଥିରେ ଏକ ଝିଅ ମଧ୍ୟ ସାମିଲ ଥିଲା।

ବୃଦ୍ଧ ମହିଳା ବରିୟାତୁ ଥାନାରେ ଏହି ଘଟଣାର ରିପୋର୍ଟ ଲେଖିଛନ୍ତି। ଯାଞ୍ଚ ପାଇଁ ଯେତେବେଳେ ପୋ-ଲି-ସ ଟେକ୍ନିକାଲ ସେଲ ସାହାଯ୍ୟରେ ମୋବାଇଲର ଲୋକେସନ ଖୋଜିଥିଲା, ସେତେବେଳେ ଧୁର୍ବା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଥିଲା।

ହିରାସତ ପାଇଁ ବ୍ୟକ୍ତିଜଣକ କହିଲେ ଆଶ୍ଚର୍ଯ୍ୟକର କାହାଣୀ:-

ପୋ-ଲି-ସ ଯେତେବେଳେ ସେହି ବ୍ୟକ୍ତିନ ନିକଟରେ ପହଞ୍ଚିଲା ଓ ତାଙ୍କୁ ହିରାସତରେ ନେଲା ସେତେବେଳେ ସେ କହିଲେକି ଏହି ମୋବାଇଲ(ମହିଳାଙ୍କ ଠାରୁ ଲୁଟା ହୋଇଥିବା ଫୋନ) ଅମନ ନାମକ ଏକ ପୁଅ ତାଙ୍କୁ ଦେଇଛି। ଏହା ପରିବର୍ତ୍ତେ କିଛି ପଇସା ନେଇଛି।

ସେ କହିଲାକି ଅମନ ତାଙ୍କୁ କହିଥିଲାକି ତାକୁ ପଇସାର ଆବଶ୍ୟକ ଅଛି। ସେ ତାର ମୋବାଇଲ ରଖୁଛି ଓ ଯେତେବେକେ ତା ପାଖରେ ପଇସା ଆସିବ ସେତେବେଳେ ସେ ପଇସା ଫେରାଇନେବ। ଇତିମଧ୍ୟରେ ବରିୟାତୁ ପୋଲିସର ଦଳ ଅମନକୁ ସଦର ଥାନା ଅଞ୍ଚଳରେ ଧରିନେଲା। ଅମନ ଯେଉଁ କାହାଣୀ କହିଲା ତାହା ଆଶ୍ଚର୍ଯ୍ୟକର ଥିଲା।

ଝିଅ ଜଣକ କରିଥିଲେ ଲୁ-ଟ:-

ପଚରାଉଚରା ବେଳେ ଅମନ କହିଥିଲେଯେ ସେ ଜଣେ ଝିଅକୁ ଭଲ ପାଉଛନ୍ତି। ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ଶା-ରୀ-ରି-କ ସ-ମ୍ପ-ର୍କ ରହିଥିଲା, ଯେଉଁଥିପାଇଁ ଝିଅର ଗର୍ଭଧାରଣ ବନ୍ଦ ହୋଇଯାଇଥିଲା। ଗର୍ଭାବସ୍ଥାର ବିଷୟ ସାମ୍ନାକୁ ଆସିବା ପରେ ଝିଅ ଏବଂ ଅମନ ବହୁତ ଡରି ଯାଇଥିଲେ। ଉଭୟ ନିଷ୍ପତ୍ତି ନେଇଥିଲେଯେ ସେମାନେ ଏକ ଘରୋଇ ଡାକ୍ତରଖାନା ଯାଇ ଗର୍ଭପାତ କରିବେ।

ଗ-ର୍ଭ-ପା-ତ ପାଇଁ ଡାକ୍ତରଖାନା ୩୦ହଜାର ଟଙ୍କା ମାଗିଥିଲା। ଉଭୟ ଟଙ୍କା ବିଷୟରେ ବହୁତ ଚିନ୍ତିତ ଥିଲେ ଏବଂ ବଦନାମ ଭୟରେ ନିଜ ପରିବାର ସଦସ୍ୟଙ୍କୁ ପୁରା କଥା କହିବାକୁ ଚାହୁଁନଥିଲେ। ଏଭଳି ପରିସ୍ଥିତିରେ ଦୁହେଁ ଏକାଠି ଜଣେ ମହିଳାଙ୍କୁ ଲୁ-ଟି-ବା ପାଇଁ ଯୋଜନା କରିଥିଲେ।

ଯୋଜନା ଥିଲା ଯେ ମହିଳାଙ୍କୁ ଲୁଟିବା ସହଜ ହେବ ଏବଂ ଲୁଟ ୩୦ ହଜାରରୁ ଅଧିକ ହେବ ନାହିଁ। ଏପ୍ରିଲ ୨୧ରେ, ଯେତେବେଳେ ଜଣେ ବୃଦ୍ଧ ମହିଳା ବ୍ୟାଙ୍କରୁ ବାହାରକୁ ଆସୁଥିଲେ, ଦୁହେଁ ଏକାଠି ତାଙ୍କ ପର୍ସ ଲୁଟି ନେଇଥିଲେ। ପର୍ସରେ ୧୯ହଜାର ଟଙ୍କା ଥିଲା, ମୋବାଇଲ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଥିଲା।

ପ୍ରେମୀ ଅମନଙ୍କୁ ସାହାଯ୍ୟ କରିଥିବା ପ୍ରେମିକାଙ୍କୁ ମଧ୍ୟ ବାରିୟାତୁ ପୋ-ଲି-ସ ଗି-ର-ଫ କରିନେଲା। ଝିଅ କହିଲେକି ଯେଉଁ ବଦନାମୀ ଡରରେ ଦୁଇଜଣ ଲୁ-ଟ କରିଥିଲେ, ସେହି କାରଣ ଯୋଗୁଁ ଗି-ର-ଫ ହୋଇ ଆହୁରି ବଦନାମ ହେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *