ଯୁବକକୁ ପସନ୍ଦ ଘୋଡ଼ା ଚାଳନା କିନ୍ତୁ ଘଟିଗଲା ଏହି ଦୁ-ର୍ଘ-ଟ-ଣା, ଭିଡ଼ିଓ ହେଲା ଭାଇରାଲ

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଶୋଉକ ରହିଥାଏ କିନ୍ତୁ କିଛି ଶୋଉକ ଏମିତି ରହିଥାଏ ଯାହାକୁ ସମସ୍ତେ ପୁରା କରିବା ଚାହିଁଥାନ୍ତି। ଏମିତି ଏକ ଶୋଉକ ରହିଥାଏ ଘୋଡା ସବାରୀ କରିବା। ମୌକା ମିଳିଲେ ବ୍ୟାଜଟି ନିଜର ଏହି ଶୋଉକକୁ ପୂରଣ କରିବାକୁ ପଛାଇନଥାଏ କିନ୍ତୁ ଏହା କୌଣସି ଛୁଆଙ୍କ ଖେଳ ନୁହେଁ। ଏହିଦିନରେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଏହାକୁ ଦେଖିବାପରେ ଯେକେହିବି ଘୋଡା ସବାରୀ କରିବା ପୂର୍ବରୁ ଶହେ ଥର ଭାବିବ।

ଭିଡ଼ିଓରେ ଆପଣ ଦେଖିପାରିବେ ଜଣେ ଘୋଡା ଚାଳକ ଦ୍ରୁତ ଗତିରେ ନିଜର ଘୋଡାକୁ ନେଉଛି ଓ ତାର କଡ଼ରେ କିଛି ବ୍ୟକ୍ତି ଦ୍ରୁତ ଗତିରେ ମଧ୍ୟ ବାଇକ ନେଉଛନ୍ତି। ଯୁବକଟି ଘୋଡାଟିକୁ ଦ୍ରୁତ ବେଗରେ ଦୌଡାଇବାରେ ଏତେ ଲାଗିଯାଇଛି କି, ସେ ରାସ୍ତାରେ ଖାଲ ଅଛି କି ଖମ୍ବା ଅଛି ତାହା ଭୁଲିଯାଇଛି। ଘୋଡ଼ା ରାସ୍ତାରେ ଥିବା ଏକ ଖମ୍ବରେ ଧକା ଖାଉଛି ଓ ଯୁବକଟି ଘୋଡା ଉପରୁ ପଡିଯାଉଛି।

ଦେଖନ୍ତୁ ଭିଡ଼ିଓ:-

ଏହାର ଆଗାମୀ ଫୁଟେଜ ନମିଳିବା ପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ କି ଯେ, ଯୁବକ ଓ ଘୋଡା କେତେ ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ନଜାରାକୁ ପାଖରେ ଛିଡା ହୋଇଥିବା କେହିଜଣେ ବ୍ୟକ୍ତି ଶୁଟ କରିଦେଇଥିଲେ। ଏବେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି। ଏହି ଦୁର୍ଘଟଣା ଘଟିବା ପରେ ଯୁବକକୁ ଘୋଡା ସବାରୀ କରିବାକୁ ପ୍ରେରିତ କରୁଥିବା ଲୋକମାନେ ମଧ୍ୟ ବହୁତ ଚିନ୍ତିତ ହୋଇଯାଇଥିଲେ।

ଏହି ଭିଡ଼ିଓକୁ ଜୁନ 4 ତାରିଖରେ ରାଣା ଅମରପ୍ରତାପ ଶେଉଅର କରିଥିଲେ ସେବେଠାରୁ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଖବର ଲେଖାଯିବା ଆଗରୁ ଏହାକୁ 3 ଲକ୍ଷରୁ ଉର୍ଦ୍ଧ୍ବ ବାର ଦେଖାଯାଇସାରିଛି ସେହିପରି 89 ହଜାର ଲୋକ ଏହାକୁ ଲାଇକ୍ସ ଦେଇଛନ୍ତି। ଯେବେକି 600ରୁ ଅଧିକ ଲୋକ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହାବ୍ୟତୀତ କିଛି ଲୋକମାନେ ମଧ୍ୟ ଏହି ଭିଡ଼ିଓକୁ ନିଜର ଆକାଉଣ୍ଟ ସହ ଲୋକଙ୍କୁ ଶେୟର କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *