ବରର ଆଶ୍ଚର୍ଯ୍ୟକର ଜିଦ କାରଣରୁ ଭାଙ୍ଗିଗଲା ବିବାହ, ବରଯାତ୍ରୀରେ ଆସିଥିବା ଲୋକଙ୍କୁ ହେଲା ପ୍ରବଳ ମା-ଡ

ବିହାରରେ ଏକ ବିବାହ ସମୟରେ ବରର କପଡାକୁ ନେଇ ବି-ବା-ଦ ହୋଇଯାଇଛି। ଯାହାପରେ ବିବାହ ସମାରୋହରେ ଅଫରା-ତଫରି ବ୍ୟାପୀଗଲା। ବର-ବୋହୁ ପକ୍ଷର ଲୋକଙ୍କ ମଧ୍ୟରେ ଝ-ଗ-ଡା ଆରମ୍ଭ ହୋଇଗଲା। ମାମଲା ବିଗିଡିବାର ଦେଖି ବର ଓ ତାର ନିକଟର ସମ୍ପର୍କୀୟ ଘଟଣାସ୍ଥଳରୁ ଫେରାର ହୋଇଗଲେ। ଓ ବିବାହ ଅଧା ରହିଗଲା। ଏହି ଘଟଣା ମାଞ୍ଝିର ଅଟେ। ସୂଚନା ଅନୁସାରେ ମାଞ୍ଝି ସ୍ଥିତ ମଧେସ୍ଵର ନାଥ ମନ୍ଦିରରେ ବିବାହର ଆୟୋଜନ କରଯାଇଥିଲା। ଏହି ବିବାହକୁ ଦେଖିବା ପାଇଁ ଅନେକ ଲୋକ ଆସିଥିଲେ। ଏହି ସମୟ ବରଜଣକ ଏମିତି ଜିଦ ଧରିଥିଲେ। ଯେଉଁ କାରଣରୁ ମା-ର-ପି-ଟ ଆରମ୍ଭ ହୋଇଗଲା।

ଖବର ଅନୁସାରେ, ମେହନ୍ଦୀଗଞ୍ଜ ନିବାସୀ ମୁନ୍ନା ସାହଙ୍କ ପୁତ୍ର ଅରୁଣ କୁମାରଙ୍କ ବିବାହ ମରହା ଗାଁ ନିବାସୀ ସୁଦାମା ସାହଙ୍କ ପୁତ୍ର ମୁସ୍କାନ କୁମାରୀଙ୍କ ସହିତ ନିଷ୍ପତ୍ତି ନିଆଯାଇଥିଲା। ଅରୁଣ କୁମାର ଓ ମୁସ୍କାନ ଅନେକ ସମୟରୁ ପରସ୍ପରକୁ ଜାଣିଥିଲେ ଓ ତାଙ୍କର ପ୍ରେମ ବିବାହ ହୋଇଥିଲା। ଏହି ବିବାହ ସ୍ଥାନିଉ ସମାଜସେବୀ କୃଷ୍ଣା ସିଂ ପହଲବାନଙ୍କ ଦେଖରଖରେ ପଞ୍ଚାୟତ ମାଧ୍ୟମରେ କରାଯାଉଥିଲା।

ବୁଧୁବାର ଦିନର ଏହି କାର୍ଯ୍ୟକ୍ରମ ଅନୁସାରେ ଅରୁଣ କୁମାର ବରଯାତ୍ରୀ ନେଇ ମଧେଶ୍ଵର ନାଥ ମନ୍ଦିର ପହଞ୍ଚିଥିଲେ। ଓ କନ୍ୟା ମୁସ୍କାନ କୁମାରୀ ମଧ୍ୟ ନିଜର ପରିବାର ଲୋକଙ୍କ ସହିତ ମନ୍ଦିରକୁ ଆସିହତିଳେ। ମୁସ୍କାନ କୁମାରୀ ଓ ଅରୁଣଙ୍କ ବିବାହର କାର୍ଯ୍ୟକ୍ରମକୁ ଇଣ୍ଟରନେଟ ଦୁନିରେ ବହୁତ ପ୍ରସାରିତ କରଯାଇଥିଲା। ଏହି କାରଣରୁ ବିବାହ ସମାରୋହକୁ ଦେଖିବା ପାଇଁ ମନ୍ଦିର ପରିସରରେ ଭିଡ ଲାଗିଯାଇଥିଲା।

ବିବାହର ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ବର, କନ୍ୟା ତରଫରୁ ଆସିଥିବା ବିବାହ ପୋଷାକ ପିନ୍ଧିବାକୁ ମନା କରିଦେଇଥିଲେ। ବର ଅରୁଣଙ୍କୁ ବହୁତ ବୁଝା ଯାଇଥିଲା। କିନ୍ତୁ ସେ ଶୁଣିଲେ ନାହିଁ ଏବଂ ପୋଷାକ ବଦଳାଇବାକୁ ମନା କରିଦେଲେ। ଅରୁଣ ସାଧାରଣ ପୋଷାକ ପିନ୍ଧି ବିବାହ କରିବାକୁ ଜିଦ ଧରିଲେ। ଏହା ଦେଖି ଉଭୟ ପକ୍ଷର ମହିଳାମାନେ ଝ-ଗ-ଡା ଆରମ୍ଭ କରିଦେଲେ। ଏହା ପରେ ପୁରୁଷମାନେ ମଧ୍ୟ ନିଜ ନିଜ ଭିତରେ ଝ-ଗ-ଡା ଆରମ୍ଭ କରିଦେଲେ। କେବଳ ଏତିକି ନୁହେଁ, ମାମଲା ମା-ର-ପି-ଟରେ ପହଞ୍ଚିଗଲା। ଏଥି ସହିତ ସ୍ଥିତି ଏତେ ଅଧିକ ବିଗିଡି ଗଲାଯେ ଅନେକ ଲୋକ ସେଠାରୁ ପଳାଇ ଯାଇଥିଲେ। ତେବେ କିଛି ଲୋକ ମଧ୍ୟ ଝ-ଗ-ଡା ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତିକିରେ କେହି ଅଳଙ୍କାର ଏବଂ ପୋଟଲି ନେଇଗଲେ।

ମାମଲା ଏତେ ବଢିଗଲାଯେ ପୋଲିସକୁ ଡାକିବାକୁ ପଡିଲା। ପୋ-ଲି-ସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିଥିଲା। କିନ୍ତୁ ପୋ-ଲି-ସ ଆସିବା ପୂର୍ବରୁ ବର ପରିବାର ସହିତ ପଳାଇ ଯାଇଥିଲେ। ଏଥିସହିତ ପୋ-ଲି-ସ ପହଞ୍ଚିବା ପରେ କନ୍ୟାର ଲୋକମାନେ ମଧ୍ୟ ଘରକୁ ଫେରିଥିଲେ। ବରଯାତ୍ରାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।

କରିଲେ ମାମଲା ରୁଜ୍ଜୁ:-

କୁହାଯାଉଛିକି ଅରୁଣ କୁମାର ଓ ମୁସ୍କାନ କୁମାରୀଙ୍କ ବିବାହ ପଞ୍ଚାୟତ ମାଧ୍ୟମରେ ନିଷ୍ପତ୍ତି ନିଆଯାଇଥିଲା। ଏହା ପୂର୍ବରୁ ପ୍ରେମ-ପ୍ରସଙ୍ଗକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା। ମାମଲା ସ୍ଥାନୀୟ ପୋଲିସ ପର୍ଯ୍ଯନ୍ତ ଯାଇ ପହଞ୍ଚିଥିଲା। ପୋ-ଲି-ସ ଏହି ମାମଲାରେ ଏକ ପ୍ରାଥମିକ ମାମଲା ମଧ୍ୟ ରୁଜ୍ଜୁ କରିଥିଲା। ପରନ୍ତୁ ପଞ୍ଚାୟତ ଆଗ୍ରହରେ ପୋଲିସ କୋର୍ଟରେ ସାକ୍ଷାତ କରିବା ପାଇଁ ପରାମର୍ଶ ଦେଇଥିଲା। ଯାହାପରେ ଏହି ବିବାହ ହେଉଥିଲା। କିନ୍ତୁ ବିବାଦ କାରଣରୁ ବିବାହ ହୋଇପାରିନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *