୨୧ ବର୍ଷ ବୟସର ଏହି ଲୁ-ଟେ-ରା କନ୍ୟା, ଅନେକ ପୁରୁଷଙ୍କ ସହିତ ଖେଳିଛି ଖେଳ,ପ୍ରଥମେ ଡିମାଣ୍ଡ କରେ ସୁହାଗରାତି ଏବଂ ତା ପରେ ….

ପ୍ରତ୍ୟେକ ପୁଅର ଆଶା ରହିଥାଏ କି, ତାଙ୍କ ବିବାହ ଏକ ସୁନ୍ଦର1, ସୁଶୀଲ ଓ ଏକ ସଂସ୍କାରୀ ଝିଅ ସହିତ ହେଉ। ବିବାହ ପରେ ସେ ଖୁସି ଖୁସି ନିଜ ପତି ସହିତ ଜୀବନ ଅତିବାହିତ କରିଥାନ୍ତି। ସେ ଚାହେଁ ତାର ପତ୍ନୀ ସୁଖ ଦୁଃଖରେ ତା’ ସାଥିରେ ରହୁ କିନ୍ତୁ ଯେତେବେଳେ ତାଙ୍କୁ ଜଣାପଡ଼ିଥାଏ କି, ତାଙ୍କ ନୂଆ ପତ୍ନୀ ଜଣେ ଧୋକାବାଜ ଓ ଏହାପୂର୍ବରୁ ସେହି ଝିଅର ଅନ୍ୟ ପୁରୁଷଙ୍କ ସହିତ ମଧ୍ୟ ବିବାହ ହୋଇସାରିଛି। ଏତିକି ମଧ୍ୟ ନୁହେଁ ସୁହାଗ ରାତିରେ ଯଦି ସେ ଆପଣଙ୍କୁ ଚୂନ ଲଗାଇ କୁଆଡେ ଗାୟବ ହୋଇଯାଏ ତ? ଏହା କୌଣସି ପତି ଚାହିଁବ ନାହିଁ କିନ୍ତୁ ଦୁର୍ଭାଗ୍ୟବଶତଃ ଏମିତି ହିଁ ଘଟିଛି।

ଗୁଜୁରାଟ ର ସୁରଟ ସହରର ସାର୍ଥନା ଥାନା ଅଞ୍ଚଳରେ ଏହିପରି ହୋଇଛି। ଏଠାରେ ପୋ-ଲି-ସ ଏକ ଏଭଳି ମହିଳାଙ୍କୁ ଗି-ର-ଫ କରିଛି ଯେଉଁ ମହିଳା ନିଜର ଖାଆସ ଲକ୍ଷ୍ୟରେ ବିବାହ କରିଥାଏ। ବିବାହ ପୂର୍ବରୁ ତାର ସୁନ୍ଦର ଓ ନିରୀହ ମୁହଁର କାହାକୁ ବି ସନ୍ଦେଶ ହୋଇନଥାଏ। ବର ଖୁସିର ସହ ବିବାହ କରି ତାଙ୍କୁ ନିଜ ସହ ନେଇଆସିଥାନ୍ତି। କେତେଥର ତ ସୁହାଗରାତି ପର୍ଯ୍ୟନ୍ତ ମନ ଯାଇଥାଏ। ଏହାପରେ 21 ବର୍ଷର ଏହି କନ୍ୟା ଏମିତି ଖେଳ ଖେକିଥାଏ କି, ବର ର ହୋଶ ଉଡିଯାଇଥାଏ।

21 ବର୍ଷର ଏହି ମହିଳାଙ୍କର ପରିଚୟ ମମତା ଦୌରାଣୀ ରୂପରେ ହୋଇଥିଲା। ସେ ମହାରାଷ୍ଟ୍ରର ବନାୟତ ଗ୍ରାମର ବାସିନ୍ଦା ଅଟନ୍ତି। ସୁରତ ର ଡାଇମଣ୍ଡ ୱାର୍କର ନରେଶ ଶିରୋହା କିଛି ସମୟ ପୂର୍ବରୁ ମମତାଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ମମତା ନରେଶଙ୍କୁ କହିଥିଲେ ତାଙ୍କର ଲଳିତ ନାମକ ଏକ ବ୍ୟକ୍ତି ସହିତ ବିବାହ ହୋଇସାରିଛି। ସେ ଛାଡ଼ପତ୍ର ନେବାପରେ ଦ୍ଵିତୀୟ ବିବାହ କରିବ। ଏହାପରେ କିଛି ସମୟ ପରେ ମମତା ନରେଶଙ୍କୁ ବିବାହ କରିବାକୁ ହଁ କରିଦେଲେ ଓ ନରେଶ ଧୂମଧାମରେ ବିବାହ କରିଥିଲେ।

ଏହାପରେ ମମତା ବହୁତ ଭଲ ଭାବରେ ନିଜର ଶାଶୁ ଘରେ ରହିଲେ ଓ ସମସ୍ତଙ୍କ ସାଙ୍ଗରେ ମଧ୍ୟ ଭଲ ଭାବରେ ମିଶୁଥିଲେ। ବିବାହର କେବଳ ଗୋଟିଏ ମାସ ହୋଇଗଲା। ପୁଣି ଦିନେ ରାତିରେ ଯେତେବେଳେ ଘରେ ସମସ୍ତେ ନିଦ୍ରାରେ ଥିଲେ ସେତେବେଳେ ମମତା ନିଜର କାରନାମା କରିଥିଲେ। ସେ ଘରର ସମସ୍ତ ଟଙ୍କା ଓ ଗହଣା ନେଇ ଫେରାର ହୋଇଗଲା। ଏହାପରେ ଆଗାମୀ ସକାଳେ ଯେତେବେଳେ ନରେଶ ସୁନା ଗହଣା ଓ ମମତାଙ୍କୁ ପାଇନଥିଲେ ସେତେବେଳେ।ସବୁକିଛି ବୁଝି ଯାଇଥିଲେ। ସେ ତୁରନ୍ତ ସରଥାନା ଥାନା ଗଲେ ଓ ପୋଲିସଙ୍କ ପାଖରେ ଅ-ଭି-ଯୋ-ଗ କରିଥିଲେ।

ପୋ-ଲି-ସ ଯେତେବେଳେ ଏହି ମାମଲାରେ ଛାନଭିନ କରିଥିଲେ ସେତେବେଳେ ଜାଣିବାକୁ ପାଇଥିଲେ କି, ମମତା ଏହାପୂର୍ବରୁ କେତେକ ପୁରୁଷଙ୍କ ସହିତ ଏହିପରି କରିସାରିଛନ୍ତି। ମମତା ନିଜର ପ୍ରଥମ ପତି ଲଳିତଙ୍କୁ ମଧ୍ୟ ଏମିତି ବ୍ଲାକମେଲ କରି ଟଙ୍କା ଲୁଟିଥିଲେ। ସେ ନରେଶଙ୍କ ସହିତ ମଧ୍ୟ ଏହିପରି କରିଥିଲା, ପୋ-ଲି-ସ ମୁତାବିକ, 21 ବର୍ଷୀୟ ଏହି ମହିଳା ମହାରାଷ୍ଟ୍ରର କିଛି ପୁରୁଷଙ୍କ ସହିତ ମଧ୍ୟ ଏହିପରି କରିଥିଲା।ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଟଙ୍କା ଲୁଟିବା ଅଟେ।

ବର୍ତ୍ତମାନ ମମତା ପୋଲିସଙ୍କ ଅଧୀନରେ ରହିଛନ୍ତି। ସେ ନରେଶଙ୍କ ଘରୁ 1.50 ଲକ୍ଷ ଟଙ୍କା ଓ 4.50 ଲକ୍ଷ ଟଙ୍କାର ଗହଣା ଚୋ-ରି କରି ଫେରାର ହୋଇଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.