ପ୍ରେମିକ କହିଲା – ସୁଶାନ୍ତ ସିଂହ ରାଜପୁତ ଆ-ତ୍ମହ-ତ୍ୟା କରିପାରୁଛି, ତୁ ବି ଆ-ତ୍ମହ-ତ୍ୟା କରିଦେ,ତା ପରେ ଯୁବତୀ ଜଣକ ଫା-ଶୀ ଲଗାଇ ଦେଲେ ଜୀବନ

ଅ-ଭି-ଯୁ-କ୍ତ ପ୍ରେମିକ ନିଜ ପ୍ରେମିକାଠାରୁ ମୁକ୍ତି ପାଇବାପାଇଁ କହିଲେ ଯେ ସୁଶାନ୍ତ ସିଂହ ରାଜପୁତ ଆ-ତ୍ମହ-ତ୍ୟା କରିପାରୁଛି ତୁ ବି କରିଦେ | ଏହାପରେ ୨୨ ବର୍ଷ ଦୀକ୍ଷା ନାମକ ଯୁବତୀ ସେକ୍ଟର ୧୪ ର ସନସାଇନ ହୋଟେଲରେ ଫ୍ୟାନରେ ଝୁ-ଲି ଆ-ତ୍ମହ-ତ୍ୟା କରିଦେଲେ | ମୃ-ତ ଦୀକ୍ଷାଙ୍କ ବାପା ଗୁରୁଃଗ୍ରାମ ଥା-ନାରେ ଅ-ଭିଯୋ-ଗ ପଞ୍ଜିକରଣ କରିଛନ୍ତି | ପୋ-ଲି-ସକୁ ଦିଆଯାଇଥିବା ଅ-ଭିଯୋ-ଗରେ କୁହାଯାଇଛି ଯେ କିପରି ଅ-ଭିଯୁ-କ୍ତ ନି-ଶା-ନ୍ତ ଝା ତାଙ୍କ ଝିଅକୁ ବିବାହ କରିବାକୁ କହି ବାରମ୍ବାର ବ-ଳାତ୍କା-ର କରିଥିଲେ ଏବଂ ଯେତେବେଳେ ଦୀକ୍ଷା ଗ-ର୍ଭବ-ତୀ ହୋଇଗଲେ ସେତେବେଳେ ତାକୁ ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ କଲା | ବର୍ତ୍ତମାନ ଗୁରୁଗ୍ରାମ ପୋ-ଲି-ସ ମୃ-ତ ଦୀକ୍ଷାଙ୍କର ବାପାଙ୍କ ଅ-ଭିଯୋ-ଗରେ ସେକ୍ଟର ୧୪ ପୋ-ଲି-ସ ଷ୍ଟେ-ସ-ନରେ ମା-ମ-ଲା ରୁ-ଜୁ କରି ତ-ଦ-ନ୍ତ ଆରମ୍ଭ କରିଛି |

ଦିଲ୍ଲୀରେ ରହୁଥିବା ଦୀକ୍ଷାଙ୍କୁ ନି-ଶା-ନ୍ତ ପ୍ରଥମେ ନିଜ ପ୍ରେମରେ ଫ-ସେଇ-ଲେ ଏବଂ ତାପରେ ତାଙ୍କ ସହ ବିବାହ କରିବେ କହି ବ-ଳାତ୍କା-ର କରି ଚାଲିଥିଲେ | ଏହି କାରଣରୁ, ଯେତେବେଳେ ଦୀକ୍ଷା ଗ-ର୍ଭବ-ତୀ ହେଲେ, ନି-ଶା-ନ୍ତ ତାଙ୍କୁ ଛାଡିବାକୁ ଲାଗିଲେ | ଏ-ଫ୍ଆ-ଇଆ-ରରେ କୁହାଯାଇଛି ଯେ ଆ-ତ୍ମ-ହ-ତ୍ୟା ପୂର୍ବରୁ ଅର୍ଥାତ ଡିସେମ୍ବର ୫ ତାରିଖରେ ଦୀକ୍ଷା ଶୀଘ୍ର ଘରକୁ ଆସିବେ ବୋଲି କହି ଘରୁ ବାହାରି ଆସିଥିଲେ, କିନ୍ତୁ ଆଉ ଫେରି ନଥିଲେ | ସେହିପରି ଏ ବା-ବ-ଦରେ ଏସିପି କ୍ରା-ଇ-ମ ପ୍ରୀତପାଲ ସିଂଙ୍କ ଅନୁଯାୟୀ, ମୃ-ତ ଦୀକ୍ଷାଙ୍କ ବାପାଙ୍କ ଅ-ଭିଯୋ-ଗ ଅନୁଯାୟୀ, ପୋ-ଲି-ସ ଆ-ଇପି-ସି ଧା-ରା ୩୭୬ ବ-ଳାତ୍କା-ର ଏବଂ ୩୦୬ ଆ-ତ୍ମହ-ତ୍ୟା ପାଇଁ ଉତ୍ସାହିତ କରିବା ମା-ମ-ଲା ରୁ-ଜୁ କରିଛି | ତେବେ ବର୍ତ୍ତମାନ ଘ-ଟ-ଣାର ତ-ଦ-ନ୍ତ ଚାଲିଛି |

ଏନସିଆରର ପ୍ରଥମ ମା-ମ-ଲା ନୁହେଁ :-

ବିବାହର ପ୍ରତିସ୍ମୃତି ଦେଇ ବ-ଳାତ୍କା-ର ଏବଂ ଆ-ତ୍ମହ-ତ୍ୟାର ଏହା ପ୍ରଥମ ମା-ମ-ଲା ନୁହେଁ, ବରଂ ଏହାପୂର୍ବରୁ ମଧ୍ୟ ଆହୁରି ଅନେକ ଏପରି କେସ ଦିଲ୍ଲୀ ଏନସିଆରର ବିଭିନ୍ନ ଥା-ନାରେ ପଞ୍ଜିକରଣ କରାଯାଉଛି | କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଏପରି ମା-ମ-ଲା ଲଗାତାର ବଢିଚାଲିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *