ସାମ୍ନାକୁ ଆସିଲା ଏକ ଅଜବ ଘ-ଟ-ଣା,ଜଣେ ପତ୍ନୀ ନିଜ ସ୍ୱାମୀଙ୍କର ପ୍ରା-ଇଭେ-ଟ ପା-ର୍ଟକୁ କା-ଟି ରିଫାଇନ ତେଲରେ ଭାଜିଲା,ଆଉ ତା ପରେ ….ଜାଣନ୍ତୁ ସମ୍ପୂର୍ଣ ଖବର

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝ-ଗ-ଡ଼ା ତ ଏକ ସାଧାରଣ କଥା ଅଟେ। କେତେଥର ଝ-ଗ-ଡ଼ା ଏତେ ଅସହ୍ୟ ହୋଇଯାଇଥାଏ କି, ମା-ମ-ଲା ସିଧା ଛା-ଡ଼ପ-ତ୍ର ପର୍ଯ୍ୟନ୍ତ ଚାଲିଯାଇଥାଏ। କିନ୍ତୁ କଣ ହେବ ଯେତେବେଳେ ଝ-ଗ-ଡ଼ା ପରେ ଛା-ଡ଼ପ-ତ୍ର ହୋଇନଥାଏ? ସେତେବେଳେ ଏହି ସମ୍ପର୍କ ବହୁତ ଖତ-ରନା-କ ହୋଇଯାଇଥାଏ। ଏମିତି ଏକ ଘ-ଟଣା ବ୍ରାଜିଲରେ ଦେଖିବାକୁ ମିଳିଛି ଜଣେ କପଲଙ୍କ ସହିତ। ତାଙ୍କର ରିଲେସନ ଏତେ ଖରାପ ହୋଇଗଲା କି, ଶେଷରେ ପତ୍ନୀ ନିଜର ପତିଙ୍କୁ ଜୀବନରୁ ହ-ତ୍ୟା କରିଦେଲା। କିନ୍ତୁ ଏହାପରେ ମହିଳା ବହୁତ ବଡ଼ ଷ୍ଟେପ ଉଠାଇଥିଲେ।

ବ୍ରାଜିଲ ରେ ରହୁଥିବା 33 ବର୍ଷର କ୍ରିସ୍ତିନା ରୋଡ଼ରିଗେଜଙ୍କୁ ପୋ-ଲି-ସ ନିଜର ପତି ଆଣ୍ଡ୍ରେଙ୍କୁ ହ-ତ୍ୟା କରିବାର ଅ-ଭିଯୋ-ଗରେ ଗି-ର-ଫ କଲା। ଉଭୟ ବ୍ରାଜିଲର ସାଓ ଗୋଲକନୋ ଠାରେ ରହୁଥିଲେ ଓ ସେମାନେ ବିଗତ 10 ବର୍ଷ ମଧ୍ୟରୁ ଏକାଠି ଥିଲେ। ଏହି କପଲ ଦୁଇବର୍ଷର ଗ୍ୟା-ପ ନେଇଥିଲେ କିନ୍ତୁ ଏହାପରେ ଏକାଠି ରହିଥିଲେ। କିନ୍ତୁ ଏହାପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଲ-ଢେ଼-ଇ ଝ-ଗ-ଡ଼ା ଲାଗି ରହିଲା, ପଡୋଶୀଙ୍କ ମୁତାବିକ, ପ୍ରତିଦିନ ତାଙ୍କ ଘରୁ ପା-ଟିତୁ-ଣ୍ଡ ଶବ୍ଦ ଆସୁଥିଲା। କିନ୍ତୁ ବିଗତ ଦିନରେ ସେମାନଙ୍କର ଝ-ଗ-ଡ଼ା ଏତେ ମାତ୍ରାରେ ବଢିଗଲା କି, କ୍ରିସ୍ତିନା ଆଣ୍ଡ୍ରେଙ୍କ ଜୀବନ ନେଇଯାଇଥିଲେ। ମ-ର୍ଡ-ର ପରେ କ୍ରିସ୍ତିନା ପୋ-ଲି-ସଙ୍କୁ ଇଂଫର୍ମ କରି ସ-ରେ-ଣ୍ଡର କରିଥିଲେ। ଯେତେବେଳେ ପୋ-ଲି-ସ ତାଙ୍କ ଘରକୁ ଯାଇଥିଲେ ସେତେବେଳେ ର-କ୍ତ ଭିଜା ଏକ ଛୁ-ରୀ ମିଳିଥିଲା। ଏହାପରେ ଗ୍ୟାସ ଉପରେ କଡେଇରେ ଏକ ମାଂ-ସ ପିଣ୍ଡୁଳା ପଡ଼ିଥିଲା। ଏହା ବାସ୍ତବରେ ଆଣ୍ଡ୍ରେଙ୍କ ପ୍ରା-ଇଭେ-ଟ ପା-ର୍ଟ ଥିଲା ଯାହାକୁ କ୍ରିସ୍ତିନା ତେଲ ପକାଇ ଭାଜୁଥିଲେ। କ୍ରିସ୍ତିନା କହିଥିଲେ, ସେମାନଙ୍କ ସମ୍ପର୍କ ବହୁତ ବି-ଷା-କ୍ତ ହୋଇଯାଇଥିଲା। କ୍ରିସ୍ତିନା ଛା-ଡ଼ପ-ତ୍ର କଥା ନେବାବେଳେ ଆଣ୍ଡ୍ରେ କ୍ରୋ-ଧି-ତ ହୋଇଯାଉଥିଲେ।

କ୍ରିସ୍ତିନାଙ୍କ ସପୋର୍ଟରେ ଥିବା ଓ-କି-ଲ କହିଥିଲେ କି, ଏହା ଆ-ତ୍ମସୁ-ରକ୍ଷା ପାଇଁ ହ-ତ୍ୟା ହୋଇଛି। ଆଣ୍ଡ୍ରେ ବହୁତ ଆ-କ୍ରମ-କ ହୋଇଯାଇଥିଲା ଓ ସେ କ୍ରିସ୍ତିନାଙ୍କୁ ଛା-ଡ଼ପ-ତ୍ର କଥା ଉଠିଲା ମାନେ ମା-ରପି-ଟ କରୁଥିଲା। ସେ କହୁଥିଲା, କ୍ରିସ୍ତିନା ଯଦି ମୋର ନୁହେଁ ତାହେଲେ ଅନ୍ୟ କାହାର ନୁହେଁ। ଓ-କି-ଲ କହିଥିଲେ, କ୍ରିସ୍ତିନା ନିଜେ ହିଁ ସ-ରେଣ୍ଡ-ର କରିସାରିଥିଲେ। ଏହାପରେ ସେ କ୍ରିସ୍ତିନାଙ୍କୁ ଦ-ଣ୍ଡ ନଦିଆଯିବାକୁ କହିଥିଲେ। ଏହାପରେ ମା-ମ-ଲା ସାମ୍ନାକୁ ଆସିବାପରେ କିଛି ଲୋକ କ୍ରିସ୍ତିନାଙ୍କ ବି-ରୋ-ଧରେ ଆସିଥିଲେ ତାଙ୍କର କହିବାହେଲା ପ୍ରା-ଇଭେ-ଟ ପା-ର୍ଟକୁ ଭାଜିବା ଏହା କେଉଁ ପ୍ରକାରର ସେ-ଲ୍ଫ ଡ଼ି-ଫେନ୍ସ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *