ବାହାଘରରେ ଗଜରାଜଙ୍କ ତାଣ୍ଡବ,ସମାରୋହରେ ବଦଳିଗଲା ପରିବେଶ,ଜଣଙ୍କର ମୃ-ତ୍ୟୁ

ଉତ୍ତର ପ୍ରଦେଶର ପ୍ରୟାଗରାଜ୍ ର ଏକ ବାହାଘରରେ ଆସିଥିବା ଏକ ହାତୀ ଏମିତି ତାଣ୍ଡବ କଲା ଯାହାକୁ ନିୟନ୍ତ୍ରଣ କରୁଥିବା ମାହୁନ୍ତ ଙ୍କ ମୃ-ତୁ ଘଟିଥିଲା। ଅବସ୍ଥା ଏତେ ଖରାପ ହୋଇଗଲା ଯେ ବର୍ଗି ଉପରୁ ଡେଇଁ ନିଜର ଜୀବନ ବଞ୍ଚେଇ ପାରିଥିଲା।

ପ୍ରୟାଗରାଜର ନାରାୟଣପୁର ରେ ୧୧ ଜୁନ କୁ ଥିବା ଏକ ବାହାଘରରେ ଯେଉଁଠାରେ ରାତିରେ ବରଯାତ୍ରୀ ଆସିଥିଲା। ଏହି ସମୟରେ ବାହାଘରରେ ଆସିଥିବା ହାତୀ ଭାରସ୍ୟାମ ହରାଇଥିଲା। ହାତୀ ନା କେବଳ ବାହାଘର ଆୟୋଜିତ ହୋଇଥିବା ସ୍ଥାନ କୁ ନଷ୍ଟ କରିଥିଲା ପାଖରେ ଥିବା ଘର ଗୁଡ଼ିକ ମଧ୍ୟ କ୍ଷତି କରିଥିଲା।

ଏହି ସମୟରେ ମାହୁନ୍ତ ଯେତେବେଳେ ହାତୀକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କଲା ସେତେବେଳେ କ୍ରୋଧରେ ଥିବା ହାତୀ ମାହୁନ୍ତ କୁ ମା-ରି-ଦେ-ଇ-ଥିଲା। ଏହାପରେ ହାତୀ ରଥ ଆଡ଼କୁ ଅଗ୍ରସର ହୋଇଥିଲା ଯେଉଁଥିରେ ବାର ବସିଥିଲା।

ହାତୀକୁ ନିଜ ଆଡକୁ ଆସୁଥିବା ଦେଖି ବାର ଆନନ୍ଦ ତ୍ରିପାଠୀ ସେଠାରୁ ଦୌଡ଼ି ପଳାଇ ଯାଇଥିଲା। ସେହି ସମୟରେ ରଥ ବାଲା ଘୋଡାକୁ ରଥରୁ ଅଲଗା କରିଦେଇଥିଲା ତାହାକି ହାତୀ ତାଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ପାରିବ।

ହାତୀର ଏହିଭଳି ତାଣ୍ଡବର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ଏବଂ ଗ୍ରାମ ଲୋକଙ୍କ ସାହାଯ୍ୟରେ ହାତୀକୁ ନିୟନ୍ତ୍ରିତ କରିବାରେ ସକ୍ଷମ ହେଲେ।

ବାହାଘରର ଶୋଭା ବଢ଼ାଇବା ପାଇଁ ହାତୀ ଆଉ ଘୋଡ଼ା ଅଣାଯାଇଥିଲା। ବରଯାତ୍ରୀ ଏବଂ ଭିଡ଼ ଦେଖିକି ହାତୀ କ୍ରୋଧିତ ହୋଇଯାଇଥିଲା ଏବଂ ବରଯାତ୍ରୀ ରେ ଆସିଥିବା ଗଡି ଗୁଡ଼ିକୁ ନଷ୍ଟ କରିଦେଇଥିଲା। ହାତୀ ଏତେ କ୍ରୋଧରେ ଥିଲା ଯେ ବାହାଘର ମଣ୍ଡପକୁ ମଧ୍ୟ ଛାଡ଼ି ନଥିଲା ନଷ୍ଟ କରିଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *