ରାତିରେ ଶୋଇବା ପୂର୍ବରୁ ଗରମ ପାଣି ସହିତ ଏହି ୨ଟି ଜିନିଷ ଖାଆନ୍ତୁ, ଓଜନ କମ ହେବା ସହିତ ପେଟର ଚର୍ବି ମଧ୍ୟ ଗାଏବ ହୋଇଯିବ

ଆଜିର ସମୟରେ ପ୍ରତ୍ୟେକ ମୋଟା ବ୍ୟକ୍ତି ନିଜର ମୋଟାପଣ ଯୋଗୁଁ ବହୁତ ଚିନ୍ତିତ ଅଛନ୍ତି | ପ୍ରତିଯୋଗିତାର ଜୀବନରେ ଆମେ ନିଜର ସଠିକ ଭାବରେ ଯତ୍ନ ନନେଇ ଖରାପ ଖାଇବା-ପିଇବା କାରଣରୁ ମୋଟାପଣର ସମସ୍ୟା ଦେଖାଦିଏ | ଶରୀରରେ ଚର୍ବି ଯେତେ ସହଜରେ ଆସିଥାଏ, ତାକୁ କମାଇବାପାଇଁ ସେତେ ଅଧିକ କଷ୍ଟକର ହୋଇପଡେ | ଆପଣଙ୍କୁ କହିରଖୁଛୁ ଯେ ବଢ଼ିଯାଇଥିବା ଓଜନ ଅନେକ ରୋଗକୁ ଡାକିଆଣେ | ତେଣୁ ଜରୁରୀ ଅଟେ ଯେ ଏହାକୁ ସମୟ ଥିବା ପୂର୍ବରୁ କଣ୍ଟ୍ରୋଲ କରାଯିବା ଦରକାର |

ସାଧାରଣତ ବଢିଥିବା ଯୋଜନାକୁ କମ କରିବାପାଇଁ ଡାଇଟ ସହିତ ଯୋଗ, ଏକ୍ସରସାଇଜ କରନ୍ତି | ଯଦି ଆପଣ ଚାହିଁବେ, ଆପଣ ଏହା ସହିତ ଏହି ଓଜନ ହ୍ରାସ ପାନକୁ ମଧ୍ୟ ସାମିଲ କରିପାରିବେ | ଏହାଦ୍ୱାରା ଆପଣଙ୍କ ଓଜନ ଶୀଘ୍ର କମ ହୋଇଯିବ | ଏହା ସହିତ ଏହା ଶରୀରରେ ଥିବା ଅତିରିକ୍ତ ଚର୍ବିଗୁଡିକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିବ |

ଓଜନ ହ୍ରାସ ପାନୀୟ ତିଆରି କରିବାପାଇଁ ସାମଗ୍ରୀ :-

୧. ୫୦ ଗ୍ରାମ ଜିରା

୨. ୫୦ ଗ୍ରାମ ଡାଲଚିନି

ଏହିପରି ଭାବରେ ତିଆରି କରନ୍ତୁ ଏହି ସ୍ପେଶାଲ ଓଜନ ହ୍ରାସ ପାନୀୟ :-

ସର୍ବପ୍ରଥମେ ଏକ ପ୍ୟାନକୁ ଗରମ କରନ୍ତୁ | ଏହାପରେ ଏଥିରେ ଜିରା ପକାଇ ଭାଜି ଦିଅନ୍ତୁ | ଏହାପରେ ଏହାକୁ ଏକ ପ୍ଲେଟରେ ବାହାର କରିନିଅନ୍ତୁ | ଏକ ପ୍ୟାନରେ ୫୦ ଗ୍ରାମ ଡାଲଚିନି ପକାଇ ଭାଜନ୍ତୁ | ତା’ପରେ ଏହାକୁ ମଧ୍ୟ ଏକ ପ୍ଲେଟରେ ବାହାର କରିନିଅନ୍ତୁ | ବର୍ତ୍ତମାନ ଏହି ଦୁଇଟି ଜିନିଷକୁ ଅଲଗା ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରି ପାଉଡର ତିଆରି କରନ୍ତୁ | ଏହା ପରେ ଏହାକୁ ଅଲଗା ଏୟାର ଟାଇଟ ପାତ୍ରରେ ରଖନ୍ତୁ |

ପ୍ରତିଦିନ ଖାଲି ପେଟରେ ଏକ ଗ୍ଲାସ ଗରମ ପାଣିରେ ଅଧା ଅଧା ଚାମଚ ଦୁଇଟିଯାକ ଜିନିଷକୁ ମିଶାଇ ଭଲ ଭାବରେ ମିଶାନ୍ତୁ | ଏହା ସହିତ ଡିନରର ଅଧ ଘଣ୍ଟା ପରେ ମଧ୍ୟ ଏହାକୁ ପିଅନ୍ତୁ | କିଛି ଦିନ ମଧ୍ୟରେ ହିଁ ଆପଣଙ୍କୁ ରେଜଲ୍ଟ ମିଳିଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *