ଦନ୍ତ ଚିକିତ୍ସକଙ୍କ ଦାବି : ଦାନ୍ତରୁ ଜଣା ପଡିବ ଜଣେ ଗର୍ଭବତୀ ହୋଇଛନ୍ତି ନା ନାହିଁ,ଏମିତି ସବୁ ପରିବର୍ତ୍ତନ ଆସିଥାଏ…

ଆମେ ସମସ୍ତେ ଦନ୍ତ ଚିକିତ୍ସକଙ୍କ ପାଖକୁ ଅଲଗା ଅଲଗା କାରଣରୁ ଯାଇଥାଉ,କିନ୍ତୁ ଯଦି କେହି କହେ ଦନ୍ତ ଚିକିତ୍ସକ ଆପଣଙ୍କ ପ୍ରେଗନେନ୍ସି ବି କହିପାରେ ଆପଣଙ୍କ ଭରସା ହେବ ନାହିଁ|ପୁଣିବି ଏମିତି ହେଇଛି ଯେ ଆପଣଙ୍କ ଡେଣ୍ଟିଷ୍ଟକୁ ପ୍ରେଗନେନ୍ସି ଖବର ଜଣାପଡିଯାଏ|ଆପଣଙ୍କ ମୁହଁ ଭିତରକୁ ଦେଖିକି ଡକ୍ଟର ସୁଖମଣି ପ୍ରେଗନେନ୍ସି ଖବର ଦେଇପାରିବେ|ସେ ଟିକଟକ ଜରିଆରେ ଏହି ଖବର ଦେଇଛନ୍ତି|

ବାନ୍ତି,ମୁଣ୍ଡ ବୁଲେଇବା ଓ ସୂଜନ ଶାରୀରିକ ଲକ୍ଷଣ ପ୍ରେଗନେନ୍ସିର ବୋଲି ମାନାଯାଏ|ଡକ୍ଟର ସୁଖମଣିଙ୍କ କହିବାନୁଯାୟୀ ପ୍ରେଗନେନ୍ସି ସମୟରେ ଦାନ୍ତମାଢି ଅଧିକ ନାଜୁକ, ମୁଲାୟମ ଓ ସେନ୍ସିଟିଭ ହୋଇଥାଏ|ଏହି ସମୟରେ ସେଥିରୁ ରକ୍ତସ୍ରାବ ହୋଇପାରେ|ଏହା ବ୍ୟତୀତ ଆପଣଙ୍କ ମୁହଁରେ ଏକ ଖାସ ପ୍ରକାରର ସଂକ୍ରମଣ ହୁଏ|ପ୍ରେଗନେନ୍ସିରେ ହୋଇପାରେ ମୁହଁ ସଂକ୍ରମଣ

ଡକ୍ଟର ମଧ୍ୟ କହିଥାନ୍ତି ଯେ ବହୁବାର ରୋଗୀକୁ ଲାଗେ ଯେ ତାକୁ ରୁଟ କେନାଲ ଆବଶ୍ୟକ,କିନ୍ତୁ ମୁହଁରେ ସାଇନସ ସଂକ୍ରମଣ ହୋଇଥାଏ|ଦୁହିଁଙ୍କ ଯନ୍ତ୍ରଣା ଏକାପରି|ଯଦିଓ ପ୍ରେଗନାଂଟ ମହିଳାଙ୍କୁ ଏହା ଦେଖିବା କଥା ଯେ ଯଦି ନୂଆଁଇବା ସମୟରେ ଯନ୍ତ୍ରଣା ହୁଏ ତେବେ ସାଇନସ ଇନଫେକ୍ସନ ହୋଇଥାଏ|ଯଦି ଏପରି ହୁଏ ତ ଆପଣଙ୍କୁ ଡେଣ୍ଟିଷ୍ଟ ନାହିଁ ଡାକ୍ତର ଆବଶ୍ୟକ|

ଟିକଟକରେ ସେୟାର ହୋଇଥିବା ଏହି ଭିଡିଓ ଖୁବ ପୁପଲାର ହେଉଛି|ଲୋକମାନେ ଲକ୍ଷାଧିକ ଥର ଏହାକୁ ଦେଖିଛନ୍ତି ଓ ସେୟାର କରିଛନ୍ତି|ତାଙ୍କୁ ଡାକ୍ତରଙ୍କ ଏହି ଟ୍ରିକ ପସନ୍ଦ ଆସୁଛି|ସାଧାରଣତଃ ଡାକ୍ତର ଏହି ଉପାୟ କହିନଥାନ୍ତି କିନ୍ତୁ ସୁଖମଣି ଏହି ଘୋଷଣା ସମସ୍ତଙ୍କ ହୃଦୟ ଜିତିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *