ନଦୀର ଜଳସ୍ତର ବଢିଯିବାରୁ ବ୍ରିଜ ଉପରେ ଫସିଗଲେ ଶ୍ରମିକ,ଶେଷରେ ଏମିତି ଭାବରେ ରସି ଦ୍ୱାରା ନଦୀ ପାର ହେଲେ, ଦେଖନ୍ତୁ ଭିଡ଼ିଓ

ମଧ୍ୟପ୍ରଦେଶ ର ସାଗର ନଦୀରେ ଜଳସ୍ତର ଅଚାନକ ବଢିଯିବାରୁ ନବନିର୍ମିତ ପୋଲ ଉପରେ ଶ୍ରମିକ ଫସିଯାଇଥିଲେ ଓ ତାଙ୍କୁ ରସି ଦ୍ୱାରା ଏହିପରି ଭାବରେ ରେସକ୍ୟୁ କରାଯାଇଥିଲା। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ, କେମିତି ରସି ଦ୍ୱାରା ଶ୍ରମିକ ମାନେ ନଦୀ ପାର ହୋଇ ଅନ୍ୟପଟକୁ ଯାଉଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ଏହାକୁ ଶେୟର କରିଥିଲେ।

ସାଗର ଠାରେ ଲୋକମାନ ନଦୀର ଜଳସ୍ତର ବଢିବାପରେ ଫସିଯାଇଥିଲେ, ଏହାପରେ ରସି ଦ୍ୱାରା ପାଦରେ ଚାଲି ସେ ରାସ୍ତା ପାର ହୋଇଥିଲେ। ଏନ୍ଡିଆରଏଫ ଟିମ ନଦୀରେ ଜଳସ୍ତର ବଢ଼ିବାରୁ ଫସି ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ପାଣିପାଗ ବିଭାଗ ଅନୁଯାୟୀ, ମୌସୁମୀ ଦକ୍ଷିଣ ଗୁଜୁରାଟର କିଛି ଅଞ୍ଚଳ, ମହାରାଷ୍ଟ୍ରର କିଛି ଅଞ୍ଚଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଦକ୍ଷିଣ ମଧ୍ୟପ୍ରଦେଶର କିଛି ଅଞ୍ଚଳ ଓ ଗୁଜୁରାଟ ପହଞ୍ଚି ଯାଇଥିଲା।

ବିଭାଗ କହିଥିଲେ କି, ଗୁଜୁରାଟର କିଛି ଅଞ୍ଚଳ ମଧ୍ୟପ୍ରଦେଶ, ଛତିଶଗଡ଼ର କିଛି ଅଞ୍ଚଳ, ପଶ୍ଚିମବଙ୍ଗ, ଝାରଖଣ୍ତ, ବିହାର ଓ ପୂର୍ବ ଉତ୍ତର ପ୍ରଦେଶର କିଛି ଅଞ୍ଚଳ ବଙ୍ଗର ଉପକୂଳରେ ଆଗାମୀ 48 ଘଣ୍ଟା ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *