ମା ୪ ଦିନ ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହ କଲା ମ-ଦ ପା-ର୍ଟି, ବନ୍ଦ ରୁମରେ ଭୋକ ବିକଳରେ ଛ-ଟପ-ଟ ହୋଇ ନି-ରୀହ ଶିଶୁର ମୃ-ତ୍ୟୁ

ପିଲା ପାଇଁ ମା ସବୁକିଛି ତ୍ୟା-ଗ କରିବାକୁ ପ୍ରସ୍ତୁତ ଥାଏ, କିନ୍ତୁ ରୁଷର ଜଣେ ୨୫ ବର୍ଷୀୟ ମହିଳା ନିଜ ପିଲା ସହ ଏମିତି କିଛି କଲେ, ଆପଣ ମଧ୍ୟ ଜାଣି ଆ-ଶ୍ଚର୍ଯ୍ୟ ହୋଇଯିବେ | ୱେବସାଇଟ ମିରର ଅନୁଯାୟୀ, ସାଙ୍ଗମାନଙ୍କ ସହିତ ମ-ଦ ପା-ର୍ଟି କରିବାପାଇଁ ଏହି ମହିଳା ୧୧ ମାସର ନିରୀହ ପିଲା ଏବଂ ତିନି ବର୍ଷର ଝିଅକୁ ଘରେ କ-ଏ-ଦ କରିଦେଲେ | ଚାରିଦିନ ପର୍ଯ୍ୟନ୍ତ ଭୋକରେ ଛ-ଟପ-ଟ ହୋଇ ପୁଅର ମୃ-ତ୍ୟୁ ହୋଇଯାଇଛି ଏବଂ ଝିଅକୁ ହସ୍ପିଟାଲ ନିଆଯାଇଛି | ଏହି ମା-ମ-ଲାରେ କୋ-ର୍ଟ ସେହି ମହିଳାଙ୍କୁ ଦୋ-ଷୀ ସାବ୍ୟସ୍ତ କରିଛି |

ପ୍ରକୃତରେ ଏହି ମହିଳା ନିଜ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ | ସେ ନିଅ ସାଙ୍ଗମାନଙ୍କ ସହିତ ମ-ଦ ପାର୍ଟି କରିବାପାଇଁ ନିଜର ଛୋଟ ପିଲାମାନଙ୍କୁ ମୃ-ତ୍ୟୁ ମୁହଁକୁ ଠେଲିଦେଲେ | ସେ ପିଲାମାନଙ୍କୁ ଛାଡ଼ିଦେଇ ମ-ଦ ପାର୍ଟି କରିବାକୁ ଗଲେ | ସେହି ୪ ଦିନ ମଧ୍ୟରେ ସେ ଟିକେ ହେଲେ ବି ଭାବିଲେନି ଯେ ତାଙ୍କ ପିଲାମାନଙ୍କ ଅବସ୍ଥା କଣ ଥିବ |

ପାର୍ଟି କରିବାପରେ ସେ ଘରକୁ ଫେରି ଦେଖିଲେ ଯେ ତାଙ୍କର ୧୧ ବର୍ଷର ପୁଅ ଭୋକ ଶୋଷରେ ମ-ରିଯା-ଇ-ଛି ଏବଂ ୩ ବର୍ଷର ଝିଅର ଅବସ୍ଥା ସା-ଙ୍ଘାତି-କ ହୋଇଯାଇଛି | ସେ ମଧ୍ୟ ଜୀବନ-ମୃ-ତ୍ୟୁ ସହ ଲ-ଢେ-ଇ କରୁଛି | ପିଲାମାନଙ୍କର ଜେଜେମା ପୋ-ଲି-ସକୁ ସୂଚନା ଦେଇଥିଲେ | ପୋ-ଲି-ସ ସେହି ମହିଳାଙ୍କୁ ଆ-ରେ-ଷ୍ଟ କରିନେଇଛି ଏବଂ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ରୁଷର ଏକ କୋ-ର୍ଟ ଏହି ମା-ମ-ଲାରେ ଶୁଣାଣି ସମୟରେ ସେହି ମହିଳାଙ୍କୁ ଅତ୍ୟଧିକ କ୍ରୁ-ର-ତା, ନି-ଷ୍ଠୁ-ର ସହିତ କରାଯାଇଥିବା ହ-ତ୍ୟାର ଦୋ-ଷୀ ମାନିଥିଲେ ଏବଂ ନିଜ ପିଲାମାନଙ୍କୁ ବି-ପ-ଦରେ ଛାଡ଼ିଦେଇ ମାର କର୍ତ୍ତବ୍ୟକୁ ପୁରା କରିବାରେ ବି-ଫ-ଳତାର ଦୋ-ଷୀ ସାବ୍ୟସ୍ତ କରିଛି |

ତେବେ ସେହି ମହିଳା କୋ-ର୍ଟ ଆଗରେ କହିଛନ୍ତି ଯେ ସେ ନିଜ ପିଲାମାନଙ୍କୁ ଛାଡ଼ିଥିବାରୁ ଅ-ନୁତା-ପ କରୁଛନ୍ତି, କିନ୍ତୁ ପିଲାମାନଙ୍କୁ ମା-ରି-ବା-ର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା |

ରି-ପୋ-ର୍ଟ ଅନୁଯାୟୀ ସେ ନିଜର ସବୁଠାରୁ ବଡ଼ ସାତ ବର୍ଷର ପୁଅକୁ ପାର୍ଟି କରିବାର ଚାରିଦିନ ପୂର୍ବରୁ ନିଜର ଜଣେ ସାଙ୍ଗ ପାଖରେ ଛାଡି ଦେଇଥିଲେ | ତାଙ୍କର ବଡ଼ ପୁଅର ଜନ୍ମ ପ୍ରଥମ ସ୍ୱାମୀଙ୍କ ଠାରୁ ହୋଇଥିଲା | ଦ୍ୱିତୀୟ ସ୍ଵାମୀଙ୍କଠାରୁ ତିନି ବର୍ଷର ଝିଅ ଏବଂ ୧୧ ମାସର ପୁଅ ହୋଇଥିଲା |

ଅ-ଦାଲ-ତ ସେହି ମହିଳାଙ୍କୁ ୧୪ ବର୍ଷ ଜେ-ଲରେ ରହିବାର ଦ-ଣ୍ଡ ଶୁଣାଇଛି, ତାଙ୍କୁ ବାପା-ମାର ଅଧିକାରରୁ ବଞ୍ଚିତ କରି ଦିଆଯାଇଛି | ବର୍ତ୍ତମାନ ତାଙ୍କର ବଡ଼ ପୁଅ ଏବଂ ଝିଅ ଜେଜେମାଙ୍କ ପାଖରେ ଅଛନ୍ତି | କୁହାଯାଉଛି ଯେ ଏହି ଘ-ଟ-ଣା ସମୟରେ ସେହି ମହିଳାଙ୍କ ସ୍ୱାମୀ ମଧ୍ୟ ଜେ-ଲ-ରେ ଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.