ଭାଇରାଲ ଭିଡିଓ : କନ୍ୟାର ରଙ୍ଗ ଦେଖି ବର ଆଶ୍ଚର୍ଯ୍ୟ,ଦେଖନ୍ତୁ କଣ କାରନାମା କଲା କନ୍ୟା …

ଭାରତୀୟ ବିବାହରେ ଅଲଗା ପ୍ରକାରର ମଜା ରହିଛି|ପାରମ୍ପରିକ ପଦ୍ଧତିରେ ଆନନ୍ଦ ଉଲ୍ଲାସର ସହ ବହୁତ ଆନନ୍ଦଦାୟକ ହୋଇଥାଏ|ଏଵେ ସୋସିଆଲ ମିଡ଼ିଆ ସାଇଟ୍ ଇନଷ୍ଟାଗ୍ରାମରେ ଏକ ବିବାହର ଭିଡିଓ ଗଜବ ଭାଇରାଲ ହେଉଛି|ଏହି ଭିଡିଓକୁ ଦେଖିକି ଆପଣ ହସିହସି ଗଡିଯିବେ|ଏହାପରେ ଆପଣ ଭାବିବେ ଯେ କନ୍ୟାର ବିବାହ ଜୋରଜବରଦସ୍ତ ଭାବେ କରାଯାଉଛି|

ଇନଷ୍ଟାଗ୍ରାମରେ ଟ୍ୟୁବ.ଇଣ୍ଡିଆନ୍ ନାମକ ପେଜରେ ବିବାହର ଏକ ଭିଡିଓ ସେୟାର କରାଯାଇଛି|ବିବାହର ଅନ୍ୟ ଭିଡିଓ ଭଳି ମଧ୍ୟ ଏହା ଖାସ୍ ଅଟେ|ବାସ୍ ଫରକ ଏତିକି ଯେ ଏଥିରେ ମଜା ମସ୍ତି ବା ଲାଜେଇ ଯାଉଥିବା କନ୍ୟା ଫଳରେ ତାର ଅଲଗା ରଙ୍ଗ ଦେଖାଯାଉଛି|ଏହି ଭାଇରାଲ ଭିଡିଓରେ ଷ୍ଟେଜରେ ବରକନ୍ୟା ସହ ମଧ୍ୟ ଅଲଗା କିଛି ଲୋକ ଛିଡା ହୋଇଛନ୍ତି|ଭିଡିଓ ଦେଖିକି ଜଣାଯାଏ ଯେ ସେଠାରେ ରୀତିନୀତି ଚାଲୁଛି|କନ୍ୟାକୁ ମିଠାଇ ପ୍ଲେଟରୁ ଗୋଟିଏ ଟୁକୁଡା ବରକୁ ଖୁଆଇବାକୁ ପଡ଼ିଥାଏ କିନ୍ତୁ ସେତେବେଳେ ଏମିତି କିଛି ହୋଇଥାଏ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି|

କନ୍ୟା ମିଠାଇ ଖଣ୍ଡ ବର ଆଡକୁ ବଢାଇଥାଏ|ପାଖାପାଖି ଛିଡାହୋଇଥିବା ଲୋକଙ୍କୁ ଦେଖି ବୋଧହୁଏ ବରକୁ ଲାଜ ଲାଗିଥାଏ,ଫଳରେ କିଛି କ୍ଷଣ ପାଇଁ ମିଠାଇ ନେବାକୁ ସଙ୍କୋଚ କରିଥାଏ|ଯଦିଓ ଏତିକିରେ କନ୍ୟାର ଧୈର୍ଯ୍ୟର ଜବାବ ଦେଇଥାଏ ଓ ମିଠାଇ ବରକୁ ଖୁଆଇବା ପରିବର୍ତ୍ତେ ଫୋପାଡି ଦେଇଥାଏ|କନ୍ୟାର ଏଭଳି କାର୍ଯ୍ୟ ଦେଖି ବର ହଡବଡି ହୋଇଯାଏ ଓ ତାର ଚେହେରାରେ ରଙ୍ଗ ମଳିନ ପଡିଯାଏ|ପୁଣି କନ୍ୟା ସେଠାରେ ରଖାଯାଇଥିବା ସୋଫାରେ ନିଜ ହାତ ସଫା କରିଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *