ଏହି ଫଟୋରେ ଲୁଚି ରହିଛି ଚିତାବାଘ, ବହୁତ ଲୋକ ଖୋଜିବାରେ ଫେଲ ମାରିଛନ୍ତି, ଆପଣ ମଧ୍ୟ ଥରେ ଚେଷ୍ଟା କରନ୍ତୁ

ସୋସିଆଲ ମିଡିଆରେ Find The Object Puzzle ଭଳି ଖେଳର ଫଟୋଗୁଡିକୁ ବହୁତ ପସନ୍ଦ କରାଯାଇଥାଏ | ଲୋକମାନେ ଏହିପରି ଖେଳରେ ଅଧିକ ପରିମାଣରେ ଅଂଶଗ୍ରହଣ କରନ୍ତି | ଯେଉଁ କାରଣରୁ ଏହି ଖେଳର ଚର୍ଚ୍ଚା ଇଣ୍ଟରନେଟରେ ପ୍ରତିଦିନ ଚର୍ଚ୍ଚା ହୋଇଥାଏ | ଆଜିକାଲି ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଯେଉଁଠାରେ ଲୋକଙ୍କୁ ପଚରାଯାଉଛି ଯେ ଏହି ଫଟୋରେ ଚିତାବାଘ କେଉଁଠାରେ ଲୁଚି ରହିଛି |

ଭାଇରଲ ହେଉଥିବା ଫଟୋ ସୋସିଆଲ ମିଡ଼ିଆ ୟୁଜର୍ସଙ୍କର ମୁଣ୍ଡ ବୁଲାଇ ଦେଇଛି, କାରଣ ଏହି ଫଟୋରେ ଗୋଟିଏ ଚିତାବାଘ ଲୁଚିରହିଛି ଏବଂ ସମସ୍ୟା ଏୟା ଯେ ସେହି ଚିତାବାଘ ଲୋକମାନଙ୍କୁ ସହଜରେ ଦେଖାଯାଉନାହିଁ | କିନ୍ତୁ ଯଦି ଆପଣ ନିଜର ଆଖିକୁ ଏପଟ ସେପଟ ବୁଲାଇ ଦେଖିବାକୁ ଚେଷ୍ଟା କରିବେ, ତେବେ ଆପଣଙ୍କୁ ସେହି ଚିତାବାଘ ନିଶ୍ଚୟ ଦେଖାଯିବ | ବିଶ୍ୱାସ କରନ୍ତୁ ଚିତାବାଘ ଆପଣଙ୍କ ଆଖି ସାମ୍ନାରେ ହିଁ ଅଛି |

ପ୍ରଥମେ ଦେଖନ୍ତୁ ଏହି ଫଟୋ :-

ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଚିତାବାଘକୁ ଖୋଜି ପାଇପାରି ନାହାନ୍ତି, ତେବେ ଆମେ ଆପଣଙ୍କୁ ଏକ ଛୋଟ ହିଣ୍ଟ ଦେବୁ ଯେ ଚିତାବାଘ ବୁଦା ମୂଳରେ ଅଛି | ବର୍ତ୍ତମାନ ତାହା କେଉଁ ବୁଦା ଅଟେ, ଏହା ଆପଣଙ୍କୁ ଜାଣିବାକୁ ପଡିବ ଏବଂ ଏହାର ସଠିକ ଉତ୍ତର ଆମକୁ କମେଣ୍ଟ ସେକ୍ସନରେ ଦେବାକୁ ପଡିବ | ଲୋକମାନଙ୍କର ଆଖିକୁ କନଫ୍ୟୁଜ କରୁଥିବା ଏହି ଫଟୋକୁ ବନ୍ୟ ଜୀବନ ଏକ୍ସପର୍ଟ AG Ansari କ୍ଲିକ କରିଛନ୍ତି | ଆପଣଙ୍କର ସୂଚନା ପାଇଁ କହିରଖୁଛୁ ଯେ ଏହା ଜିମ କରବେଟ ନେସନାଲ ପାର୍କର ଅଟେ | ଯାହାକୁ ସେ ବହୁତ ସୁନ୍ଦର ଭାବରେ ନିଜ କ୍ୟାମେରାରେ କଏଦ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *