ବେ-ଇମା-ନ ବାପା: ଚାରି ଝିଅ ଓ ସ୍ତ୍ରୀକୁ ଭୁଜାଲିରେ ହା-ଣି-ଲା ବାପା,ଆଉ ତା ପରେ …

ନୃ-ଶଂ-ସ ପିତାର ଲୋ-ମହ-ର୍ଷକ କା-ଣ୍ଡ। ଚାରି ଝିଅକୁ ଭୁଜାଲିରେ ହା-ଣିଲା ବାପା। ଘ-ଟ-ଣାସ୍ଥଳରେ ତିନି ଜଣ ଝିଅ ଗୁ-ରୁତ-ର ଥିବାବେଳେ ଜଣେ ମୃ-ତ୍ୟୁ ବ-ରଣ କରିଛନ୍ତି। ତିନି ଝିଅ ସହିତ ସ୍ତ୍ରୀକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ତ୍ରୀକୁ ଜାଣିବା ପରେ ଅ-ଭିଯୁ-କ୍ତ ଆ-ତ୍ମହ-ତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ସୂଚନା ଅନୁସାରେ, ତିନିବର୍ଷର ଝିଅର ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଝିଅ ଗୁ-ରୁତ-ର ଅଛନ୍ତି। ଏହିଭଳି ଲୋ-ମହ-ର୍ଷକ କା-ଣ୍ଡ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଥା-ନାର ଯୌତୁକବାହାଳ ଗ୍ରାମରେ।

ପ୍ରଥମେ ଚାରିଛୁଆଙ୍କୁ ଆ-କ୍ରମ-ଣ କରିବା ପରେ ସ୍ତ୍ରୀକୁ ଲ-ହୁଲୁ-ହାଣ କରି ନିଜେ ଆ-ତ୍ମହ-ତ୍ୟା ଉଦ୍ୟମ କରିଥିଲେ। ଅ-ଭିଯୁ-କ୍ତ ଜଣଙ୍କ ହେଉଛନ୍ତି ଶୂକରୁ ଓରାମ। ସମସ୍ତ ଆ-ହ-ତମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘ-ଟ-ଣାସ୍ଥଳରେ ଗୋବିନ୍ଦପୁର ଥା-ନାର ପୋ-ଲି-ସ ପହଞ୍ଚି ତ-ଦ-ନ୍ତ ଆରମ୍ଭ କରିଛି। କିନ୍ତୁ, କେଉଁ କାରଣ ପାଇଁ ଏଭଳି ଅ-ଭା-ବନୀ-ୟ କା-ଣ୍ଡ ଘ-ଟାଇଛି ଅ-ଭିଯୁ-କ୍ତ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପାରିବାରିକ କାରଣ ହୋଇଥାଇପାରେ ବୋଲି ସ-ନ୍ଦେ-ହ କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.