ପ୍ରେମିକା ବାପାର ସର୍ତ୍ତରେ ରାଜି ହେଲାନାହିଁ ପ୍ରେମିକ, ରାଗିଯାଇ କଲା ଆ-କ୍ରମ-ଣ, ତା’ପରେ…

ଯୁବକ-ଯୁବତୀ କରୁଥିଲେ ପ୍ରେମ। କିନ୍ତୁ ପ୍ରେମିକାର ବାପା ବାହାରେ ବୁଲିବାକୁ ମନା କରୁଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ଉନ୍ମତ୍ତ କାଣ୍ଡ ଘଟାଇଲା। ପ୍ରେମିକ ପ୍ରେମିକାଙ୍କର ବାପାଙ୍କୁ ଆ-କ୍ରମ-ଣ କରି ଆ-ହତ କରିଲା। ପରେ ଏନେଇ ମା-ମଲା ରୁଜୁ କରି ପୋ-ଲିସ ଅମାନିଆ ପ୍ରେମିକକୁ ଗି-ର-ଫ କରିଛି। ଏଭଳି ଏକ ଘ-ଟ-ଣା ବଳିଆପଣ୍ଡା ଥା-ନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହାରଣା ସାହିର ସୁନୀଲ ମାହାତେ ଆ-ହତ ଜଣକ ହେଲେ। ଆ-କ୍ରମ-ଣ କରି ଗି-ରଫ ହୋଇଥିବା ପ୍ରେମିକ ହେଲେ ସେହି ସାହିର ରହୁଥିବା ୨୦ ବର୍ଷୀୟ ମୋହନ ସ୍ୱାଇଁ।

ପୋ-ଲିସ କହିଛିଯେ, ମୋହନ କିଛି ଦିନ ଧରି ସୁନୀଲଙ୍କ ଝିଅ ରଚନା ମାହାତେଙ୍କୁ ପ୍ରେମ କରୁଥିଲା। ଉଭୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରଚନାଙ୍କୁ ସାଙ୍ଗରେ ନେଇ ବାହାରେ ବୁଲିବାକୁ ମୋହନ ବାଧ୍ୟ କରୁଥିବାବେଳେ ବାପା ସୁନୀଲଙ୍କୁ ଏହିସବୁ ପସନ୍ଦ ନଥିଲା। ତେଣୁ ଝିଅକୁ ସେ ବାରଣ କରିଥିଲେ ଓ ମୋହନଙ୍କୁ ମଧ୍ୟ ବୁଝାଇଥିଲେ। ଏଥିରେ ମୋହନଙ୍କର ମୁଣ୍ଡକୁ ରା-ଗ ଚଢିଯାଇଥିଲା। ବଡଭାଇ ଚନ୍ଦନ ସ୍ୱାଇଁ ସହ ମିଶି ଗତ ୭ ତାରିଖ ଦିନ ରାତିରେ ମୋହନଙ୍କୁ ଆ-ତର୍କି-ତ କରି ମୋହନ ଆ-କ୍ରମ-ଣ କରିଥିଲା। ଏ ସମ୍ବନ୍ଧରେ ସୁନୀଲଙ୍କ ଏ-ତଲା ଦେଇଥିଲେ ଓ ପୋ-ଲିସ ମା-ମ-ଲାକୁ ରୁ-ଜୁ କରିଥିଲା। ମୋହନକୁ ଗି-ରଫ କରିବା ପରେ ନୋଟିସ ଦେଇ ପୋ-ଲିସ ଛାଡିଥିବାବେଳେ ଆଇଆଇସି କୁଳମଣି ସେଠୀ କହିଛନ୍ତିଯେ ଚନ୍ଦନ ବର୍ତ୍ତମାନ ମଧ୍ୟ ଫେ-ରାର ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *