ଦୁନିଆର ଏହି ୫ଟି ଦେଶରେ କେବେ ହେଲେ ରାତି ହୁଏନାହିଁ, ସୂର୍ଯ୍ୟ ସେଠାରେ ସର୍ବଦା ନିଜର କିରଣ ଦେଇଥାନ୍ତି

କାନାଡ଼ା:-

କାନାଡାରେ ଅଧିକାଂଶ ସମୟ ବରଫରେ ଆବୃତ ହୋଇଥାଏ। ଏଠାରେ ଗରମ ଦିନ ଗୁଡିକରେ ରାତି ହୋଇନଥାଏ। କାହିଁକି ନା ଗରମ ଦିନ ଗୁଡିକରେ ସୂର୍ଯ୍ୟ ଚମକ ଦେଖାଯାନ୍ତି।

ନରୱେ:-

ନରୱେ କୁ ଦୁନିଆର ସବୁଠୁ ସୁନ୍ଦର ଦେଶ ଭାବେ ଗଣା ଯାଇଥାଏ। ସେଠାରେ ମେ ମାସ ଠାରୁ ଆରମ୍ଭ କରି ଜୁଲାଇ ମାସ ପର୍ଯ୍ୟନ୍ତ ୨୪ ଘଣ୍ଟା ସୂର୍ଯ୍ୟ ଦେଖାଯାନ୍ତି। ସେଠାରେ ୭୨ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଚମକିଥାନ୍ତି। କେବଳ ସନ୍ଧ୍ୟା ସମୟରେ କମ୍ ପରିମାଣର ଅନ୍ଧାର ହୋଇଥାଏ।

Google

ଫିନଲ୍ୟାଣ୍ଡ:-

ଫିନଲ୍ୟାଣ୍ଡ ଏମିତି ଏକ ଦେଶ ଯେଉଁଠାରେ ୨୪ ଘଣ୍ଟା ମଧ୍ୟରୁ ୨୩ ଘଣ୍ଟା ସୂର୍ଯ୍ୟ ଦେଖାଯାନ୍ତି। ଏଠାରେ ଗରମ ୭୩ ଦିନ ପର୍ଯ୍ୟନ୍ତ ରାତି ହିଁ ହୁଏ ନାହିଁ। ଏଠାରେ ଥିବା ସୁନ୍ଦର ପରିବେଶ ସୁନ୍ଦରତା ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥାନ୍ତି।

ଆଇସଲ୍ୟାଣ୍ଡ:-

ଆଇସଲ୍ୟାଣ୍ଡ ୟୁରୋପ ର ଦ୍ଵିତୀୟ ସବୁଠୁ ବଡ଼ ଦ୍ଵୀପ। ଏଠାରେ ରାତି ଅଧରେ ବି ସୂର୍ଯ୍ୟଙ୍କ ସୁନେଲି କିରଣ ପଡ଼ିଥାଏ।

Google

ଆଲାକ୍ସ:-

ଅଲାକ୍ସା ର ଗ୍ଲାସିୟର ସବୁଠୁ ସୁନ୍ଦର ଦେଖାଯାଏ। ଏଠାରେ ମଇ ଠାରୁ ଆରମ୍ଭ କରି ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯାନ୍ତି। ଏଠାରେ ରାତି ୧୨ ଟା ୩୦ ମିନିଟ୍ ରେ ସୂର୍ଯ୍ୟ ଅସ୍ତ ହୁଅନ୍ତି। ପୁଣି ୫୧ ମିନିଟ୍ ପରେ ପୁଣି ସୂର୍ଯ୍ୟ ଉଦୟ ହୁଅନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *