ରେଳ ଟ୍ରାକ୍ ଉପରେ ଷ୍ଟ-ଣ୍ଟ କରୁଥିବା ସମୟରେ ହଠାତ୍ ଆସିଗଲା ଟ୍ରେନ, କ୍ୟାମେରାରେ କ-ଏ-ଦ ଭ-ୟଙ୍କ-ର ଦୃ-ଶ୍ୟ,ଦେଖନ୍ତୁ ଭିଡିଓ

ଆଜିର ଦୁନିଆରେ ପ୍ରସିଦ୍ଧ ହେବାପାଇଁ ଲୋକମାନେ କିଛି ବି କାର୍ଯ୍ୟ କରିବାକୁ ପଛାଉନାହାଁନ୍ତି। ଖାସକରି ସୋସିଆଲ ମିଡ଼ିଆ ଏହାର ମାଧ୍ୟମ ହୋଇସାରିଛି ଯାହାଦ୍ଵାରା ଲୋକମାନେ ଲଗାତାର ଭାବେ ଫେମସ ହେଉଛନ୍ତି। କେତେଥର ଲୋକମାନେ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଉଛନ୍ତି। ଏହିଭଳି ଏମିତି ଏକ ଘ-ଟ-ଣା ଗୁଜରାଟ ରେ ଦେଖିବାକୁ ମିଳିଛି, ଜଣେ ଲୋକ ଗାଡ଼ି ଧରି ରେଳ ଟ୍ରାକ୍ ଉପରେ ଷ୍ଟ-ଣ୍ଟ କରୁଥିବା ସମୟରେ ହଠାତ୍ ଟ୍ରେନ ଆସିଯାଇଥିଲା। ତାହା ଦେଖିକି ଲୋକଙ୍କ ହୋସ ଉଡି ଯାଇଥିଲା।

ଏହା ଆମେ ବି ଜଣିଛେ ଯେ ଏହି ସମୟରେ ଲୋକଙ୍କୁ ଫେମସ୍ ହେବାର ଭୂ-ତ ଚଢ଼ିଛି। ଯାହାପାଇଁ ଲୋକମାନେ ଅଜବ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। କିଛି ଯୁବଗୋଷ୍ଠୀ ଖତ-ରନା-କ୍ ଷ୍ଟ-ଣ୍ଟ କରିବାରେ ବୁଡି ରହୁଛନ୍ତି। ସନ୍ଦିଆ ପୁଲ ପାଖରେ ଥିବା ରେଳ ଧାରଣା ଉପରେ ଗଡି ରଖିଦେଲା ଏବଂ ଭିଡିଓ କରିବାକୁ ଲାଗିଲା। ତେବେ ସେହି ସମୟରେ ଅଚାନକ ଭାବରେ ଏକ ଟ୍ରେନ ଆସି ପହଁଚିଗଲା। ଯୁବକ ଜଣକ ନିଜେ ଧାରଣା ଉପରୁ ବାହାରିଗଲେ କିନ୍ତୁ ନିଜର ଗାଡ଼ିକୁ ଟ୍ରେନ୍ କବଳରୁ ର-କ୍ଷା କରିପାରିଲେ ନାହିଁ।

ଏହି ଭିଡିଓ କୁ ଦେଖିଲା ପରେ ଲୋକମାନେ ଆ-ଶ୍ଚର୍ଯ୍ୟ ହୋଇପଡିଛନ୍ତି। ଅଲଗା ଅଲଗା ଜାଗାରେ ଏହି ଭିଡିଓକୁ ସେୟାର କରାଯାଉଛି। କିଛି ଲୋକ ଏହି ଭିଡିଓର ମଜା ଉଠାଉଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା ନିଜ ମନ୍ତବ୍ୟ ଦିଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *