ବାଇକରେ ଟଙ୍ଗା ହୋଇଥିଲା ହେଲମେଟ୍…ଫଳ ଭାବିକି ଖା-ଇଗଲା ହାତୀ,ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରତିଦିନ ହାତୀ ଓ ଅନ୍ୟାନ୍ୟ ପଶୁଙ୍କ ଅଜୀବ ଘ-ଟ-ଣାର ଭିଡିଓ ଭାଇରାଲ ହୋଇଥାଏ|ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ହାତୀ ବାଇକରେ ଟଙ୍ଗା ଯାଇଥବା ହେଲମେଟକୁ ଫଳ ଭାବିକି ତାକୁ ଖା-ଇଥାଏ|

ପ୍ରକୃତରେ ଏହି ଘ-ଟଣା ଗୈହାଟିର ଅଟେ|ଏଠାରେ ଏକ ଆ-ଶ୍ଚ-ର୍ଯ୍ୟଜ-ନକ ଓ ଅ-ଜଵ ଘ-ଟଣା ହୋଇଛି ଯେତେବେଳେ ଏକ ଜ-ଙ୍ଗଲୀ ହାତୀ ହେଲମେଟ ଖାଉଥିବା ଦେଖାଯାଇଥିଲା|ଆସାମର ରାଜଧାନୀ ଗୈହାଟିରେ ସତଗାଓ ଆ-ର୍ମି କ୍ୟା-ମ୍ପରେ ଏହି ଅ-ଜବ ଘ-ଟଣା ଘ-ଟିଲା|

ସୂଚନା ଅନୁସାରେ ଜ-ଙ୍ଗଲୀ ହାତୀ ଏହାର ପାଖରେ ଥିବା ଅମଚାଙ୍ଗ ଵନ୍ୟଜୀବ ଅଭୟାରଣ୍ୟରୁ ପଡିଆ ଅଞ୍ଚଳକୁ ଭୋଜନ ସ-ନ୍ଧା-ନରେ ଆସୁଛି|ଏହି ହାତୀ ମଧ୍ୟ ଏହି ବନ୍ୟଜୀବ ଅଭୟାରଣ୍ୟରୁ ବାହାରି ସେ-ନା ଶି-ବି-ରରେ ପ-ଶିଗଲା ଓ ଖାଇବା ପାଇଁ ମୋଟର ସାଇକେଲରେ ରଖାହୋଇଥିବା ଏକ ହେଲମେଟ ନେଇଥିଲା|

ଦେଖୁଦେଖୁ ହିଁ ହାତୀ ହେଲମେଟକୁ ସୁଣ୍ଢରେ ଉଠାଇଲା ଓ ମୁହଁରେ ରଖିଲା|ଏହି ପୂରା ଘ-ଟଣା ଜଣେ ଲୋକ ମୋବାଇଲରେ ଉଠେଇଛି|ସେ ବ୍ୟକ୍ତି କହୁଥିଲେ ଯେ ଆରେ ମୋ ହେଲମେଟ ଖାଇଗଲା|

ଭିଡିଓରେ ଦେଖିପାରିବେ ଯେ ହାତୀ ସେ-ନାଶି-ବି-ରରେ ଛିଡା ହୋଇଥିବା ବାଇକ ପାଖକୁ ପହଞ୍ଚିଲା ଓ ସେ ହେଲମେଟକୁ ନିଜର ଶୁଣ୍ଢରେ ଟାଣିକି ନେଇଗଲା|ଏହାପରେ ବାଇକ ସେଠାରେ ଏକୁଟିଆ ଛିଡା ହୋଇଥିଲା|ଏହି ଭିଡିଓ ମଧ୍ୟ ଭାଇରାଲ ହେଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *