ବ୍ୟକ୍ତି ଜଣକ ଗଛ କାଟୁଥିବା ସମୟରେ କୁକୁର କଲା ଏମିତି ଅବସ୍ଥା,ଦେଖନ୍ତୁ ଭାଇରାଲ ଭିଡ଼ିଓ

କୁହାଯାଏ ଏହି ଦୁନିଆରେ ସବୁଠାରୁ ବୁଦ୍ଧିମାନ ମଣିଷ ହୋଇଥାଏ କିନ୍ତୁ କିଛି ମୌକାରେ ମଣିଷ ଦ୍ୱାରା ହିଁ ଭୁଲ ହୋଇଯାଇଥାଏ । ସେହିପରି ଭାବରେ ଜାନୁଆର ଏମିତି କାମ କରିଦେଇଥାନ୍ତି ଯାହାଦ୍ୱାରା ମଣିଷକୁ ଏଥିରେ ବହୁତ ବଡ଼ ଶିକ୍ଷା ମିଳିଥାଏ। ଏମିତି ହିଁ ଏକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକି ଲୋକଙ୍କୁ ଭାବିବାକୁ ବାଧ୍ୟ କରିଦେଇଛି। ଯେଉଁଥିରେ କୁକୁରଟି ମଣିଷକୁ ଉଚିତ ଶିକ୍ଷା ଦେଇଛି।

ଆଜିକାଲି ର ଲୋକ ଏତେ ନିସ୍ୱାର୍ଥପର ହୋଇଯାଉଛନ୍ତି ଯେ, ନିଜର ଫାଇଦା ପାଇଁ ଗଛ ଗୁଡିକୁ କାଟି ଦେଉଛନ୍ତି। ସମସ୍ତେ ଏହାମଧ୍ୟ ଜାଣିଥାନ୍ତି କି, ପ୍ରକୃତିର ବିନାଶ ମାନେ ପୃଥିବୀ ମାଆ ର ମଧ୍ୟ ବିନାଶ ଅଟେ। ମଣିଷଟି ଏହିପରି କିଛି କରୁଥିଲା କିନ୍ତୁ କୁକୁରଟି ତାସହ ଯାହାକଲା ଏହା ମଣିଷକୁ ଶିକ୍ଷା ଦେଇଗଲା। ଯେମିତି ଆପଣ ଦେଖୁଥିବେ ଜଣେ ବ୍ୟକ୍ତି କୁରାଢ଼ୀ ନେଇ ଗଛ କାଟିବାକୁ ଚେଷ୍ଟା କରୁଛି କିନ୍ତୁ କୁକୁରଟି ତାକୁ ଲଗାତର ଅଟକାଇବାକୁ ଚେଷ୍ଟା କରୁଛି। ମଣିଷଟି ଯେମିତି ଗଛ କାଟିବାକୁ ଉଦ୍ୟମ କରୁଛି କୁକୁରଟି ବାରମ୍ବାର ଭୁକିବାକୁ ଲାଗୁଛି। ସର୍ବପ୍ରଥମେ ଆପଣ ଏହି ଭିଡ଼ିଓକୁ ଦେଖନ୍ତୁ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ:-

ଆପଣଙ୍କୁ ମଧ୍ୟ ସତରେ ଏହି କୁକୁର ଠାରୁ ଶିକ୍ଷା ମିଳିଥିବ ଓ କୁକୁର ଉପରେ ଗର୍ବ ମଧ୍ୟ ଅସୁଥିବ। ସୋସିଆଲ ମିଡ଼ିଆ ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ ‘thebetterindia’ ଶେୟର କରିଛନ୍ତି। ଖବର ଲେଖାଯିବା ଆଗରୁ ଏହାକୁ 8 ହଜାର ରୁ ଅଧିକ ପସନ୍ଦ କରାଯାଇଛି। କୁକୁର ର ଏହି ପ୍ରଚେଷ୍ଟା ପାଇଁ ଲୋକମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *