ଭାରତୀୟ କ୍ରିକେଟ ଦଳରେ ହେଲା ଏହି ଖେଳାଳିଙ୍କର ସିଲେକ୍ସନ,ଏବେ ଏବେ କରୋନା ବାପାଙ୍କୁ ନେଇଗଲା ଆଉ ଭାଇ କରି ଦେଇଥିଲେ ଆ-ତ୍ମହ-ତ୍ୟା

ରାଜସ୍ଥାନ ରୟାଲସର ବାମହାତୀ ଦ୍ରୁତ ବୋଲର ଚେତନ ସକାରିୟା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଚେତନ ସକାରିୟା ଚଳିତବର୍ଷ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ସେଥିପାଇଁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ଓ t-20 ସିରିଜରେ ସ୍ଥାନ ମିଳିଯାଇଛି। ଆପଣଙ୍କୁ ଜଣାଇଦେଉଛୁ କି, ଚେତନ ସକାରିୟା ଆଇପିଏଲରେ 7ଟି ଉଇକେଟ ନେଇଥିଲେ। ସେ ମହେନ୍ଦ୍ର ସିଂହ ଧୋନୀ, କେଏଲ ରାହୁଲ, ନିତିଶ ରାଣା, ସୁରେଶ ରାଇନାଙ୍କ ଭଳି ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ।

କରୋନାରେ ପିତାଙ୍କର ହେଲା ଦେ-ହା-ନ୍ତ:-

ବିଗତ ମାସରେ ସକାରିୟାଙ୍କ ପିତାଙ୍କର କରୋନାରେ ଦେ-ହା-ନ୍ତ ହୋଇଥିଲା। ଚେତନ ନିଜ ବାପାଙ୍କ ସଂ-କ୍ରମି-ତ ହେବାର ଖବର ଫ୍ୟାନମାନଙ୍କୁ ଦେଇଥିଲେ। ସକାରିୟା କହିଥିଲେ, ମୁଁ ବହୁତ ଭାଗ୍ୟଶାଳୀ ଅଟେ କାରଣ ରାଜସ୍ଥାନ ରୟାଲସ ମୋତେ ମୋ ଭାଗ ପୈଠ କରିଥିଲେ। ମୁଁ ଜଲଦି ଟଙ୍କା ପଠାଇ ବାପାଙ୍କ ଚିକିତ୍ସା କରାଇଥିଲି କିନ୍ତୁ ବାପା ଜୀ-ବିତ ରହିନଥିଲେ।

Google

ଟ୍ରେନିଂ ପାଇଁ ନଥିଲା ଜୋତା:-

ଚେତନଙ୍କ ଉପରେ ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଲଦି ହୋଇଥିଲା କିନ୍ତୁ ସେ କ୍ରିକେଟ ଖେଳିବା ଛାଡିନଥିଲେ। ଚେତନଙ୍କ ପାଖରେ ସେତେବେଳେ ଟ୍ରେନିଂ ପାଇଁ ଜୋତା ନଥିଲା। ଆଇପିଏଲ ଅକ୍ସନର କିଛିଦିନ ପୂର୍ବରୁ ତାଙ୍କର ସାନ ଭାଇ ରାହୁଲ ସୁ-ଇସା-ଇଡ଼ କରିଥିଲେ କିନ୍ତୁ ଏହି ଖବର ତାଙ୍କୁ ଦିଆଯାଇନଥିଲା।

ଏହାପରେ କୋଟିପତି ହୋଇଗଲେ ସକାରିୟା:-

ଚେତନ ନିଜର ଘର ଚଳାଇବା ପାଇଁ ଛୋଟ ଛୋଟ ଚାକିରୀ କରୁଥିଲେ କିନ୍ତୁ କ୍ରିକେଟ ପାଇଁ ସେ ବଡ଼ ଚାକିରୀ କରିପାରୁନଥିଲେ। ଯେତେବେଳେ ଚେତନଙ୍କୁ ଆଇପିଏଲ ପାଇଁ ଚୟନ କରାଯାଇଥିଲା ସେତେବେଳେ ସେ ବହୁତ ଖୁସି ହୋଇଥିଲେ। ସେ ଅକ୍ସନରେ 20 ଲକ୍ଷ ଦରରେ ଆସିଥିଲେ କିନ୍ତୁ ରାଜସ୍ଥାନ ଓ ବାଙ୍ଗାଲୋର ତାଙ୍କୁ ନିଜ ଦଳରେ ସାମିଲ କରିବାପାଇଁ ଦାବି କରିଥିଲେ। ଶେଷରେ ସେ 1.2 କୋଟି ରେ ରାଜସ୍ଥାନ ଦଳରେ ସାମିଲ ହୋଇଥିଲେ।

ଧୋନୀଙ୍କ ଉଇକେଟ ସବୁଠୁ ମନେରହିବ:-

ଆପଣଙ୍କୁ ଜଣାଇଦେଉଛୁ କି, ଚେତନ ସକାରିୟା ଆଇପିଏଲରେ ମୋଟ 7ଟି ଉଇକେଟ ନେଇଛନ୍ତି। ଏହାମଧ୍ୟରେ ସେ ମହେନ୍ଦ୍ର ସିଂହ ଧୋନୀ, କେଏଲ ରାହୁଲ, ସୁରେଶ ରାଇନା ଓ ନିତିଶ ରାଣାଙ୍କ ଭଳି ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଚେତନଙ୍କ ପାଇଁ ଧୋନୀଙ୍କ ଉଇକେଟ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଥିଲା।

Leave a Reply

Your email address will not be published. Required fields are marked *