ଦେଖନ୍ତୁ ଏହି ଭିଡିଓ : ଗୋଶାଳାରେ ହେଲା ଅଲଗା ପ୍ରକାରର ବାହାଘର,କେବଳ ପଶୁପକ୍ଷୀମାନଙ୍କୁ ଖାଇବାକୁ ଦିଆଗଲା ଖାଦ୍ୟ,ହର୍ଷ ଗୋୟନକା କହିଲେ-“ଆଶିର୍ବାଦ ନେବାର ଗଜବ ଉପାୟ”

ବ୍ୟବସାୟୀ ହର୍ଷ ଗୋୟନକା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି ଓ ସଦାବେଳେ ମଜାଦାର ଓ ପ୍ରେରଣାଦାୟୀ ପୋଷ୍ଟ ସେୟାର କରିଥାନ୍ତି|ଏବେ ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି,ଯାହା ଏକ ବିବାହର ଭିଡିଓ|ଏହି ବିଵାହର ଖାସ କଥା ଏହା ଯେ ବିବାହ ଗୋଶାଳାରେ ହୋଇଥିଲା ଓ ଵିବାହରେ କେବଳ ପଶୁପକ୍ଷୀଙ୍କୁ ଅତିଥି ବନାଯାଇଥିଲା|

ହର୍ଷ ଗୋୟନକା ଟୁଇଟରରେ ଏହି ଭିଡିଓ ସେୟାର କରି କହିଛନ୍ତି ନେଲ୍ଲୋରର ଏକ ଗୋଶାଳାରେ ବିବାହ ହୋଇଥିଲା,ଏଠାରେ କେବଳ ପଶୁପକ୍ଷୀଙ୍କୁ ଖାଦ୍ୟ ଖାଇବାକୁ ଦିଆଗଲା|ପଶୁ ଓ ପକ୍ଷୀଙ୍କ ଠାରୁ ମୈନ ଆଶିର୍ବାଦ ପ୍ରାପ୍ତ କରିବାର ବଢିଆ ଉପାୟ!ଭିଡିଓର ଆରମ୍ଭରେ ଆପଣ ଦେଖିପାରିବେ ଯେ ନିଖିଲ ଓ ରକ୍ଷା ନାମକ ଦମ୍ପତିର ଫଟୋ ଦେଖାଯାଇଛି,ଯାହାଙ୍କର ବିବାହ ହୋଇଥିଲା|ତାଙ୍କର ଗୋଶାଳାରେ କିଛି ଲୋକ ଧାଡିରେ ପଶୁପକ୍ଷୀଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଇଥିଲା|

ଆଗକୁ ଭିଡିଓରେ ଆପଣ ଦେଖିବେ ଯେ ବହୁତ ସାରା ଗାଈ ଧାଡିରେ ଆସି ତାଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟ ଖାଆନ୍ତି|ତାଙ୍କ ଭୋଜନରେ ବହୁତ ପ୍ରକାରର ଫଳ ଓ ପତ୍ର ଦେଖାଯାଉଥିଲା|ଗୋଶାଳାରେ କମ୍ ନୁହେଁ ବହୁତ ବଡ ସଂଖ୍ୟାରେ ଗାଈ ନଜରରେ ଆସୁଛନ୍ତି|ଗାଈ ବ୍ୟତୀତ ଠେକୁଆ ଓ ମାଙ୍କଡକୁ ଫଳ ଖାଇବାକୁ ଦିଆଯାଉଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.