ବିଜୁଳି ଖୁଣ୍ଟ ଉପରେ ସାପ,ତା ପରେ ଘଟିଲା ଅ-ଘ-ଟ-ଣ, ଭିଡିଓ ଦେଖିବାପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ବିଜୁଳି ଖୁଣ୍ଟ ଓ ଟ୍ରାନ୍ସଫରମର ଦେହରେ ହାଇ ଭୋଲ୍ଟେଜ କରେଣ୍ଟ ଦୌଡୁଥାଏ। ଏହିକଥା ଆମେ ସମସ୍ତେ ଜାଣିଥାଉ। ବିଜୁଳି ବିଭାଗର ଲୋକମାନେ ମଧ୍ୟ ଏଠାରେ ବୋର୍ଡ ଲଗାଇ ଦେଇଥାନ୍ତି କି, ହାଇ ଭୋଲ୍ଟେଜ କରେଣ୍ଟ ଏଥିରେ ରହିଛି। ଏହାତ ଆମେ ପଢିପାରୁ ଓ ସଚେତନ ହୋଇଯାଇଥାଉ କିନ୍ତୁ ବିଚରା ଜାନୁଆର ଏହାକୁ ନପଢିପାରି ବହୁତ ବଡ଼ ଝଟକା ଶେଷରେ ଖାଇଥାନ୍ତି। ମଧ୍ୟପ୍ରଦେଶର ସହର ଇନ୍ଦର ଠାରେ ଏମିତି ଏକ ହୃଦୟକୁ ଚମକାଇବା ପରି ଘ-ଟ-ଣା ସାମ୍ନାକୁ ଆସିଛି।

ଏହି ମାମଲା ଇଣ୍ଡୋରର ସିଦ୍ଧି କଲୋନୀର କ୍ଷେତ୍ରର ଜାଗୃତି ନଗର ଚୌରାହର ଅଟେ। ଏଠାରେ ଏକ ଇଲେକ୍ଟ୍ରିକ ଖୁଣ୍ଟୁରେ 10 ଫୁଟର ଲମ୍ବା ସାପ ଚଢ଼ିଗଲା। ଏହି ସାପ ଘୋଡା ପ୍ରଜାତିର ହୋଇଥିବାରୁ ଏହା ଚଢି ଯାଇଥିଲା। ଏମିତି ଝଟକା ତାକୁ ଲାଗିଥିଲା ଯାହାଦ୍ୱାରା ସାପଟି ସିଧା 25 ଫୁଟ ଉଚ୍ଚ ଖମ୍ବ ତଳକୁ ଖସି ପଡ଼ିଥିଲା। ଖମ୍ବରେ ଚଢିଥିବା ସାପଟି ତାର ଠାରୁ ତ ବଞ୍ଚିଯାଇଥିଲା ଖମ୍ବର ସହାୟତା ନେଉଥିବା ସମୟରେ ବିଜୁଳି ଆ-ଘା-ତ ଖାଇଥିଲା।

ଭୂମିରେ ପାଣି ଓ ଘାସ ଥିବାରୁ ସାପଟି ମ-ରି ତ ନଥିଲା ସତ କିନ୍ତୁ ଆ-ହ-ତ ହୋଇଯାଇଥିଲା। ସେ ଏଠାରୁ ଯିବାକୁ ଲାଗିଥିଲା କିନ୍ତୁ ତା’ ଶରୀରର ଏକ ଅଙ୍ଗ କାମ ନକରିବାରୁ ସେ ଯାଇପାରୁନଥିଲା। ଏହାପରେ ସ୍ଥାନୀୟ ଲୋକେ ସାପ ଧରାଳୀକୁ ଡାକି ସାପଟିକୁ ଜଙ୍ଗଲ ଭିତରକୁ ଛାଡି ଦେଇଥିଲେ।

ଏହି ଘ-ଟ-ଣା-କୁ ଦେଖିଥିବା ବ୍ୟକ୍ତି କହିଥିଲେ, ସାପଟିର ମୁହଁରେ ବହୁତ ଜୋରରେ ଆଘାତ ଲାଗିଥିଲା। ସୋସିଆଲ ମିଡିଆରେ ସାପଟିର ଏହି ଭିଡ଼ିଓ ବର୍ତ୍ତମାନ ବହୁତ ଜୋର ରେ ଭାଇରାଲ ହେଉଛି। ଲୋକମାନେ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେବାସହ ଖୁସି ଅଛନ୍ତି କି, ସାପଟି ମରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *