ବିଲେଇ ନେଉଥିଲା ସାପ ଠାରୁ ମଜା,ଯେମିତି ସାପ କଲା ଆ-କ୍ର-ମ-ଣ,ସେତେବେଳେ ଡରିକି ବିଲେଇ ଏମିତି କିଛି କଲା,ଦେଖନ୍ତୁ ପୁରା ଭିଡିଓ

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ମଜାଦାର ଓ ଆଶ୍ଚର୍ଯ୍ୟକର ଭିଡିଓ ସଦାବେଳେ ଭାଇରାଲ ହୋଇଥାଏ|ଖାସକରି କୁକୁର,ବିଲେଇ,ସାପ ଓ ହାତୀର ଭିଡିଓ ଇତ୍ୟାଦି|ଏହି ପଶୁପକ୍ଷୀଙ୍କ ଭିଡିଓ ବହୁ ଵାର ଆମକୁ ଆଶ୍ଚର୍ଯ୍ୟ କରିଥିଲାବେଳେ ତ କେତେବେଳେ ଭିଡିଓ ଦେଖିକି ହସିହସି ଗଡିଯାଇଥାଉ|ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି,ଯାହାକୁ ଦେଖିକି ଆପଣ ହସିହସି ଗଡିଯିବେ|

ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୂପିନ ଶର୍ମା ସେୟାର କରିଛନ୍ତି|ଭିଡିଓ ସହ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ ଆ-କ୍ର-ମ-ଣ ଓ ବଞ୍ଚିବା|ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଚଉଡା ପ୍ଲାଷ୍ଟିକ ଡବାରେ ଏକ ବଡ ଖତରନାକ ସାପ ବସିଛି ଓ ସେଠାରେ ଏକ ବିଲେଇ ଵସିକି ତାକୁ ଦେଖୁଛି|କିନ୍ତୁ ସେତେବେଳେ ଅଚାନକ ସାପ ବିଲେଇ ଉପରେ ଆ-କ୍ର-ମ-ଣ କରେ ଓ ଡରିକି ମାରେ ଫଳରେ ବିଲେଇ ବହୁ ଜୋରରେ ଡିଆଁ ମାରି ଚାଲିଯାଏ ଓ କିଛି ଦୂରରେ ଛିଡା ହୁଏ|

ଏହି ଭିଡିଓ ଦେଖିବାରେ ବହୁତ ମଜାଦାର ଅଟେ ଓ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ହଜାରରୁ ଉର୍ଦ୍ଧ୍ଵ ଥର ଦେଖାଯାଇଛି ଓ ଲୋକମାନେ ଭିଡିଓରେ ବହୁ କମେଣ୍ଟ କରୁଛନ୍ତି|ଜଣେ ୟୁଜର ଲେଖିଛନ୍ତି କିଛି କ୍ଷଣରେ ବିଜୁଳିର ଫୁର୍ତ୍ତି,ଆସନ୍ତା କ୍ଷଣ|ଅନ୍ୟ ଜଣେ ୟୁଜର ଲେଖିଛନ୍ତି ପ୍ରହାର ବହୁତ ସୁନ୍ଦର ଓ ମୁକ୍ତି ତାଠାରୁ ବହୁତ ସୁନ୍ଦର|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.