ସଞ୍ଜୟ ମଞ୍ଜରେକରଙ୍କ ଚାଟ ହେଲା ଭାଇରାଲ, ରବୀନ୍ଦ୍ର ଜାଡେଜାଙ୍କ ବିଷୟରେ କହିଲେ ଏମିତି କଥା

ମଞ୍ଜରେକରଙ୍କ ଏକ ଚାଟ୍ ଲିକ୍ ହୋଇଛି ଯାହା କି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଯଦେଜା ଙ୍କ ମଜାକ ଉଡ଼ାଉଥିଲେ। ମଞ୍ଜରେକର ଙ୍କ ଏହି ଚଟ୍ ସୋସିଆଲ ମିଡିଆରେ ଭାଇରଲା ହେବାରେ ଲାଗିଛି।

ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ଟିମ୍ ଇଣ୍ଡିଆର ଖେଳାଳିଙ୍କ ଉପରେ ବୟାନ ଦେଇକି ଖୁସିରେ ରୁହନ୍ତୁ। ମଞ୍ଜରେକର ନିକଟ ସମୟରେ ଅଲ୍ ଟାଇମ୍ ଇଲେଭେନର ଲିଷ୍ଟ କହିଥିଲେ। ଯେଉଁଥିରେ ସେ ଷ୍ଟାର୍ ଖେଳାଳି ରବିଚନ୍ଦ୍ର ଅଶ୍ଵିନୀ ଙ୍କୁ ସାମିଲ କରିନଥିଲେ। ସେଥିରେ ସେ କାରଣ ବି ଦର୍ଶାଇଥିଲେ , ସେ କହିଥିଲେ ଅଶ୍ଵିନୀ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଈଂଲଣ୍ଡ୍ ରେ ତାଙ୍କର ପ୍ରଦର୍ଶନ ଭଲ ନାହିଁ ବୋଲି।

ଏହିସମୟରେ ମଞ୍ଜରେକର ଙ୍କ ଏକ ଚାଟ୍ ଲିକ୍ ହୋଇଛି ଯାହା କି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଜାଡେଜାଙ୍କ ମଜାକ ଉଡ଼ାଉଥିଲେ। ମଞ୍ଜରେକରଙ୍କ ଏହି ଚାଟ୍ ସୋସିଆଲ ମିଡିଆରେ ଭାଇରଲା ହେବାରେ ଲାଗିଛି। ଟୁଇଟର ରେ ସୂର୍ଯ୍ୟ ନାମକ ଏକ ୟୁଜର ଏହି ଚାଟକୁ ନିଜ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ।ସେ ଏହି ପୋଷ୍ଟ ରେ ଲେଖିଥିଲେ ଯେ ମୁଁ ଏହି ବ୍ୟକ୍ତିଗତ ଚାଟକୁ ସାର୍ବଜନୀକ କରିବାକୁ ଚାହୁଁନଥିଲି ଏହା ବକବସ୍ ରେ ଭରି। କିନ୍ତୁ ସାହାଯ୍ୟ ମଧ୍ୟ କରିପାରିବେନି, ଏହି ଲୋକର(ସଞ୍ଜୟ) ଅନ୍ୟ ରୂପ ମଧ୍ୟ ଲୋକଙ୍କୁ ଦେଖେଇବାକୁ ଚାହେଁ। ଏହା ପରେ ସଞ୍ଜୟ ପର୍ଶନାଲି ମେସେଜ କରି ଏହାର ଉତ୍ତର ଦେଇଥିଲେ।

ଏହି ଚାଟ କୁ ସେହି ୟୁଜର ପୋଷ୍ଟ କରିଥିଲେ। ସଞ୍ଜୟ ମଞ୍ଜରେକର ୟୁଜରଙ୍କୁ ତାଙ୍କ ଟ୍ୱିଟ ର ଜବାବ ଦେଇଥିଲେ ଓ କହିଥିଲେ ତୁମେ ମଧ୍ୟ ମୋ ବିଷୟରେ କିଛି କହିପାରିବନାହିଁ କାରଣ ତୁମେ ମୋର ଗୋଟିଏ ପ୍ରତିଶତ ବି ନୁହେଁ। ଏହାପରେ ୟୁଜର ମଞ୍ଜରେକରଙ୍କୁ ସେହିକଥା ବିଷୟରେ ମନେ ପକାଇଲେ ଯାହାକି 2019 ମସିହାରେ ରବୀନ୍ଦ୍ର ଜାଡେଜା ତାଙ୍କ ସହ କରିଥିଲେ।

ମଞ୍ଜରେକର ଜାଡେଜାଙ୍କ ବିଷୟରେ କହିଥିଲେ ଏହିକଥା:-

ୟୁଜର ଙ୍କ ଏହି ମେସେଜ ପରେ ମଞ୍ଜରେକରଙ୍କ ମୁଣ୍ଡ କାମ କରିନଥିଲା। ସେ ଜାଡେଜାଙ୍କ ବିଷୟରେ ଲେଖିଥିଲେ, ” ତୁମେ ମୋ ଠାରୁ ଆଶା କରୁଛ କି ମୁଁ ମଧ୍ୟ ତୁମ ଭଳି ଖେଳାଳିଙ୍କ ପୂଜା କରେ”। ମୁଁ ଫ୍ୟାନ୍ସ ନୁହେଁ ମୁଁ ଜଣେ ଆନାଲିସିଷ୍ଟ। ରବୀନ୍ଦ୍ର ଜାଡେଜାଙ୍କୁ ଇଂରାଜୀ ଆସୁନାହିଁ ତ ସେ ଏହାବିଷୟରେ ବୁଝିପାରିବେ ନାହିଁ, ବୋଧହୁଏ ତାଙ୍କୁ କିଏ ଭର୍ଭାଲ ଡାଇରିଆ ବିଷୟରେ କହିଥିବ।

2019 ମସିହାରେ ମଞ୍ଜରେକର କହିଥିଲେ କି, ଜାଡେଜା ଦିନିକିଆ ଫର୍ମାଟରେ ଏକ ଉଚିତ ଖେଳାଳି ହେବାର ମାନଦଣ୍ଡ ପୁରା କରିପାରିନଥିଲେ। ମଞ୍ଜରେକର ଜାଡେଜାଙ୍କୁ ଟେଷ୍ଟ କ୍ରିକେଟର ଏକ ବୋଲର ଭାବରେ ଭାବିଥିଲେ। ମଞ୍ଜରେକର କହିଥିଲେ, ମୁଁ ବିଟସ ଏବଂ ପିସ ଖେଳାଳିଙ୍କର ବହୁତ ବଡ଼ ପ୍ରଶଂସକ ନୁହେଁ। ସେ 50 ଓଭର କ୍ରିକେଟ ପାଇଁ ଠିକ ନୁହଁନ୍ତି, ସେ କେବଳ ଜଣେ ଟେଷ୍ଟ ବୋଲର। କିନ୍ତୁ 50 ଓଭର କ୍ରିକେଟରେ ମୋ ପାଖରେ ଏକ ବୋଲର ଓ ବ୍ୟାଟ୍ସମ୍ୟାନ ରହିବା ଆବଶ୍ୟକ।

ମଞ୍ଜରେକରଙ୍କ ଏହି ଟ୍ୱିଟ ପରେ ଜାଡେଜା ଲେଖିଥିଲେ, ଏହାପରେ ମଧ୍ୟ ମୁଁ ଆପଣଙ୍କ ଦ୍ୱାରା ଖେଳାଯାଇଥିବା ଖେଳର ଦୁଇଗୁଣା ଖେଳିସାରିଛି ଓ ଏବେ ମଧ୍ୟ ଖେଳୁଛି। ସେହି ଲୋକଙ୍କର ସମ୍ମାନ କରିବା ଶିଖନ୍ତୁ ଯିଏକି ଉପଲବ୍ଧି ହାସିଲ କରିଛନ୍ତି। ମୁଁ ଆପଣଙ୍କ ଭର୍ଭାଲ ଡାଇରିଆ ବିଷୟରେ ବହୁତ ଶୁଣିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *