ନୁସରତ ଜାରି କଲେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ : ଭାରତରେ ବୈଧ ନୁହେଁ ମୋର ଓ ନିଖିଳ ଜୈନଙ୍କର ବିବାହ, ତାହେଲେ ଛାଡପତ୍ର କାହିଁକି…

ଟିଏମସିର ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବାର ଖବର ଉପରେ ନିଜର ବ-ୟା-ନ ଜା-ରି କରିଛନ୍ତି। ସେ କହିଛନ୍ତିଯେ ତାଙ୍କର ଓ ନିଖିଳ ଜୈନଙ୍କର ବିବାହ ତୁର୍କୀ ଆ-ଇ-ନ ଅନୁସାରେ ହୋଇଥିଲା। ଏହି ବିବାହ ଆ-ଇ-ନ ଅନୁଯାୟୀ ଭାରତରେ ତାହା ବୈଧ ନୁହେଁ । ନୁସରତ ଗତ ୬ ମାସ ପାଖାପାଖି ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବାର ଜଣାପଡିଛି। ନୁସରତ ବର୍ତ୍ତମାନ ଗ-ର୍ଭ-ବ-ତୀ ଅଛନ୍ତି ବୋଲି ଜଣାପଡିଛି କିନ୍ତୁ ତାଙ୍କର ସ୍ୱାମୀ ନିଖିଳ ଏ ବିଷୟରେ କିଛି ଜାଣିନାହାନ୍ତି।

Google

୨୦୧୯ରେ ନୁସରତ ନିଖିଳ ଜୈନଙ୍କ ସହ ଡେଷ୍ଟିନେସନ ୱେଡିଙ୍ଗ କରିଥିଲେ। ନୁସରତ ନିଜ ବାହାଘର ଓ ଏହି ବିଷୟରେ ହେଉଥିବା ଗୁଜବ ଉପରେ ନିଜର ବ-ୟା-ନ ଜାରି କରିଛନ୍ତି। ନୁସରତ ନିଖିଳ ଜୈନଙ୍କ ସହିତ ନିଜ ବିବାହକୁ ଅମାନ୍ୟ ବୋଲି କହିଛନ୍ତି। ସେ କହିଛନ୍ତିଯେ ତୁର୍କୀ ବିବାହର ନିୟମ ଅନୁଯାୟୀ ବିଦେଶ ମାଟିରେ ଆୟୋଜିତ ହୋଇଥିବାରୁ ଏହି ବାହାଘର ଅବୈଧ ଅଟେ। ତାହାଛଡା ଯେହେତୁ ଅନ୍ୟ ଧର୍ମରେ ବିବାହ ହୋଇଥିଲା, ଭାରତର ସ୍ପେଶାଲ ମେରେଜ ଆକ୍ଟରେ ବୈଧ ହେବା ଜରୁରୀ ଅଟେ, ଯାହାକୁ ଆଦୌ ହୋଇନାହିଁ। ଆଇନ ଅନୁସାରେ ଏହି ବାହାଘର ବୈଧ ନୁହେଁ। ବରଂ ଏହା ଏକ ଲିଭ-ଇନ-ରିଲେସନସିପ ଅଟେ। ସେଥିପାଇଁ ତ-ଲା-କ ବା ଛା-ଡପ-ତ୍ରର କୌଣସି ପ୍ରଶ୍ନ ହିଁ ଉଠୁନାହିଁ।

ନୁସରତ କହିଛନ୍ତିଯେ ସେ ବହୁ ଆଗରୁ ଅଲଗା ହୋଇସାରିଛନ୍ତି କିନ୍ତୁ ସେ ଏ ବିଷୟରେ ମୁହଁ ଖୋଲିନଥିଲେ। କାରଣ ସେ ନିଜର ବ୍ୟକ୍ତିଗତ ଜୀବନକୁ ପ୍ରା-ଇଭେ-ଟ ରଖିବାକୁ ଚାହୁଁଥିଲେ। ଯେଉଁ ଲୋକେ ବାହାଘର କଥା ହେଉଛନ୍ତି ତାହା ବୈଧ ନୁହେଁ, ଆ-ଇ-ନ ଅନୁସାରେ ମଧ୍ୟ ବୈଧ ନୁହେଁ ବୋଲି ସେ କହିଛନ୍ତି ।

Google

ଏହି ମନ୍ତବ୍ୟରେ ନୁସରତ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତିଯେ ତାଙ୍କ ପରିବାରର ଖର୍ଚ୍ଚ, ଭଉଣୀର ପାଠ ପଢା ଖର୍ଚ୍ଚ ଓ ସମସ୍ତ ଆବଶ୍ୟକ ଖର୍ଚ୍ଚ ସେ ନିଜେ ହିଁ ପୁରା କରୁଛନ୍ତି। ଏଥିପାଇଁ ସେ କାହାଠାରୁ ଟଙ୍କା ନିଅନ୍ତି ନାହିଁ। କିଛି ଖବରରେ କୁହାଯାଇଥିଲାଯେ ନୁସରତ ନିଜର ସ୍ୱାମୀ ନିଖିଳଙ୍କ ଠାରୁ ନିଜର ଖର୍ଚ୍ଚ ପାଇଁ ଟଙ୍କା ଆଣନ୍ତି। ସେ କହିଛନ୍ତିଯେ, ‘ଯିଏ ନିଜେ ଧନୀ ବୋଲି କହିଛି ଓ ମୁଁ ତାକୁ ବ୍ୟବହାର କରିଛି ବୋଲି କହିଛି, ଆମେ ଅଲଗା ହେବାପରେ ସେ ମୋ ବ୍ୟାଙ୍କ ଆକାଉଣ୍ଟରୁ ବେ-ଆଇ-ନ ଭାବେ ରାତାରାତି ଟଙ୍କା ଉଠାଇଛି। ଏଥିପାଇଁ ମୁଁ ଖୁବ ଶୀଘ୍ର ଥା-ନାରେ ଅ-ଭିଯୋ-ଗ ମଧ୍ୟ କରିବି।’ ନୁସରତ ନିଜ ସ୍ୱାମୀ ନିଖିଳ ଜୈନଙ୍କ ବି-ରୋ-ଧରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରିବା ଓ ତାଙ୍କ ବିନା ଅନୁମତିରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ଉପରେ ଆ-ରୋ-ପ ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *