ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବଦନ କରି ବି-ଫ-ଳ ହେଲା ଯୁବକ, ଟିଉସନ ଯାଉଥିବା ସମୟରେ ଭୁ-ଜା-ଲିରେ କରିଲା ଆ-କ୍ରମ-ଣ

ବାଲେଶ୍ଵର ଜିଲ୍ଲା ଅଞ୍ଚଳରେ ଏକ ନାବାଳିକାକୁ ପ୍ରେମ ନିବେଦନ କରି ବି-ଫ-ଳ ହୋଇଥିବା ଯୁବକ ଭୁ-ଜା-ଲି ସାହାର୍ଯ୍ୟରେ ଆ-କ୍ରମ-ଣ କରିବା କଥା ସାମନାକୁ ଆସିଛି। ଟିଉସନ ଯିବା ସମୟରେ ଅଭଳି ଅ-ଭା-ବନୀ-ୟ ଘ-ଟ-ଣା ଘଟେଇଛି ଅ-ଭିଯୁ-କ୍ତ। ଗୁ-ରୁତ-ର ଅବସ୍ଥାରେ ନାବାଳିକାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି।

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଟ ଗ୍ରାମରେ ଏହି ଅଭାବନୀୟ ଘ-ଟ-ଣା ଘ-ଟିଛି। ଗୁରୁବାର ଦିନ ସକାଳ ସମୟରେ ଟିଉସନ ଯାଉଥିବା ସମୟରେ ତୁଟପଦା ଛକଠାରେ ଜଗି ବସିଥିବା ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଭୁ-ଜା-ଲି ସାହାର୍ଯ୍ୟରେ ଆ-କ୍ରମ-ଣ କରିଥିଲେ। କିଛିଦିନ ପୂର୍ବରୁ ସେହି ଯୁବକ ନାବାଳିକାକୁ ପ୍ରେମ ନିବେଦନ କରିଥିଲେ।

Google

ଏହାକୁ ନାବାଳିକା ଓ ପରିବାର ଲୋକମାନେ ପ୍ର-ତିବା-ଦ କରିଥିଲେ। ସେହି ରା-ଗରେ ଯୁବକଜଣଙ୍କ ଏଭଳି ଅ-ଭା-ବନୀ-ୟ ଘ-ଟ-ଣା ଘ-ଟାଇଥିବାର ସ-ନ୍ଦେହ କରାଯାଉଛି। ପୋ-ଲି-ସ ତ-ଦ-ନ୍ତ ଜା-ରି ରଖିଥିବା ସମୟରେ ଅ-ଭିଯୁ-କ୍ତ ଫେ-ରା-ର ଥିବା ଜଣାପଡିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *