ଶସ୍ତା ହେଲା ସୁନା,୬୦ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ ଦାମ। ଜଲଦି କିଣନ୍ତୁ, ଜାଣନ୍ତୁ ୧୦ ଗ୍ରାମ ସୁନାର ମୂଲ୍ୟ କେତେ ରହିଛି

ବଜାରରେ ସୁନା ଶସ୍ତା ହେବାସହ ଚାନ୍ଦି ମଧ୍ୟ 512 ଟଙ୍କା ଶସ୍ତା ହୋଇଯାଇଛି। ଇଣ୍ଡିଆ ବୁଲିୟନଆଣ୍ଡ ଜୁଏଲର୍ସ ଆସୋସିଏସନ ୱେବସାଇଟ ମୁତାବିକ ଜୁନ 9 ତାରିଖ 2021 ଦେଶର ମାର୍କେଟ ସୁନା ଓ ଚାନ୍ଦିର ଭାବ କିଛି ଏହିପରି ଅଟେ।

ଧାତୁ:-

ସୁନା 999 କ୍ୟାରେଟ ର ଦାମ ଜୁନ 9 ତାରିଖରେ ପ୍ରତି 10 ଗ୍ରାମକୁ 48981 ଟଙ୍କା ଥିବାବେଳେ ଜୁନ 8 ତାରିଖରେ ଏହାର ଦର ଥିଲା ପ୍ରତି 10 ଗ୍ରାମକୁ 49031। ସେହିପରି 995 କ୍ୟାରେଟ ସୁନାର ଦର ଜୁନ 9 ତାରିଖରେ ପ୍ରତି 10 ଗ୍ରାମକୁ 48785 ଟଙ୍କା ଥିଲା ଓ ଏହା 8 ତାରିଖରେ ପ୍ରତି 10 ଗ୍ରାମକୁ 48835 ଟଙ୍କା ହୋଇଗଲା। 916 କ୍ୟାରେଟ ସୁନାର ଦାମ 9 ତାରିଖରେ ପ୍ରତି 10 ଗ୍ରାମକୁ 44867 ଥିଲା ଓ ଏହାର ଗୋଟିଏ ଦିନ ପୂର୍ବରୁ ଏହାର ଦର ପ୍ରତି 10 ଗ୍ରାମକୁ 44912 ରହିଥିଲା। 750 କ୍ୟାରେଟ ସୁନାର ଦର ପ୍ରତି 10 ଗ୍ରାମକୁ 36736 ଟଙ୍କା ଥିଲା କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଏହାର ଦର 36773 ଥିଲା। ସେହିପରି 585 କ୍ୟାରେଟ ଗୋଲଡ଼ ର ମୂଲ୍ୟ ପ୍ରତି 10 ଗ୍ରାମକୁ 28654 ଥିଲା ଓ 8 ତାରିଖ ବେଳକୁ ଏହାର ଦର ପ୍ରତି 10 ଗ୍ରାମକୁ 28683 ଥିଲା।

ସେହିପରି ସିଲଭର 999 ଦାମ ପ୍ରତି 10 ଗ୍ରାମକୁ ଜୁନ 9 ତାରିଖରେ 70819 ଥିଲା ଓ ଜୁନ 8 କୁ ଏହାର ଦର 512 ଟଙ୍କା ହ୍ରାସ ପାଇ 71331 ରହିଥିଲା।

ଆପଣଙ୍କୁ ଜଣାଇଦେଉଛୁ କି, ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଜାରି କରାଯାଇଥିବା ଏହି ରେଟ ଓ ଆପଣଙ୍କ ସହରର ମୂଲ୍ୟ ଠାରୁ 500 ରୁ 1000 ଟଙ୍କା ମଧ୍ୟରେ ଅନ୍ତର ଆସିପାରେ।

60 ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ ସୁନାର ଦର:-

ଆଞ୍ଜେଲ ବ୍ରୋକିଂର ଡେପୁଟି ଭାଇସ ପ୍ରେସିଡେଣ୍ଟ ଅନୁଜ ଗୁପ୍ତାଙ୍କ କହିବାହେଲା, ସୁନା ଆଗାମୀ ଏକ ବର୍ଷ ମଧ୍ୟରେ 57 ହଜାର ରୁ 60 ହଜାର ପ୍ରତି 10 ଗ୍ରାମ ପହଞ୍ଚିବ। ସେ କହୁଛନ୍ତି କି, ଲମ୍ବା ସମୟ ପର୍ଯ୍ୟନ୍ତ ସୁନାରେ ନିବେଶ ଏକ ଫାଇଦା ଦାୟକ ସାବ୍ୟସ୍ତ ହୋଇଥାଏ।

IBJA ରେଟ ସାରା ଦେଶରେ ମାନ୍ୟ ଅଟେ:- 

ଆପଣଙ୍କୁ ଜଣାଇଦେଉଛୁ କି, ଇବଜା ଦ୍ୱାରା ଜାରି କରାଯାଇଥିବା ରେଟ ସାରା ଦେଶରେ ସର୍ବମାନ୍ୟ ଅଟେ। ଏହି ୱେବସାଇଟ ଦ୍ୱାରା ଦିଆଯାଇଥିବା ରେଟ ରେ ଜିଏସ୍ଟି ସାମିଲ ନଥାଏ। ସୁନା କିଣୁଥିବା ଓ ବିକ୍ରି କରୁଥିବା ସମୟରେ ଆପଣ ଇବଜା ରେଟ କୁ ଦେଖାଇପାରନ୍ତି। ଇଣ୍ଡିଆନ ବୁଲିୟନ ଜେୱେଲର୍ସ ଆସୋସିଏସନ ମୁତାବିକ, ଇବଜା ସାରା ଦେଶର 14ଟି ସେଣ୍ଟର ଭିତରୁ ସୁନା ଚାନ୍ଦିର ବର୍ତ୍ତମାନ ରେଟ କୁ ନେଇ ଏହାର ଆଭରେଜ ମୂଲ୍ୟ ବତାଇଥାଏ। ସୁନା ଚାନ୍ଦିର ବାସ୍ତବିକ ମୂଲ୍ୟ ହୁଏତ ସାଧାରଣତଃ ଏପଟ ସେପଟ ହୋଇଥାଏ କିନ୍ତୁ ଏହାର ମୂଲ୍ୟରେ ବହୁତ ଅନ୍ତର ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *