ସାବଧାନ : ଫଙ୍ଗଲ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ଏହି ଦୁଇଟି ଜିନିଷ ଠାରୁ ସର୍ବଦା ଦୂରେଇ ରୁହନ୍ତୁ, ନଚେତ ସୃଷ୍ଟି ହୋଇପାରେ ବଡ ବିପଦ

ଫଙ୍ଗଲ ସଂକ୍ରମଣ ବହୁତ ସାମାନ୍ୟ କଥା, କିନ୍ତୁ ଏହି କରୋନା କାଳରେ ଏହା ଜୀବନ ନେଇପାରେ। କରୋନାରୁ ଠିକ ହେବା ପରେ ହଜାର ଲୋକଙ୍କୁ ବ୍ଲାକ ଫଙ୍ଗଲ ସଂକ୍ରମଣର ଶିକାର ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ନିଜର ଜୀବନ ମଧ୍ୟ ହରାଇଦେଇଛନ୍ତି। ଏହି ସଂକ୍ରମଣ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ ହେବା କାରଣରୁ ଅଧିକ ବ୍ୟାପିଥାଏ। ବିଶେଷଜ୍ଞ କୁହନ୍ତିକି ଫଙ୍ଗସ ବାୟୁ, ମାଟି, ପାଣି ଓ ଗଛରେ ରୁହନ୍ତି। ଏମାନଙ୍କ ମଧ୍ୟରୁ କିଛି ଉପଯୋଗୀ ମଧ୍ୟ ହୋଇଥାନ୍ତି ଓ କିଛି ହାନିକାରକ ମଧ୍ୟ ହୋଇଥାନ୍ତି। ଏହି ହାନିକାରକ ଫଙ୍ଗସ ଯେତେବେଳେ ଶରୀର ଉପରେ ଆକ୍ରମଣ କରନ୍ତି ସେତେବେଳେ ସେମାନଙ୍କୁ ମାରିବା କଷ୍ଟ ହୋଇଥାଏ, କାରଣ ସେମାନେ ସମସ୍ତ ପ୍ରକାର ପର୍ଜ୍ଯାବରଣରେ ନିଜକୁ ରଖିପାରନ୍ତି ଓ ଜୀବନ୍ତ ମଧ୍ୟ ରୁହନ୍ତି। ଫଙ୍ଗଲ ସଂକ୍ରମଣକୁ କମ କରିବା କିମ୍ବା ଶେଷ କରିବା ପାଇଁ ଡାକ୍ତରଙ୍କ ଔଷଧକୁ ସେବନ କରିବାକୁ ପରାମର୍ଶ ଦିଅନ୍ତି, କିନ୍ତୁ ଏହା ସହିତ ଡାଏଟ ଉପରେ ମଧ୍ୟ ଧ୍ୟାନ ଦେବାକୁ କୂଅହନ୍ତି। କିଛି ଜିନିଷ ଏମିତି ଅଛି, ଯାହାକୁ ଫଙ୍ଗଲ ସଂକ୍ରମଣରେ ଖାଇବା ପାଇଁ ପରାମର୍ଶ ଦିଆଯାଏ ନାହିଁ। ଆସନ୍ତୁ ଜାଣିବା ତାହା କେଉଁ ଜିନିଷ…

ବାସୀ ଖାଇବା ଖାଆନ୍ତୁ ନାହିଁ:-

ସୂକ୍ଷ୍ମ ଫଙ୍ଗସ ଖାଦ୍ଯ ପଦାର୍ଥରେ ରହିଥାନ୍ତି, ଖାସକରି ଯେତେବେଳେ ସେ ଜିନିଷ ପୁରୁଣା ହୋଇଯାଏ କିମ୍ବା ତାକୁ ଠିକ ଭାବରେ ରଖାଯାଇ ନଥାଏ। ଏଥିପାଇଁ ବାସୀ ଜିନିଷ ଖାଇବା କଥା ନୁହେଁ। ଏହାଦ୍ବାରା କେବଳ ଫଙ୍ଗଲ ସଂକ୍ରମଣର ବିପଦ ରହିଥାଏ, ବରଂ ଫୁଡ ପଏଜନିଂରୁ ନେଇ ଏଲର୍ଜି ରିଏକ୍ସନ ଓ ଶ୍ଵସନ ସମ୍ବନ୍ଧିତ ସମସ୍ଯା ହୋଇପାରେ।

ଅଧିକ ମାତ୍ରାରେ ଚୀନ ଖାଆନ୍ତୁ ନାହିଁ:-

ବର୍ତ୍ତମାନ ପର୍ଯ୍ଯନ୍ତ ଏହା ଜଣାପଡିନାହିଁକି ଅଧିକ ମାତ୍ରାରେ ଚୀନର ସେବନ ଫଙ୍ଗଲ ସଂକ୍ରମଣ ହୋଇଥାଏ, କିନ୍ତୁ ଏହାଦ୍ବାରା ସଂକ୍ରମଣ ବ୍ୟାପୀବାର ବିପଦ ବଢିଥାଏ। ଏଥିପାଇଁ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ପଦାର୍ଥର ସେବନ ସନ୍ତୁଳିତ ମାତ୍ରାରେ କରନ୍ତୁ ଓ ଭଲ ହେବକି ଏହି ବିଷୟରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁକି ଫଙ୍ଗଲ ସଂକ୍ରମଣ ସମୟରେ କଣ ଖାଇବା କଥା ନୁହେଁ ଓ କଣ ଖାଇବା କଥା।

ଫଳ କମ ଖାଆନ୍ତୁ:- 

 ଫଳର ସେବନ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ, କିନ୍ତୁ ଫଙ୍ଗଲ ସଂକ୍ରମଣ ସମୟରେ ଅଧିକ ମାତ୍ରାରେ ଫଳର ସେବନ କ୍ଷତି ହୋଇପାରେ। କାରଣ ଫଳରେ ପ୍ରାକୃତିକ ଚିନି ସ୍ରୋତରେ ପ୍ରସ୍ତୁତ ହୁଏ, ଯେଉଁ କାରଣରୁ ଫଙ୍ଗଲ ସଂକ୍ରମଣ ବଢିପାରେ।

ବାଦାମ, ପିସ୍ତା ଖାଆନ୍ତୁ ନାହିଁ:-

ବାଦାମ, ପିସ୍ତା ଆଦିକୁ ମୋଲ୍ଡ ସଂଦୂଷଣ ମନାଯାଏ, ଫଙ୍ଗଲ ସଂକ୍ରମଣ ସମୟରେ ଅଧିକାଂଶ ଡାକ୍ତର ଏହିପରି ଖାଦ୍ୟ ପଦାର୍ଥର ସେବନ ନ କରିବାକୁ ପରାମର୍ଶ ଦିଅନ୍ତୁ। ଯଦି ଆପଣ ଫଙ୍ଗଲ ସଂକ୍ରମଣର ଚିକିତ୍ସା କରୁଛନ୍ତୁ, ତେବେ କିଛି ଦିନ ପର୍ଯ୍ଯନ୍ତ ଏହି ଖାଦ୍ଯ ପଦାର୍ଥକୁ ସେବନ କରନ୍ତୁ ନାହିଁ।

ନୋଟ:-

ଡ. ରାଜନ ଗାନ୍ଧୀ ଉଚ୍ଚମାନର ଏବଂ ଅଭିଜ୍ଞ ସାଧାରଣ ଚିକିତ୍ସକ। ସେ କାନପୁରର ଜିଏସଭିଏମ ମେଡିକାଲ କଲେଜରୁ ଏମବିବିଏସ ଶେଷ କରିଛନ୍ତି। ଏହା ପରେ ସେ ସିଏଚରେ ତାଙ୍କର ଡିପ୍ଲୋମା ସମାପ୍ତ କରିଥିଲେ। ବର୍ତ୍ତମାନ ସେ କାନପୁରର ଉଜାଲା ସିଗ୍ନସ କୁଲୱନ୍ତୀ ହସ୍ପିଟାଲରେ ମେଡିକାଲ ନିର୍ଦ୍ଦେଶକ ଏବଂ ସିନିୟର କନସଲଟାଣ୍ଟ ଚିକିତ୍ସକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଆଇଏମଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ) ର ଜୀବନ ସଦସ୍ୟ ମଧ୍ୟ ଅଟନ୍ତି। ଏହି କ୍ଷେତ୍ରରେ ଡକ୍ଟର ରାଜନ ଗାନ୍ଧୀଙ୍କ ୨୫ବର୍ଷର ଅଭିଜ୍ଞତା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *