ଦେଖନ୍ତୁ ଭିଡିଓ : ବହୁତ୍ କମ୍ ଲୋକ ଜାଣନ୍ତି ଏହି ରେକର୍ଡ : ବିରେନ୍ଦ୍ର ସେହ୍ୱାଗ ନିର୍ଧୁମ ଛେଚିଲେ ପାକିସ୍ତାନ ବୋଲରଙ୍କୁ, ଦୁଇଟି ବଲରେ ମାରିଲେ 21 ରନ ଓ ଏମିତି କରିବାରେ ହୋଇଗଲେ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ

ଭାରତର ପୂର୍ବ ସଲାମୀ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କୁ ତାଙ୍କର ଦ୍ରୁତଗତି ଓ ଆକ୍ରମକ ଭାବରେ ରନ ବନାଇବା ପାଇଁ ଜଣାଯାଇଥାଏ। କ୍ରିକେଟର କୌଣସି ବି ଫର୍ମାଟରେ ସବୁଠାରୁ ଖତରନାକ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଜଣେ ସେହ୍ୱାଗ ଆରମ୍ଭରୁ ହିଁ ବିପକ୍ଷ ଉପରେ ଆକ୍ରମଣ କରିବାର ପସନ୍ଦ କରିଥିଲେ। ସେ ସର୍ବଦା ନିଜର ପ୍ରଥମ ବଲକୁ ଚୌକା ମାରି ପାଳି ଆରମ୍ଭ କରିଥାନ୍ତି। ଦୁନିଆର ପ୍ରତିଷ୍ଠିତ ବୋଲର ମାନେ ମଧ୍ୟ ସେହ୍ୱାଗଙ୍କ ସାମ୍ନାରେ ବୋଲିଂ କରିବାକୁ କୁଣ୍ଠାବୋଧ କରିଥାନ୍ତି।

ବହୁତ କମ ଲୋକଙ୍କୁ ଏହା ଜଣାଅଛି କି ବୀରେନ୍ଦ୍ର ସେହ୍ୱାଗ 2 ରନରେ 21 ରନ କରିସାରିଛନ୍ତି। ଭାରତର ପୂର୍ବ ସଲାମୀ ବ୍ୟାଟ୍ସମ୍ୟାନ 2004 ମସିହାରେ ଭାରତ ଓ ପକିସ୍ତାନ ବିପକ୍ଷ ଏକଦିବସୀୟ ମ୍ୟାଚରେ ବୋଲର ରାଣା ନଭେଦୁଲ ହାସନଙ୍କ ବିପକ୍ଷରେ ଏହି କାରନାମା କରିଥିଲେ। ବୀରୁ ପ୍ରଥମ ବଲରେ ଚୌକା ମାରିଥିଲେ ଓ ଏହାକୁ ଅମ୍ପାୟାର ନୋ ଦେଇଥିଲେ। ସେହିପରି ଦ୍ଵିତୀୟ ବଲକୁ ମଧ୍ୟ ସେ ଚୌକା ମାରିଥିଲେ ଯାହାକି ପୁଣୁ ନୋ ବଲ ଦିଆଯାଇଥିଲା। ଏହାପରେ ପୁଣି ସେ ନୋ ବଲ ପକାଇ ଥିଲେ ଯାହାଦ୍ୱାରା ଭାରତକୁ ବିନା କୌଣସି ବଲରୁ 11 ରନ ମିଳିଥିଲା।

ଏହାପରେ ପୁଣି ସେ ନୋ ବଲ ପକାଇଥିଲେ ଓ ସେହ୍ୱାଗ ଚୌକା ମାରିଥିଲେ। ଏହାପରେ ଭାରତ ଗୋଟିଏ ବଲ ରୁ 16 ରନ ବନାଇଥିଲେ। ଏହାର ପରବର୍ତ୍ତୀ ବଲ ପୁଣି ନୋ ବଲ ହୋଇଗଲା ଓ ବୀରୁ ଚୌକା ଲଗାଇଥିଲେ। ଏହାପରେ ଭାରତ 2 ଟି ବଲରୁ 21 ରନ କରିଥିଲେ। ସେହ୍ୱାଗ ପ୍ରଥମ ଦୁଇଟି ବଲରେ 21 ରନ କରିବାରେ ସଫଳ ହୋଇଥିଲେ, ସେ ନିଜ ବ୍ୟାଟରେ 16 ରନ କରିଥିଲେ। ଏହାପରେ 5ଟି ନୋ ବଲ ସେ ପକାଇଥିଲେ।

ପାକିସ୍ତାନ ର ଦ୍ରୁତ ବୋଲର ଅନ୍ତିମ ତିନୋଟି ବଲରେ ତିନି ରନଦେଇ ଓଭର ସମାପ୍ତ କରିଥିଲେ। ଶେଷରେ ସେ ସେଇ ଓଭରରେ 24 ରନ ଦେଇଥିଲେ। ଏହାପରେ ସେହ୍ୱାଗ ଦୁନିଆର ସବୁଠାରୁ ପ୍ରଥମ ବ୍ୟାଟ୍ସମ୍ୟାନ ଭାବରେ ଏହି ରେକର୍ଡ଼ ନିଜ ନାମରେ କରିଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *