୨୮ ସ୍ତ୍ରୀ, ୧୩୫ ପିଲା ଓ ୧୨୬ ନାତି ନାତୁଣୀଙ୍କ ଆଗରେ ୩୭ ଥର ପାଇଁ ବାହା ହେଲେ ଏହି ବ୍ୟକ୍ତି,ଦେଖନ୍ତୁ ମଜାଦାର ଭିଡିଓ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ସେୟାର କରାଯାଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ହସାଉଥିବା ବେଳେ ଅନ୍ୟ କିଛି ଭିଡିଓ ଆଶ୍ଚର୍ଯ୍ୟ କରିଦେଇଥାଏ ଓ କିଛି ଭିଡିଓ ଶିକ୍ଷ୍ୟା ମଧ୍ୟ ଦେଇଥାଏ। ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଦେଖିବାପରେ କଣ ଏହା ସତରେ ହୋଇପାରେ ? ଏବେ ଆପଣ ଏହା ଭାବୁଥିବେ ଯେ ଏହି ଭିଡ଼ିଓରେ ଏମିତି କଣ ହୋଇଛି । ଆମେ ଆପଣଙ୍କୁ ଜଣାଇଦେଉଛୁ କି ଏକ ଲୋକ ସେ ତାର ପୁରା ପରିବାର ସାମ୍ନାରେ ୩୭ ଥର ପାଇଁ ବିବାହ କରୁଛି।

ସୋସିଆଲ ମିଡିଆରେ ଏହି ଦିନ ଗୁଡ଼ିକ କରେ ଗୋଟେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଜଣେ ବୟସ୍କ ଲୋକ ପୁରା ପରିବାର ଆଗରେ ବିବାହ କରୁଛି। ପ୍ରଥମ ନଜରରେ ଏହି ଭିଡିଓ ସାଧାରଣ ଲାଗୁଛି କିନ୍ତୁ ଯେତେବେଳେ ଏହା ପଛରେ ଥିବା କାହାଣୀ ଜଣା ପଡିଲା ତେବେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା କୁହା ଯାଉଛି ଯେ ଏହି ବୟସ୍କ ଲୋକ ଜଣଙ୍କ ୩୭ ଥର ପାଇଁ ବିବାହ କରୁଛି ଯାହା ସେ ଆଗରୁ ୩୬ ଥର ବାହା ହୋଇସାରିଛି। ସେ ତାର ଅନେକ ପିଲା ଓ ନାତି ନାତୁଣୀ ଙ୍କ ଆଗରେ ବାହା ହଉଛି।

ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ଏହି ଭିଡିଓ କୁ ସେୟାର କରାଯାଇଛି। ଟୁଇଟର ରେ ଏହି ଭିଡିଓ କୁ ଭାରତୀୟ ପୋଲିସ ବିଭାଗର ଅଧିକାରୀ ରୁପିନ ଶର୍ମା ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ସେ ଏଥିରେ କହିଛନ୍ତି ୨୮ ସ୍ତ୍ରୀ, ୧୩୫ ପିଲା ଓ ୧୨୬ ନାତି ନାତୁଣୀ ଙ୍କ ଆଗରେ ବର ତାର ୩୭ ଥର ବିବାହ କରୁଛନ୍ତି। ଆଉ ବହୁତ୍ ସାହସୀ ବୋଲି ମଧ୍ୟ କହିଛନ୍ତି। ଏହି ଭିଡିଓ ଏବେ ଖୁବ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *