ଦୁଇ ମହିଳା ପରସ୍ପରକୁ କି-ସ କଲେ,ଆଉ ସେମାନଙ୍କୁ ବାହାର କରିଦେଲେ ଅନ୍ୟ ମହିଳାମାନେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଆମେରିକା ର ଏକ ହୋଟେଲ ରେ ଥିବା ପୂଲ୍ ରେ ସେହି ସମୟରେ କୋଳାହଳ ଦେଖିବକୁ ମିଳିଥିଲା ଯେତବେଳେ lesbian couple କି-ସ୍ କରୁଥିବାର ଅନ୍ୟ ମହିଳା ଦେଖିଲେ ସେତେବେଳେ ସେମାନେ ରାଗି ଉଠିଲେ। ଏହି ମହିଳା ଦୁହିଁ ଙ୍କ କାର୍ଯ୍ୟକଳାପ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଉକ୍ତତ ହୋଇ ଯାଇଥିଲେ ଏବଂ ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ବାଧ୍ୟ କରିଥିଲେ।

ଏହି ଘଟଣା ଆମେରିକାର କାର୍ଲିଫନିଆ ସହରର କ୍ରିପଟନ ସାୟନ୍ ହୋଟେଲ ରେ ଘଟିଥିଲା। ସେଠାରେ ଉପସ୍ଥିତ ଥିବା ୫ଜଣ ମହିଳା ଏହି lesbian couple କି-ସ୍ କରିବାରୁ ବହୁତ୍ କଥା ଶୁଣେଇ ଥିଲେ। ଏହି ମହିଳାଙ୍କର ଦାବି କରିଥିଲେ କି ଏହି couple ପିଲାଙ୍କ ଆଗରେ ଏହି ସବୁ କାର୍ଯ୍ୟକଳାପ କରିଥିଲେ।

କିନ୍ତୁ ଏହି couple ଙ୍କ ମଧ୍ୟରୁ ଜଣେ ମହିଳା ଡୋମିନିଆ କେପି ଆଇଏକ୍ସ ଙ୍କ ସହ କଥାବାର୍ତ୍ତା ରେ ଏହା କହିଥିଲେ କି ସେଠାରେ ବହୁତ୍ ଯୋଡ଼ି ଥିଲେ ଏବଂ ସେମାନେ straight ଲୋକ ଥିଲେ। ସେମାନେ ବହୁତ୍ ପ୍ରକାର ରୋମାଣ୍ଟିକ କାର୍ଯ୍ୟ କରୁଥିଲେ କିନ୍ତୁ ଏହି ମହିଳା ମାନଙ୍କୁ କେବଳ ଆମକୁ ରୋକିବାକୁ ଟାର୍ଗେଟ କରିଥିଲେ।

ଏହି ମହିଳା ମନେ ଡୋମିନିଆ ଙ୍କ ପାଖରେ ପହଞ୍ଚିଲେ ଏବଂ କିସ୍ କରିବାକୁ ମନା କଲେ। ଏହା ପରେ ମଧ୍ୟ ସେମାନେ ସୁରକ୍ଷାକର୍ମୀ ଙ୍କୁ ଡାକି ଦେଇଥିଲେ। ପରେ ଡୋମିନିଆ ଏବଂ ତାଙ୍କ ପାଟନର ସେହି ମହିଳା ମାନଙ୍କୁ ହୋମୋ ଫୋବିକ୍ କହିଥିଲେ।

ସେଠାରେ ଥିବା ଲୋକ ଗହଳି ଏହି ମହିଳା ମାନଙ୍କ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହା ପରେ ଏହି ମହିଳାଙ୍କୁ ସେଠାରୁ ବାହାର କରିବାକୁ ପଡିଲା। ସେମାନେ ଯିବା ସମୟରେ ଲୋକ ମାନଙ୍କୁ ଗାଳି କରିବା ସହ ମିଡ଼ିଲି ଆଙ୍ଗୁଠି ମଧ୍ୟ ଦେଖେଇ ଥିଲେ। ଘଟଣାକୁ ଆଟ୍ କଲିଗୋଷ୍ ନାମକ ଏକ ଲୋକ କ୍ୟାମେରାରେ କ୍ୟପଚର କରିଥିଲେ।

ଆଟ୍ ଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଠାରେ ଏହି ହୋଟେଲ ର ଜଣେ ପ୍ରବକ୍ତା କହିଥିଲେ କି ହୋମୋ ଫୋବିକ୍ କିସ୍ ର କୋୖଣସି ସମ୍ପର୍କ ନାହିଁ। ପ୍ରକୃତରେ ଏହି couple ଚୋଟ ପିଲା ଙ୍କ ଆଗରେ ଖରାପ କାମ କରୁଥିବାରୁ ତାଙ୍କୁ ଏହା ଭୋଗିବାକୁ ପଡିଲା।

ଏହି ହୋଟେଲର ମ୍ୟାନେଜର ନିକି ଏହା କହିଥିଲେ କି କୌଣସି ପ୍ରକାର ଭେଦ ଭାବ କୁ ପ୍ରଶୟ ଦିଆଯିବ ନାହିଁ। ହୋଟେଲର ପୁଲ୍ ରେ ଥିବା ଅତିଥି ଙ୍କ ମଧ୍ୟରେ କିଛି ବୁଝା ମଣା ରେ ଫରକ୍ ରହିଛି। ତେଣୁ ଏହା ଆମେ ଆମର ନଜର କୁ ନେଇଛୁ।

ଏକଥା ମଧ୍ୟ କହିଛନ୍ତି କି କ୍ରୀପ୍ତନ ସବୁ ବେଳେ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ସମ୍ମାନ ଦେଇଥାଏ। ଏହି ଘଟଣା କେବଳ ଭୁଲ ବୁଝାମଣା ପାଇଁ ଘଟିଥିଲା ନା କି ସେଥିରେ ଆଉ କିଛି ଥିଲା ବୋଲି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *