ଦିଲ୍ଲୀ କ୍ୟାପିଟାଲସର ଏହି ଖେଳାଳି ଧୋନୀଙ୍କ ଉପରେ ଦେଲେ ବଡ଼ ବୟାନ,କହିଲେ ଧୋନୀଙ୍କୁ ବ୍ୟାଟିଂ କରିବା ଜଣାନାହିଁ

ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଏନରିଚ ନୋର୍କୀଆ ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଦିଲ୍ଲୀ ଦଳରେ ଭାଗ ନେବାପୂର୍ବରୁ ସେ ଚେନ୍ନାଇ ସୁପର କିଙ୍ଗସ ଦଳର ମଧ୍ୟ ଅଙ୍ଗ ଥିଲେ। ସେ 2010 ସମୟରେ ଚେନ୍ନାଇ ପାଇଁ ନେଟସରେ ଧୋନୀଙ୍କୁ ବୋଲିଂ କରୁଥିବା ସମୟରେ ଏହାକୁ ମନେପକାଇ ଏକ ବଡ଼ ବୟାନ ଦେଇଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ କି, ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲର 2010 ମସିହାରେ ଚେନ୍ନାଇର ନେଟସ ବୋଲର ଭାବରେ କାମ କରୁଥିଲେ। ଚେନ୍ନାଇ ସୁପର କିଙ୍ଗସ ଏମିତି ଏକ ସଫଳ ଭାରତୀୟ ଫ୍ରାଞ୍ଚାଇଜ ଯିଏକି ଦୁଇଥର 2010 ଓ 2014 ମସିହାରେ ଚମ୍ପିୟାନସିପ ଫାଇନାଲ ଲିଗ ଜିତିଥିଲା। ନୋର୍କୀଆ କହିଥିଲେ, ଧୋନୀଙ୍କ ଫୁଟୱାର୍କକୁ ଦେଖି ତାଙ୍କୁ ଲାଗୁଥିଲା କି, ଦଳର ଅଧିନାୟକ ନେଟସ ରେ ସଙ୍ଘର୍ଷ କରୁଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ ବର୍ତ୍ତମାନ ଏନରିଚ ନୋର୍କୀଆ ଦିଲ୍ଲୀ କ୍ୟାପିଟାଲସ ପାଇଁ ଖେଳୁଛନ୍ତି କିନ୍ତୁ 2010 ମସିହାରେ ସେ ମାତ୍ର 16 ବର୍ଷ ବୟସର ଥିବା ସମୟରେ ଚେନ୍ନାଇ ପାଇଁ ନେଟସରେ ବୋଲିଂ କରୁଥିଲେ। ଦ ଗ୍ରେଡ଼ କ୍ରିକେଟର କଥାବାର୍ତ୍ତା ସମୟରେ ନୋର୍କୀଆ କହିଥିଲେ, ମୁଁ ସେତେବେଳେ ବଡ଼ ନଥିଲି ତ ମୋତେ କୌଣସି କଥାକୁ ନେଇ ଭୟ ଲାଗୁନଥିଲା। ସେତେବେଳେ ବୟସ କମ ଥିବାରୁ ମୁଁ ଦ୍ରୁତ ଗତିରେ ମଧ୍ୟ ବୋଲିଂ କରିପାରେନାହିଁ। ନୋର୍କୀଆ କହିଥିଲେ,ସେ ବହୁତ ସମୟରେ ନିଜ ଗୋଡ଼ର ସଠିକ ଭାବରେ ବ୍ୟବହାର କରିପାରନ୍ତିନାହିଁ। ବୋଲର ଆଗକୁ କହିଥିଲେ କି, ଧୋନୀ ଏତେ ଭଲ ବ୍ୟକ୍ତି ଅଟନ୍ତି କି ସେ ସମସ୍ତଙ୍କ ସହିତ ଖୁସିରେ ମିଶିଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *