୨୦୨୧ ରେ ସମୁଦ୍ରରେ ଆସିବ ଭୟଙ୍କର ତାଣ୍ଡବ ! ଏହି ୩ ବନ୍ଧୁ କଲେ ଦାବୀ,ଜାଣନ୍ତୁ ପୁରା ଘଟଣା

ଦୁନିଆରେ ଏମିତି ବହୁତ ଲୋକ ରହିଛନ୍ତି ଯିଏ ସାମ୍ନାକୁ ଆସି ଟାଇମ ଟ୍ରାଭେଲର କଥା କହିଥାନ୍ତି|ଏହି ଲୋକମାନେ ଭବିଷ୍ୟତକୁ ଯାଇ ବହୁ ପ୍ରକାରର ଘଟିବାରୁ ଥିବା ଘଟଣା ସମ୍ପର୍କରେ କହିଥାନ୍ତି|ଯଦିଓ ତାଙ୍କ ଦାବିର ପ୍ରମାଣ ନଥାଏ|ଏହା ଫଳରେ ଲୋକମାନେ ତାଙ୍କ କଥାରେ ବିଶ୍ବାସ କରନ୍ତି ନାହିଁ|ଏଵେ ଏମିତି ସମୟ ଚାଲୁଅଛି ଯେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଭବିଷ୍ୟତ କ’ଣ ରହିଛି?ଏହି ସମ୍ଭାବନା ମଧ୍ୟରେ ୩ଵନ୍ଧୁ କହିଛନ୍ତି ଯେ ଭବିଷ୍ୟତ ସମୟ ମଧ୍ୟ ଭଲ ରହିବ ନାହିଁ|

ଟିକଟକରେ ଭିଡିଓ ଅପଲୋଡ କରି ନିଜ ଦାବିର ଖୁଲାସା କରିଛନ୍ତି|ସେ ଲେଖିଛନ୍ତି ଆସିବାକୁ ଥିବା ସମୟ ବହୁତ ଖରାପ|ତାଙ୍କ ପାଖରେ ତ କୈାଣସି ପ୍ରମାଣ ନାହିଁ କିନ୍ତୁ ସେ ଦାବି କରିଛନ୍ତି ଯେ ଭବିଷ୍ୟତ ସମୟ ଭୟଙ୍କର ଘଟଣାରେ ପରିପୂର୍ଣ୍ଣ|ନିଜର ଦାବିକୁ ଜାହିର କରିବାକୁ ଯାଇ ଏହି ବନ୍ଧୁମାନେ ଯେଉଁ ଭିଡିଓ ଅପଲୋଡ଼ କରିଛନ୍ତି ସେଥିରେ ବହୁ ଫିକ୍ସନାଲ ଫିଲ୍ମ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ର କ୍ଲିପ ବ୍ୟବହାର ହୋଇଛି|ଏହି ଭିଡିଓ ଅପଲୋଡ ହେବା କ୍ଷଣି ଲକ୍ଷାଧିକ ଫଲୋୟର ହୋଇଛନ୍ତି|ଉଚ୍ଚା ଲହରୀ ସହ ରଚିବ ତାଣ୍ଡବ|

ଏହି ଟାଇମ ବ୍ଲଗର ମାନେ ଦାଵି କରିଛନ୍ତି ଯେ ସେ ଭବିଷ୍ୟତରୁ ଫେରିଛନ୍ତି|ପୂର୍ବବର୍ଷ ଡିସେମ୍ବରରେ ସେ ଯେତେବେଳେ ପୃଥିବୀ ପାଖକୁ ଆସିଲେ ସେ ଯାହା ଦେଖିଲେ ତାହା ସେୟାର କରି ଲୋକଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଥିଲେ|ସେ ମଧ୍ୟ କହିଛନ୍ତି ୨୦୨୧ରେ କରୋନା କେଵଳ ସମସ୍ୟା ହେବ ନାହିଁ|ଖରାରେ ସମୁଦ୍ରର ବିଶାଳ ଲହଡି ତାଣ୍ଡବ ମଚେଇବ|ବାସ କିଛିଦିନ ପରେ ଏହି ତାଣ୍ଡବ ଆରମ୍ଭ ହେବ|ଯଦିଓ ଏହା ବ୍ୟତୀତ ଅନ୍ୟ କୌଣସି ତଥ୍ୟ ଦେଇନାହାନ୍ତି|

ଏହି ବନ୍ଧୁଙ୍କ ଦ୍ଵାରା ସେୟାର କରାଯାଇଥିବା ଭିଡିଓ ପରେ ଲକ୍ଷ୍ୟଲକ୍ଷ୍ୟ ଭିଉ ମିଳିଥିଲା|ଏଥିରେ କେଵଳ ଲହଡିର ତାଣ୍ଡବ କଥା କୁହାଯାଇଛି|ଏମିତିରେ ଲୋକମାନେ ଡିଟେଲ ମାଗିଛନ୍ତି ଓ ଏହି ତାଣ୍ଡବ କେଉଁଠି ଆସିବ ବୋଲି କହିଛନ୍ତି?କିଛି ଲୋକ ତାରିଖ ବିଷୟରେ ମଧ୍ୟ ପଚାରିଛନ୍ତି|ଏହି ଭିଡିଓକୁ ଦେଖି ଜଣେ ୟୁଜର ଲେଖିଛନ୍ତି ଯେ ଯଦି ଏହି ତାଣ୍ଡବ ଖରାଦିନେ ଆସୁଛି ତେଵେ ପକ୍କା ଏହା କାର୍ଲିଫର୍ଣିଆରେ ଆସିବ|ଆଉଜଣେ ପଚାରିଛି ଯଦି ତୁମେ ଭବିଷ୍ୟତରୁ ଆସିଛ ତାରିଖ ଓ ସ୍ଥାନ ବିଷୟରେ ଉଲ୍ଲେଖ କର|

ସୋସିଆଲ ମିଡିଆରେ ଆଉ ଜଣେ ବ୍ୟକ୍ତି ଟିକଟକ ଭିଡିଓ ସେୟାର କରି ଭବିଷ୍ୟବାଣୀ କରିଛନ୍ତି ଯେ ୬ ଅକ୍ଟୋବର ୨୦୨୧ ଦିନ ଏକ ଅଜବ ପ୍ରାଣୀ ଦୁନିଆକୁ ଆସିବ|ଏହି ଜୀବ ଅଷ୍ଟ୍ରେଲିଆର ଜଙ୍ଗଲରେ ମିଳିବ|ସେ ଦାବି କରିଛନ୍ତି ଯେ ସେ ୨୫୮୨ରୁ ଫେରିଛନ୍ତି|ସୋସିଆଲ ମିଡିଆରେ ଏହିଭଳି ଦାବି ଫଳରେ ସମ୍ବେଦନଶୀଳ ହେଉଛି|ତାଙ୍କର ଦାବି କେତେଦୂର ସତ୍ୟ ଆସନ୍ତା ସମୟରେ କ୍ଲିୟର ହେବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *