ଦୁଃ-ଖ-ଦ ଖବର : ୫ ମିନିଟ ପାଇଁ ବନ୍ଦ ହେଲା ଅକ୍ସିଜେନ ସପ୍ଲାଏ,ଆଉ ଚାଲିଗଲା ୨୨ ଜୀବନ

କରୋନାର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଦ୍ୱିତୀୟ ଲହରରେ କରୋନା ଭାଇରସ ସିଧାସଳଖ ଫୁସଫୁସକୁ ଆ-କ୍ରମ-ଣ କରୁଅଛି। ଆଉ ଏହି ସମୟରେ କରୋନା ରୋଗୀମାନଙ୍କ ପାଇଁ ଅକ୍ସିଜେନ ହେଉଛି ରାମବା-ଣ। କିଛି କିଛି ସ୍ଥାନରେ ଅକ୍ସିଜେନର ଅଭାବ ଥିବାର ଅ-ଭିଯୋ-ଗ ମଧ୍ୟ ହେଉଛି। ଏହାରି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସୁଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଆଗ୍ରାର ଏକ ଘରୋଇ ହସ୍ପିଟାଲରେ ଅକ୍ସିଜେନ ମକ ଡ୍ରିଲ ସମୟରେ ୨୨ ଜଣ ରୋଗୀଙ୍କର ମୃ-ତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି।

ଆଗ୍ରାର ଏହି ଘରୋଇ ହସ୍ପିଟାଲ ମାଲିକଙ୍କର ଭିଡିଓ ବହୁତ ଭାଇରାଲ୍ ହେଉଛି। ଭିଡିଓରେ ଯାହା ଶୁଣିବାକୁ ମିଳୁଛିଯେ ଏପ୍ରିଲ ୨୬ ତାରିଖ ଦିନ ଅକ୍ସିଜେନକୁ ମାତ୍ର ୫ ମିନିଟ ପାଇଁ ଅକ୍ସିଜେନର ସପ୍ଲାଏକୁ ବନ୍ଦ କରାଯାଇଥିଲା। ଏହି ଏକ୍ସପେରିମେଣ୍ଟରେ ଗୁ-ରୁତ-ର ପୀ-ଡ଼ି-ତ ହୋଇଥିବା ରୋଗୀଙ୍କ ଉପରେ କରାଯାଇଥିଲା।

Google

ଭାଇରାଲ ଭିଡିଓରେ ହସ୍ପିଟାଲର ମ୍ୟାନେଜର କହୁଛନ୍ତିଯେ ଅକ୍ସିଜେନ ଅ-ଭା-ବରୁ ମୋଦିନଗରରୁ ସପ୍ଲାଏ ମଗା ଯାଉଥିଲା। ଏହାରି ମଧ୍ୟରେ ସେ ରୋଗୀଙ୍କ ପରିବାରକୁ ସେମାନଙ୍କୁ ଡି-ସଚା-ର୍ଜ କରିବାକୁ କହୁଥିବାର ଶୁଣିବାକୁ ମିଳିଛି, କିନ୍ତୁ କେହିବି ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହା ପରେ ସେ ଏକ ଏକ୍ସପେରିମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଭିଡିଓରେ ସେ କହିଛନ୍ତିଯେ ମକ ଡ୍ରିଲ ପାଇଁ ଏପ୍ରିଲ୍ ୨୬ ତାରିଖ ଦିନ ସକାଳ ୭ଟା ବାଜି ୫ମିନିଟରେ ଅକ୍ସିଜେନ ସପ୍ଲାଏ ବନ୍ଦ କରିଦିଆଯାଇଥିଲା। ଯାହା ପରେ ୨୨ ଜଣ ରୋଗୀଙ୍କୁ ନି-ଶ୍ୱା-ସ ପ୍ର-ଶ୍ୱାସ ନେବାପାଇଁ ସମସ୍ୟା ହୋଇଥିଲା। ସେମାନଙ୍କର ଶରୀର ଧୀରେ ଧୀରେ ନୀ-ଳ ପଡ଼ିବାରେ ଲାଗିଲା। ଏହା ପରେ ସେ ନିଷ୍ପତ୍ତି ନେଲେଯେ ଏହି ରୋଗୀମାନେ ବିନା ଅକ୍ସିଜେନରେ କୌଣସି ପରିସ୍ଥିତିରେ ବଞ୍ଚି ପାରିବେ ନାହିଁ। ଏହା ପରେ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିବା ୭୨ ରୋଗୀଙ୍କ ପରିବାର ଲୋକ ନିଜେ ଅକ୍ସିଜେନ ମଗାଇବେ ବୋଲି କଥା ହେଉଥିଲେ।

ଏହି ଘ-ଟ-ଣା ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶର ସରକାର ଏହାର ତ-ଦ-ନ୍ତ ପାଇଁ ଆଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତିଯେ ଉକ୍ତ ଘରୋଇ ହସ୍ପିଟାଲରେ ଅକ୍ସିଜେନ ଯୋଗାଇବାରେ ସମସ୍ୟା ଥିବାର ଅ-ଭିଯୋ-ଗ ଆସିଛି। ବର୍ତ୍ତମାନ ଏହି ମା-ମ-ଲାର ତ-ଦ-ନ୍ତ ଚାଲିଛି। ଯାଞ୍ଚ ପ୍ରକ୍ରିୟା ପୂରଣ ହେବା ପରେ ସମସ୍ତଙ୍କୁ ଏହି ବିଷୟରେ ସୂଚନା ଦିଆଯିବ ବୋଲି ଉତ୍ତରପ୍ରଦେଶର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ତେବେ ଅକ୍ସିଜେନର ମକ ଡ୍ରିଲରେ ୨୨ ଜଣ କରୋନା ରୋଗୀଙ୍କର ଜୀବନ ଯାଇଥିବାର ଆ-ଶ-ଙ୍କା କରାଯାଉଛି। ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲର ମାଲିକ ଅରିଞ୍ଜୟ ଜୈନ ବର୍ତ୍ତମାନ ସ-ନ୍ଦେ-ହ ଘେରକୁ ଆସିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ଅଧିକାରୀ ମା-ମ-ଲାର ଯା-ଞ୍ଚ କରାଯାଉଛି କହିଛନ୍ତି। ତେବେ ଜିଲ୍ଲାଧିକାରୀ ୨୨ ଜଣଙ୍କର ମୃ-ତ୍ୟୁ ହୋଇଥିବା ଖବର ଭୁଲ ବୋଲି କହିଛନ୍ତି।

ଆଗ୍ରାର ସିଏମଓ ଡାକ୍ତର ଆରସି ପାଣ୍ଡେ କହିଛନ୍ତିଯେ ଭିଡିଓର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ତେବେ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାରରେ ହସ୍ପିଟାଲ୍ ମାଲିକ ଜୈନ୍ ଭିଡିଓରେ ସେ ଥିବା କଥା ସ୍ୱୀ-କା-ର କରିଛନ୍ତି। କିନ୍ତୁ ତାଙ୍କ ତଥ୍ୟକୁ ଭୁଲ୍ ପରିବେଷଣ କରାଯାଉଛି ବୋଲି ଜୈନ କହିଛନ୍ତି । ଜୈନ୍ କହିଛନ୍ତି, ଏପ୍ରିଲ୍ ୨୬ ତାରିଖରେ ୪ ଜଣ ଓ ୨୭ ତାରିଖରେ ୩ ଜଣ କରୋନା ରୋଗୀଙ୍କର ମୃ-ତ୍ୟୁ ହୋଇଥିଲା। ଅକ୍ସିଜେନ ଅ-ଭା-ବରୁ ଅତିକମରେ ୨୨ ଜଣ ରୋଗୀଙ୍କ ମୃ-ତ୍ୟୁ ହୋଇଥିବାର ପ୍ରଶ୍ନରେ ଜୈନ କହିଛନ୍ତିଯେ ବର୍ତ୍ତମାନ ତାଙ୍କ ନିକଟରେ ଉଚିତ ପ୍ରମାଣ ମହଜୁଦ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *