ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ହେଲା ୭ ବର୍ଷ ଜେ-ଲ

ଆମ ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ଠ-କେ-ଇ ଓ ଜା-ଲିଆ-ତି ମା-ମ-ଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋ-ର୍ଟ ୭ବର୍ଷର ଜେ-ଲଦ-ଣ୍ଡ ଘୋଷଣା କରିଛନ୍ତି। ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋ-ର୍ଟ ୬ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ(୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠ-କେ-ଇ ମା-ମ-ଲାରେ ଦୋ-ଷୀ ସାବ୍ୟସ୍ତ କରି ଜେ-ଲ ପଠାଇଛନ୍ତି।

ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀ ବ୍ୟବସାୟୀ ଏସଆର ମହାରାଜଙ୍କୁ ଠ-କିଥି-ବାର ଅ-ଭିଯୋ-ଗ ଆସିଛି। ଏସଆର ମହାରାଜ ଭାରତରୁ ନନ-ଏକଜିଷ୍ଟେଣ୍ଟ କନସାଇନମେଣ୍ଟ ଆମଦାନୀ ଶୁଳ୍କକୁ କ୍ଲିୟର କରାଇବା ପାଇଁ ଲତା ରାମଗୋବିନଙ୍କୁ ୬.୨ ମିଲିୟନ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ ଆଡଭାନ୍ସ ଦେଇଥିଲେ। ଆଉ ସେଥିରୁ ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ଲାଭର ଏକ ଅଂଶ ଦେବାପାଇଁ ପ୍ର-ତିଶୃ-ତି ଦେଇଥିଲେ।

Google

ଜଣାଶୁଣା ରାଇଟ୍ସ ଆକ୍ଟିଭିଷ୍ଟ ଇଲା ଗାନ୍ଧି ଓ ଦିବଙ୍ଗତ ମେଓ୍ବା ରାମଗୋବିନଙ୍କ ଝିଅ ଲତା ରାମଗୋବିନଙ୍କୁ ଡର୍ବାନ ସ୍ପେଶାଲାଇଜଡ କର୍ମଶିଆଲ କ୍ରା-ଇ-ମ କୋ-ର୍ଟ ଦୋ-ଷୀ ସାବ୍ୟସ୍ତ ଏବଂ ଦ-ଣ୍ଡବି-ଧାନ ବି-ରୁ-ଦ୍ଧରେ ଅପିଲ କରାଯାଇଥିବା ଅନୁମତିକୁ ମଧ୍ୟ ଖାରଜ କରିଦିଆଯାଇଛି। ୨୦୧୫ରେ ଯେତେବେଳେ ଲତା ରାମଗୋବିନଙ୍କ ବି-ରୁ-ଦ୍ଧରେ ଏହି ମା-ମ-ଲାର ଟ୍ରାଏଲ ଆରମ୍ଭ ହୋଇଥିଲା, ସେତେବେଳେ ନ୍ୟାଶନାଲ ପ୍ରୋସିକ୍ୟୁଟିଙ୍ଗ ଅଫରିଟି(ଏନପିଏ) ବ୍ରିଗେଡିୟର ହାଙ୍ଗୱାନୀ ମୁଲାଉଦଜ କହିଥିଲେ ଯେ, ଲତା ରାମଗୋବିନ ନିବେଶକଙ୍କୁ ମନାଇବା ପାଇଁ ଫ-ର୍ଜି ଚାଲାଣ ଓ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ।

ଯାହାଦ୍ବାରା କି, ଲତା ରାମଗୋବିନଙ୍କୁ ୫୦ହଜାର ରାଣ୍ଡ ସହିତ ଜା-ମିନ ଦିଆଯାଇଥିଲା। ଆଉ ସୋମବାର ଶୁଣାଶି ସମୟରେ କୋ-ର୍ଟ କହିଛନ୍ତି ଯେ, ଲତା ରାମଗୋବିନ ନ୍ୟୁ ଆଫ୍ରିକା ଆଲିଆନ୍ସ ଫୁଟୱେର ଡିଷ୍ଟ୍ରିବ୍ୟୁଟର୍ସର ନିର୍ଦ୍ଦେଶକ ମହାରାଜଙ୍କ ସହିତ ୨୦୧୫ ମସିହା ଅଗଷ୍ଟ ମାସରେ ସାକ୍ଷାତ କରିଥିଲେ। ଆଉ ଏହି କମ୍ପାନୀ କପଡା,ଲିନେନ ଓ ଜୋତାର ଆମଦାନୀ ଓ ନିର୍ମାଣ ସହିତ ବିକ୍ରି ମଧ୍ୟ କରିଥାଏ।

Google

ମହାରାଜଙ୍କ କମ୍ପାନୀ ଅନ୍ୟ କମ୍ପାନୀମାନଙ୍କୁ ଲାଭ ପାଇବା ଆଶାରେ ଅର୍ଥ ଦେଇଥାନ୍ତି। ରାମଗୋବିନଙ୍କ ପରିବାର ଓ ନେଟ କେୟାର ଡକ୍ୟୁମେଣ୍ଟ କାରଣ ହେତୁ ମହାରାଜ କରଜ ଦେବା ପାଇଁ ଲତାଙ୍କ ସହିତ ଏକ ଲିଖିତ ଚୁକ୍ତି କରିଥିଲେ। କିନ୍ତୁ, ଯେତେବେଳେ ସେ ଏହି ଠ-କେ-ଇ ବିଷୟରେ ଜାଣିବାକୁ ପାଇଥିଲେ, ସେ ଲତାଙ୍କ ବି-ରୁ-ଦ୍ଧରେ ଅ-ପରା-ଧିକ ମା-ମ-ଲା ଦା-ୟର କରିଛନ୍ତି।

Leave a Reply

Your email address will not be published. Required fields are marked *