ଦେଖନ୍ତୁ ଭିଡିଓ : ନିଜ ବାହାଘରରେ ବର- କନ୍ୟା କଲେ ଏପରି ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖି ଲୋକ କହିଲେ – “ଏମାନଙ୍କ କୁଣ୍ଡଳୀ ପୁରା ମିଶିଯାଇଛି”

ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ମଜାଳିଆ ଭିଡିଓ ଗୁଡିକ ଭାଇରଲ ହୋଇଥାଏ | ଏଥିମଧ୍ୟରୁ କିଛି ହସିବା ଭଳି ଭିଡିଓ ହୋଇଥାଏ ତ ଆଉ କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ମଧ୍ୟ ହୋଇଥାଏ | ସେହିପରି କିଛି ଭିଡିଓ ଏପରି ହୋଇଥାଏ ଯେ ତା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ | ବର୍ତ୍ତମାନ ଏପରି ଏକ ଭିଡିଓ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ଯାହାକୁ ଦେଖିବା ପରେ ସମସ୍ତଙ୍କ ମୁହଁରୁ ହସ ବାହାରି ପଡୁଛି |

ଆମେ ସମସ୍ତେ ଜାଣିଛନ୍ତି ଯେ ବିବାହ ଦିନଟି ବର-କନ୍ୟାଙ୍କ ପାଇଁ ସବୁଠାରୁ ବିଶେଷ ଦିନ ହୋଇଥାଏ | ଏହାକୁ ସ୍ମୃତିପୂର୍ଣ କରିବାପାଇଁ ଲୋକମାନେ ବହୁତ କିଛି କରିଥାନ୍ତି | ଅନେକଥର ସେମାନଙ୍କୁ ପ୍ରଶଂସା କରାଯାଏ ତ ଆଉ କେତେଥର ସେମାନଙ୍କୁ ଉପହାସ ମଧ୍ୟ କରାଯାଏ | କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓଟି ଭାଇରଲ ହେଉଛି, ତାକୁ ଦେଖିବାପରେ ଆପଣ ମଧ୍ୟ କହିବେ ଯେ ‘ ପ୍ରକୃତରେ ଯୋଡି ଉପରବାଲା ହିଁ ତିଆରି କରିଥାଏ’ |

ଦେଖନ୍ତୁ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବର ଏବଂ କନ୍ୟା ଗୀତ ବାଜିବା ଆରମ୍ଭ ହେବାମାତ୍ରେ ନାଚିବା ଆରମ୍ଭ କରିଦିଅନ୍ତି | ଦୁହେଁ ପରସ୍ପରକୁ ଦେଖି ଡ୍ୟାନ୍ସ କରିବା ଆରମ୍ଭ କରିଦିଅନ୍ତି | ଦୁହିଁଙ୍କ ଡ୍ୟାନ୍ସ ଏତେ ଜବରଦସ୍ତ ଯେ ଲୋକମାନେ କହିବାକୁ ଲାଗିଲେ କୁଣ୍ଡଳୀ ପୁରା ମିଶିଯାଇଛି | ଏହି ଭିଡିଓ ଭାଇରଲ ହେବାପରେ ଲୋକମାନେ ବହୁତ ହସୁଛନ୍ତି ଏବଂ ନିଜ ନିଜର ରିଆକ୍ସନକୁ କମେଣ୍ଟ ମାଧ୍ୟମରେ ଦେବାରେ ଲାଗିଛନ୍ତି |

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ହେଉଛି | ଏହି କାରଣରୁ ଅନେକ ୟୁଜର ନିଜର ପ୍ରତିକ୍ରିୟା ମଧ୍ୟ ଲେଖୁଛନ୍ତି | ଜଣେ ୟୁଜର କହିଛନ୍ତି ଯେ ଏ ଦୁହେଁ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ମିଶିଛନ୍ତି | ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ଏହା ସବୁଠାରୁ ଭଲ ଜିନିଷ ଅଟେ, ଯାହା ମୁଁ ଏ ବର୍ଷ ଦେଖିପାରିଲି, ଅଦ୍ଭୁତ ! ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ଏହି ଭିଡିଓରେ ଅଲଗା ଅଲଗା ଷ୍ଟାଇଲରେ ପ୍ରଶଂସା କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *