ବହୁତ ଅଜବ ପ୍ରକାରର ଅଟେ ବଜାରକୁ ଆସିଥିବା ଏହି ନୁଆଁ LED ଭିଡିଓ, ପିନ୍ଧିବା ମାତ୍ରେ ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ

କରୋନା ଭାଇରସ ସଂକ୍ରମଣ ସମସ୍ତଙ୍କ ଜୀବନକୁ ସମ୍ପୂର୍ଣ ଭାବେ ବଦଳାଇ ରଖିଦେଇଛି | ନ୍ୟୁ ନର୍ମାଲ ଲାଇଫରେ ଯଦି ଆପଣ ବଂଚିବାକୁ ଚାହୁଁଛନ୍ତି, ତେବେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପଡିବ | କହିବାକୁ ଗଲେ ମାସ୍କ ଏବଂ ସାନିଟାଇଜର ଭଳି ଜିନିଷ ବର୍ତ୍ତମାନ ଆମର ଲାଇଫଷ୍ଟାଇଲର ଜରୁରୀ ଜିନିଷ ପାଲଟିଯାଇଛି | ଏହା ବିନା କେହି ବି ନିଜ ଘରୁ ପଦାକୁ ବାହାରିବା ପାଇଁ ଚିନ୍ତା ମଧ୍ୟ କରିପାରିବେ ନାହିଁ |

ଏମିତିରେ ତ ଆପଣ ଅନେକ ବଜାରଗୁଡ଼ିକରେ ଅନେକ ମାସ୍କ ବିଷୟରେ ପଢ଼ିଥିବେ ଶୁଣିଥିବେ | ମାର୍କେଟରେ ଆଜିକାଲି ବିଭିନ୍ନ ପ୍ରକାରର ମାସ୍କ ଉପଲବ୍ଧ ରହିଛି, କାରଣ ଆଜିର ସମୟରେ ଏହା ଏକ ଫେସନ ଷ୍ଟେଟମେଣ୍ଟ ମଧ୍ୟ ପାଲଟିଯାଇଛି | ଆଜି ଆମେ ଆପଣଙ୍କୁ ଏପରି ଏକ ମାସ୍କ ବିଷୟରେ କହିବାକୁ ଯାଉଛୁ | ଯେଉଁଥିରେ ଲାଇଟ ଜଳିଥାଏ |

ଦେଖନ୍ତୁ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଝିଅ ଅଫିସରେ ଅଜବ ପ୍ରକାରର ଲାଇଟ ମାସ୍କ ପିନ୍ଧିଛନ୍ତି | ଯେତେବେଳେ ସେ କିଛି କହିବାକୁ ଚେଷ୍ଟା କରନ୍ତି, ସେତେବେଳେ ଏଲଇଡ଼ି ଲାଇଟ ମୁଭ କରିବାକୁ ଲାଗେ | ଏହି ଲାଇଟକୁ ଜଳୁଥିବାର ଦେଖି ସମସ୍ତେ ଏହା ଭାବୁଛନ୍ତି ଯେ ଅଲଗା ଅଲଗା ପ୍ରକାରର ମୁହଁ ତିଆରି କରୁଛି | ଏହି ଭିଡିଓ ଭାଇରଲ ହେବାପରେ ଲୋକମାନେ ମଧ୍ୟ ନିଜ ନିଜର ରିଆକ୍ସନ ଦେବା ଆରମ୍ଭ କରିଦେଲେ |

ଏହି ମଜାଳିଆ ଭିଡିଓକୁ ଆଇପିଏସ ଅଫିସର ଦୀପାନସୂ କାବ୍ରା ଟ୍ୱିଟରରେ ସେୟାର କରିଛନ୍ତି | ଯାହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି, ଏହି ମାସ୍କ ମୁଁ ମୋ ସ୍ତ୍ରୀକୁ ଗିଫ୍ଟ କରିବାକୁ ଚାହୁଁଛି | କେଉଁଠାରେ ମିଳିବ ? ଏହି ଭିଡିଓକୁ ଖବର ଭାବରେ ଲେଖାଯିବା ବେଳକୁ ୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *