ମୂଷା ବଞ୍ଚାଇଲା ୧୦୦୦ ଲୋକଙ୍କ ଜୀ-ବ-ନ,୭୧ ଲ୍ୟାଣ୍ଡମାଇନ ବିଛାଯାଇଥିବା ସୁଡଙ୍ଗର ପତା ଲଗାଇଲା ଏହି ବାହାଦୁର ମୂଷା,ଜାଣନ୍ତୁ ପୁରା ଖବର

କୁକୁର,ବିଲେଇ,ପାରା ଓ ଘୋଡାର କାହାଣୀ ବହୁତ ଶୁଣିଥିବେ,କିନ୍ତୁ ଏଠାରେ କଥା ପଡ଼ିଛି ଏକ ମୂଷାର|ଆଫ୍ରିକି ନସ୍ଲର ଏହି ମୂଷାର ବାହାଦୁରୀକୁ ବହୁତ ଚର୍ଚ୍ଚିତ|ୱେବସାଇଟ ସ୍କାଇ ରିପୋର୍ଟ ଅନୁସାରେ ଯେଉଁଠାରେ ମେସିନ ଫେଲ୍ ହୋଇଥାଏ ସେଠାରେ ଏହି ମୂଷା ଘ୍ରାଣଶକ୍ତି ଫଳରେ ୭୧ ଲ୍ୟାଣ୍ଡମାଇନ ବିଛାଯାଇଥିବା ସୁଡଙ୍ଗର ପତା ଲଗାଇ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି|

କମ୍ବୋଡିଆର ମଗାବା ନାମକ ଏହି ମୂଷା ସାତ ବର୍ଷୀୟ|ଏହି ମୂଷାକୁ ବିଶେଷ ଭାବରେ ସେହି ସମୟରେ ଟ୍ରେନିଂ ଦିଆଯାଇଥିଲା ଯେତେବେଳେ ଦକ୍ଷିଣ ପୂର୍ବ ଏସିଆର ଦେଶ କମ୍ବୋଡିଆରେ ଲ୍ୟାଣ୍ଡମାଇନ ଭର୍ତ୍ତି ସୁଡଙ୍ଗର ସନ୍ଧାନ କରିବାର ଥିଲା|ସେ ତାର କାମରେ ଏକ୍ସପର୍ଟ ଥିଲା|ସେ ୨୮ଟି ଜୀବନ୍ତ ଲ୍ୟାଣ୍ଡମାଇନ ସନ୍ଧାନ କରି ହଜାର ହଜାର ଲୋକଙ୍କ ଜୀ-ବ-ନ ବଞ୍ଚାଇଥିଲେ|

ମଗାବାକୁ ଏପିଓପିଓ ନାମକ ସଙ୍ଗଠନ ଟ୍ରେନିଂ ଦେଇଥିଲେ|ଏହି ସଙ୍ଗଠନ ମୂଷାକୁ ଲ୍ୟାଣ୍ଡମାଇନ ଭର୍ତ୍ତି ସୁଡଙ୍ଗର ପତା ଲଗାଇବାକୁ ପ୍ରଶିକ୍ଷଣ ଦେଇଥାଏ|ଏପିଓପିଓ ପକ୍ଷରୁ କୁହାଯାଇଛି ଯେ ମଗାବାର ସ୍ୱାସ୍ଥ୍ୟ ଏବେବି ଠିକ୍ ରହିଛି,କିନ୍ତୁ ଏଵେ ସେବା ନିବୃତ ସମୟ ହୋଇଗଲାଣି|

ମଗାବାକୁ ହ୍ୟାଡଲର ମାଡେନ ଏକ ବୟାନରେ କହିଛନ୍ତି ଯେ ମଗାବାର ପ୍ରଦର୍ଶନ ଉଚ୍ଚକୋଟୀର ଓ ମୋତେ ତା ସହ କାନ୍ଧ ମିଶେଇକି କାମ କରିବା ଉପରେ ଗର୍ବ ହେଉଛି|ସେ ଛୋଟ କିନ୍ତୁ ବହୁତ ଲୋକଙ୍କ ଜୀବନ ବଞ୍ଚାଇଛି|

ସେ କହିଛନ୍ତି ଏହାର ସ୍ଥାନ ପୂରଣ କରିବା ସହଜ ନୁହେଁ, କିନ୍ତୁ ସଙ୍ଗଠନ କିଛି ନୂଆ ରଙ୍ଗରୁଟଙ୍କୁ ଭର୍ତ୍ତି କରିଛି, ଯେଉଁଥିରେ ୨୦ ନୂଆ ପ୍ରଶିକ୍ଷିତ ଲ୍ୟାଣ୍ଡମାଇନ ଡିଟେକ୍ସନର ମୂଷା ସମୂହ ରହିଛି,ଯେଉଁମାନେ ପ୍ରବେଶ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି|

କହିରଖେ ଯେ ବ୍ରିଟେନର ଏକ ସ୍ୱଛାସେବୀ ସଂସ୍ଥା ପିଡିଏସ୍ଏ ଦ୍ଵାରା ମଗାକୁ ସମ୍ମାନିତ କରାଯାଇଛି|ଏହି ସଂସ୍ଥା ଯିଏ ପ୍ରତିବର୍ଷ ଉତ୍କୃଷ୍ଟ ଧରଣର କାମ କରୁଥିବା ଜୀବଜନ୍ତୁଙ୍କୁ ସମ୍ମାନିତ କରିଥାଏ|ଏହାର ଇତିହାସରେ ପ୍ରଥମଥର ୭୭ ଵର୍ଷରେ ଗୋଟିଏ ମୂଷାକୁ ସମ୍ମାନିତ ସହ ପୁରସ୍କୃତ କରାଯାଇଛି|

ମଗାବା ଦକ୍ଷିଣ ପୂର୍ବ ଏସିଆ ଦେଶ କମ୍ବୋଡିଆରେ ୧୫ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ଲ୍ୟାଣ୍ଡମାଇନ ବିଛାଯାଇଥିବା ସୁଡଙ୍ଗକୁ ମୁକ୍ତ କରିବାରେ ସାହାଯ୍ୟ କରିଥିଲା|ଏହି ଲ୍ୟାଣ୍ଡମାଇନ ୧୯୭୦ ଓ ୧୯୮୦ ଦଶକର ଥିଲା ଯେଵେ କମ୍ବୋଡିଆ ଓ ବର୍ବର ମଧ୍ୟରେ ଗୃହ ଯୁ-ଦ୍ଧ ଚାଲିଥିଲା|

କମ୍ବୋଡିଆ ୧୯୭୦ ରୁ ୧୯୮୦ ଦଶକରେ ଭୟଙ୍କର ଗୃହ ଯୁ-ଦ୍ଧ-ରେ ପ୍ରଭାବିତ ହୋଇଥିଲା|ସେହି ସମୟରେ ଶତ୍ରୁକୁ ମାରିବାକୁ ସୁଡଙ୍ଗରେ ବହୁତ ମାତ୍ରାରେ ଲ୍ୟାଣ୍ଡମାଇନ ବିଛାଯାଇଥିଲା|କିନ୍ତୁ ଗୃହ ଯୁଦ୍ଧ ପରେ ଏଵେ ଏହି ସୁଡଙ୍ଗ ସାଧାରଣ ଲୋକଙ୍କ ଜୀ-ଵ-ନ ନେଉଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *