ବିବାହ ଗହଣା ନେଇ ଫେ-ରା-ର ହୋଇଗଲା ବୋହୁ, ଶାଶୂଘର ଲୋକେ ଏମିତି ପଦକ୍ଷେପ ନେଲେ ଯେ ସିଧା ଥା-ନା-ରେ ପହଞ୍ଚି କାନ୍ଦିବାକୁ ଲାଗିଲା,ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶରେ ଜଣେ ବୋହୁ ବିବାହପରେ ନିଜ ଘରୁ ଫେ-ରା-ର ହୋଇଗଲା | ଫେ-ରା-ର ହେବା ସମୟରେ ଝିଅଟି ନିଜ ସହିତ ଗହଣା ଏବଂ ଟଙ୍କା ମଧ୍ୟ ନେଇଗଲା | ଯାହାପରେ ଝିଅର ଶାଶୂଘର ଲୋକେ ତା ବି-ରୋ-ଧରେ ଥା-ନାରେ ଅ-ଭି-ଯୋ-ଗ କଲେ ଏବଂ ତାକୁ ଧରିବାପାଇଁ ପୋ-ଲି-ସ-ଙ୍କୁ କହିଥିଲେ | ଏହାମଧ୍ୟରେ ଅଚାନକ ଝିଅଟି ନିଜେ ନିଜେ ଥାନାରେ ପହଞ୍ଚିଗଲା ଏବଂ ସେ ଗହଣା ଏବଂ ଟଙ୍କା ଫେରାଇଦେଲା | କିନ୍ତୁ ତାର ପରିବାର ଲୋକେ ତାକୁ ସ୍ୱୀକାର କରିବାକୁ ମନା କରିଦେଲେ |

ଖବର ଅନୁଯାୟୀ ପୋର୍ସା ଅଞ୍ଚଳର ଖେରିଆ ଗ୍ରାମରେ ମେ ୮ ରେ ସୁରଜିତଙ୍କର ବିବାହ ଥିଲା | ସୁରଜିତ ମହୋର ବିବାହ ପରେ ଧୂମଧାମର ସହିତ ନିଜ ବୋହୁକୁ ଘରକୁ ଆଣିଥିଲେ | ଯେଉଁଠାରେ ତାଙ୍କୁ ଭଲ ଭାବରେ ସ୍ୱାଗତ କରାଯାଇଥିଲା | କିନ୍ତୁ ବିବାହର କିଛି ଦିନ ପରେ ବୋହୁ ଘରେ ରଖାଯାଇଥିବା ଜିନିଷ ନେଇ ପଳାଇଲା | ଏହା ପରେ ସୁରଜିତ ମହୋରଙ୍କ ପରିବାର ଲୋକେ ପୋ-ଲି-ସ ଷ୍ଟେ-ସ-ନ-ରେ ଅ-ଭି-ଯୋ-ଗ କଲେ ଏବଂ ଝିଅର ପରିବାର ସଦସ୍ୟଙ୍କୁ ମଧ୍ୟ ଏହାର ସୂଚନା ଦେଇଥିଲେ |

ଅ-ଭି-ଯୋ-ଗ କରି ସୁରଜିତ ମହୋର ପୋଲିସକୁ କହିଛନ୍ତି ଯେ ଗତ ମେ ମାସ ୮ ତାରିଖରେ ତୁସିପୁରା ମୋରେନା ଗାଁର ବାସିନ୍ଦା ଜ୍ୟୋତି ମହୋରଙ୍କ ସହିତ ତାଙ୍କର ବିବାହ ହୋଇଥିଲା | ବିବାହର କିଛି ଦିନ ପରେ ହିଁ ସେ ଗାଏବ ହୋଇଗଲେ | ମେ ୧୩ ରେ ଜ୍ୟୋତି ପିନ୍ଧିଥିବା ଗହଣାକୁ ନେଇ ରାତିରେ ଘରୁ ପଳାଇ ଯାଇଥିଲେ | ତାଙ୍କୁ ବହୁତ ଖୋଜା ଯାଇଥିଲା କିନ୍ତୁ କିଛି ଖବର ମିଳିଲା ନାହିଁ | ଜ୍ୟୋତିଙ୍କ ପରିବାର ଲୋକଙ୍କୁ ମଧ୍ୟ ଫୋନ କରାଯାଇଥିଲା | କିନ୍ତୁ ସେ ତାଙ୍କ ପାଖକୁ ମଧ୍ୟ ଯାଇ ନଥିଲେ |

ଫେରାଇଦେଲେ ସବୁ ଗହଣା :-

ବହୁତ ଦିନ ପର୍ଯ୍ୟନ୍ତ ଜ୍ୟୋତିଙ୍କ ଖବର ନ ମିଳିବାରୁ ପୋ-ଲି-ସ-ର ସାହାଯ୍ୟ ଲୋଡିଲେ | କିନ୍ତୁ ପୋ-ଲି-ସ କିଛି କଲାନାହିଁ | ସେହିପରି ଯେତେବେଳେ ଏହି ଖବର ମିଡ଼ିଆରେ ଦେଖାଗଲା, ସେତେବେଳେ ଯାଇ ପୋଲିସ ଠିକ ଭାବରେ ଆକ୍ସନ ନେବା ଆରମ୍ଭ କଲା | ଏହାମଧ୍ୟରେ ଜ୍ୟୋତି ପୋ-ଲି-ସ ଷ୍ଟେସନରେ ନିଜେ ପହଞ୍ଚିଗଲେ ଏବଂ ଥା-ନା-ରେ ପହଞ୍ଚି ଜ୍ୟୋତି ଗହଣା ଏବଂ ଟଙ୍କା ସବୁ ଫେରାଇଦେଲେ |

ଏହି କାରଣରୁ ଘରୁ ପଳାଇ ଯାଇଥିଲେ :-

ଜ୍ୟୋତି ପୋ-ଲି-ସ-କୁ କହିଲେ ଯେ ସେ କାହା ସହିତ ପଳାଇ ଯାଇନଥିଲେ | ଜ୍ୟୋତିଙ୍କ ଅନୁଯାୟୀ ସେ ନିଜ ଇଚ୍ଛାରେ ଘରୁ ଯାଇଥିଲେ | କାରଣ ତାଙ୍କୁ ଜବରଦସ୍ତ ବିବାହ କରାଯାଇଥିଲା | ଜ୍ୟୋତି ପୋ-ଲି-ସ-କୁ କହିଲେ ଯେ ସେ ଆଗକୁ ପଢିବାକୁ ଚାହୁଁଥିଲେ | କିନ୍ତୁ ତାଙ୍କ ପରିବାର ତାଙ୍କର କୌଣସି କଥା ଶୁଣିନଥିଲେ ଏବଂ ବିବାହ କରାଇଦେଲେ | ବିବାହ ପରେ ସେ ଦିଲ୍ଲୀ ପଳାଇ ଯାଇଥିଲେ | କିନ୍ତୁ ନ୍ୟୁଜ ପେପରରେ ଖବରକୁ ପଢି ସେ ଫେରିଆସିଲେ |

ପୋ-ଲି-ସ ଟଙ୍କା ଶାଶୂଘର ଲୋକଙ୍କୁ ଡାକିଲା ଏବଂ ସେମାନେ ଥାନାକୁ ଆସି ନିଜ ଗହଣା ନେଇ ଚାଲିଗଲେ, କିନ୍ତୁ ଜ୍ୟୋତିଙ୍କୁ ଆପଣେଇବାକୁ ମନା କରିଦେଲେ | ତାପରେ ଜ୍ୟୋତିଙ୍କ ବାପଘର ଲୋକଙ୍କୁ ଡକାଗଲା, କିନ୍ତୁ ସେମାନେ ମଧ୍ୟ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ | ଯେଉଁ କାରଣରୁ ବର୍ତ୍ତମାନ ସେ ନାରୀ ନିକେତନରେ ରହୁଛନ୍ତି | ଏହି ସ୍ଥାନକୁ ତାଙ୍କୁ ପୋଲିସ ପଠାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.