କେବଳ ୩ ବର୍ଷ ପର୍ଯ୍ୟନ୍ତ ଜମା କରନ୍ତୁ ଆଉ ଝିଅ ବାହାଘର ସମୟରେ ପାଆନ୍ତୁ ୨୭ ଲକ୍ଷ ଟଙ୍କା,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଯଦି ଆପଣ ମଧ୍ୟ ଝିଅର ଏକ ଭଲ ପିତା ଅଟନ୍ତି ତାହେଲେ ଆପଣଙ୍କ ପାଇଁ ଭାରତୀୟ ଜୀବନ ବୀମା ତରଫରୁ ଏକ ଶାନଦାର ସ୍କିମ ରହିଛି। LIC ର ଏହି ସ୍କିମ ନାମ ହେଉଛି LIC କନ୍ୟାଦାନ ପଲିସି। ଏହି ସ୍କିମ ଖାଆସ କରି ଝିଅର ଭବିଷ୍ୟତ ଓ ତା ବିବାହର ଆବଶ୍ୟକତା ପୂରଣ ପାଇଁ ବନାଯାଇଥାଏ। ଖାଆସ କଥା ଏହା ହେଉଛି କି, ଏଥିପାଇଁ ଝିଅର ଅଭିଭାବକଙ୍କୁ 3 ବର୍ଷ ପର୍ଯ୍ୟନ୍ତ ହିଁ ପ୍ରିମିୟମ ଦେବାକୁ ହୋଇଥାଏ ଓ ମ୍ୟାଚୁରୁଟି ପରେ ଏହାକୁ ଆପଣ ପାଇବେ।

LIC କନ୍ୟାଦାନ ପଲିସି ଅନ୍ତର୍ଗତ ଜଣେ ନିବେଶକଙ୍କୁ ବର୍ଷକୁ ପାଖାପାଖି 50 ହଜାର ଟଙ୍କା ଜମା କରିବାକୁ ହୋଇଥାଏ। କନ୍ୟାଦାନ ପଲିସି ଅନ୍ତର୍ଗତ 3 ବର୍ଷ ପର୍ଯ୍ୟନ୍ତ ହିଁ ପ୍ରିମିୟମ ଭରାଯିବ। କନ୍ୟାଦାନ ପଲିସି ଅନ୍ତର୍ଗତ ପ୍ରମୁଖ ଶର୍ତ ଏହାକି ଯେ, ନିବେଶକଙ୍କ ନ୍ୟୁନତମ ଆୟୁ କମ ସେ କମ 1 ବର୍ଷ ହେବା ଆବଶ୍ୟକ। ଆପଣଙ୍କୁ ଜଣାଇଦେଉଛୁ କି, ଏହି ସ୍କିମର ଆବେଦନ ପାଇଁ ଆଧାରକାର୍ଡ, ଆୟ ପ୍ରମାଣ ପତ୍ର, ପ୍ରମାଣ ପତ୍ର, ଜନ୍ମ ପ୍ରମାଣ ପତ୍ର ଭଳି ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଜରୁରୀ ପଡ଼ିବ।

ଏହି ପଲିସିର ମିନିମମ ମ୍ୟାଚୁରିଟି ପିରିୟଡ଼ 13 ବର୍ଷ ଅଟେ। ପଲିସିର କିସ୍ତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଯଦି କୌଣସି ବ୍ୟକ୍ତି 5 ଲକ୍ଷ ପର୍ଯ୍ୟନ୍ତ ବୀମା ନେଉଛି ତ ତାକୁ 22 ବର୍ଷ ପର୍ଯ୍ୟନ୍ତ ମାସିକ କିସ୍ତି 1,951 ଟଙ୍କା ଦେବାକୁ ହେବ। ଏହାର ମ୍ୟାଚୁରୁଟି ପରେ LIC ତରଫରୁ ଆପଣଙ୍କୁ 13.37 ଲକ୍ଷ ଟଙ୍କା ମିଳିବ। ଠିକ ଏହିପରି ଯଦି କୌଣସି ବ୍ୟକ୍ତି 10 ଲକ୍ଷର ବୀମା ନେବାକୁ ଚାହୁଁଥାଏ ତାହେଲେ ତାକୁ 3901 ଟଙ୍କା ମାସିକ ଦେବାକୁ ପଡ଼ିବ। 25 ବର୍ଷ ପରେ LIC ତରଫରୁ 26.75 ଲକ୍ଷ ଟଙ୍କା ମିଳିବ।

ଏହା LIC ପଲିସି ଅଟେ ଆପଣଙ୍କୁ ଆୟକର ଅଧିନିୟମକୁ 1961 ଧାରା 80C ଅନ୍ତର୍ଗତ ରାଶି ଉପରେ ଟ୍ୟାକ୍ସ ଛାଡ଼ ମିଳିଯିବ। ଟ୍ୟାକ୍ସ ଛାଡ଼ ଅଧିକତମ 1.50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟେ।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *