ଜ୍ୱାଇଁର ଜୁଲମ: ଜଙ୍ଗଲରେ ଶାଶୂ-ଶାଳୀଙ୍କ ସହ କରିଲା ଦୁ-ଷ୍କ-ର୍ମ, ଶାଳୀକୁ ହା-ଣି ଫି-ଙ୍ଗି-ଲା ୨ଶହ ଫୁଟ ତଳକୁ

ମ-ନ୍ଦ ଉଦ୍ଦେଶ୍ୟ ମନରେ ଥିଲା। ଛତୁ ତୋଳିବା ବାହାନାରେ ଭିଣୋଇ ଶାଳୀକୁ ଜଙ୍ଗଲକୁ ଡାକି ନେଇଥିଲେ, ଶାଶୂ ମଧ୍ୟ ସାଙ୍ଗରେ ଯାଇଥିଲା। ଜ୍ଵାଇଁ ଜଙ୍ଗଲରେ ପହଞ୍ଚିବା ପରେ ସମସ୍ତ ସମ୍ପର୍କ ଭୁଲିଗଲା। ଶାଳୀଙ୍କ ସହ ଜଙ୍ଗଲରେ କରିଲା ଦୁ-ଷ୍କ-ର୍ମ। ଶାଶୂ ବି-ରୋ-ଧ କରିବାରୁ ରା-କ୍ଷ-ସ ଜ୍ବାଇଁର କାମୁକ ଜ୍ବାଳାରୁ ବଞ୍ଚିପାରିନଥିଲା। ଜ୍ଵାଇଁ ଜଙ୍ଗଲରେ ଉଭୟ ଶାଳୀ ଓ ଶାଶୂକୁ ସହ ଦୁ-ଷ୍କ-ର୍ମ କରିଥିଲା। ଏହା ପରେ କଥାକୁ ଲୁ-ଚାଇ-ବା ପାଇଁ ହ-ତ୍ୟାର ଉଦ୍ୟମ କରିଥିଲା। ଏହି ସଂ-ଘ-ର୍ଷ ସମୟରେ ଶାଶୂ କଳେବଳେ କୌଶଳେ ଖସି ପ-ଳା-ଇଥିଲେ, କିନ୍ତୁ ଭିଣୋଇ ଶାଳୀକୁ ଟାଙ୍ଗିଆରେ ହା-ଣି ଜଙ୍ଗଲରେ ଫି-ଙ୍ଗି ଦେଇଥିଲା।

Google

ଖବର ଅନୁସାରେ, କେନ୍ଦୁଝର ଜିଲ୍ଲା ବଡବିଲ ବଲାଣୀ ଥା-ନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘ-ଟ-ଣା ଘ-ଟିଛି। ଶାଶୂ ଓ ଶାଳୀଙ୍କ ସହ ଜଙ୍ଗଲକୁ ଛତୁ ତୋଳିବା ପାଇଁ ଯାଇଥିବା ସମୟରେ ଜ୍ଵାଇଁ ଏହିପରି ଜ-ଘ-ନ୍ୟ ଅ-ପରା-ଧ ଘ-ଟାଇ-ଛି। ଜଙ୍ଗଲରେ ଶାଶୁଙ୍କୁ ବାନ୍ଧି ଶାଳୀକୁ ଦୁ-ଷ୍କ-ର୍ମ କରିବା ପରେ ଭିଣୋଇ ଟାଙ୍ଗିଆ ସାହାଯ୍ୟରେ ହାଣି ହ-ତ୍ୟା କରିଛି। ପରେ ଜ୍ଵାଇଁ ଶାଶୁଙ୍କୁ ଦୁ-ଷ୍କ-ର୍ମ କରିଥିଲା। ଶାଳୀର ମୃ-ତଦେ-ହକୁ ଘୋଷାରି ଘୋଷାରି ନେଇ ୨ଶହ ଫୁଟ ଖାଇ ତଳକୁ ଫି-ଙ୍ଗି ଦେଇଥିବା ଅ-ଭିଯୋ-ଗ ହୋଇଛି। ଶାଶୂ ଚ-ତୁ-ରତାର ସହ ଜଙ୍ଗଲରୁ ଖସିଆସିଥିଲେ। ଗତକାଲି ମଧ୍ୟାହ୍ନ ସମୟରେ ଏହି ଘ-ଟ-ଣା ଘ-ଟିଥିଲା। ଜ-ଘ-ନ୍ୟ କା-ଣ୍ଡ ଘଟାଇ ଅ-ଭିଯୁ-କ୍ତ ଜ୍ବାଇଁ ରୂପସିଂ ସିଦ୍ଧୁ ଫେ-ରା-ର ହୋଇଯାଇଛି। ବର୍ତ୍ତମାନ ପୋ-ଲି-ସ ଅ-ଭିଯୁ-କ୍ତକୁ ଖୋ-ଜୁଛି। ମୃ-ତ-କ ଏବଂ ଅ-ପରା-ଧ ଘ-ଟାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ଝାଡଖଣ୍ଡ କିରିବୁରୁ ଅଞ୍ଚଳର। ଘ-ଟ-ଣାକୁ ନେଇ ପୋ-ଲି-ସ ନିଜର ଯା-ଞ୍ଚ ଜାରି ରଖିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *